କର ବା ମର ମ୍ୟାଚ୍‌ରେ ଟସ୍‌ ଜିତି ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ: ଫେରିଲେ ସିକ୍ସର୍‌ କିଙ୍ଗ

  ଇନ୍ଦୋର ଠାରେ ଖେଳାଯାଉଥିବା ଆଇପିଏଲର୍‌ ୩୪ ତମ ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତିବା ପରେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଆଜିର ମ୍ୟାଚ୍ ବିଶେଷ କରି ମୁମ୍ବାଇ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ ମୁମ୍ବାଇ ଯଦି ବାକି ଥିବା ମ୍ୟାଚ୍ ଭିତରୁ ଗୋଟିଏ ବି ମ୍ୟାଚ୍‌ ହାରୁଛି ତେବେ ଆଇପିଏଲ୍‌ ଟପ୍‌-୪ରୁ ବିଦା ହେବା ନିଶ୍ଚିତ। […]

670320-mumbai-indians-afp

670320-mumbai-indians-afp

Rakesh Mallick
  • Published: Friday, 04 May 2018
  • Updated: 04 May 2018, 07:56 PM IST

Sports

Latest News

ଇନ୍ଦୋର ଠାରେ ଖେଳାଯାଉଥିବା ଆଇପିଏଲର୍‌ ୩୪ ତମ ମ୍ୟାଚ୍‌ରେ ମୁମ୍ବାଇ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ମୁମ୍ବାଇର ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ୍ ଜିତିବା ପରେ ପଞ୍ଜାବକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛି। ଆଜିର ମ୍ୟାଚ୍ ବିଶେଷ କରି ମୁମ୍ବାଇ ପାଇଁ ବେଶ୍‌ ଗୁରୁତ୍ୱ ବହନ କରୁଛି। କାରଣ ମୁମ୍ବାଇ ଯଦି ବାକି ଥିବା ମ୍ୟାଚ୍ ଭିତରୁ ଗୋଟିଏ ବି ମ୍ୟାଚ୍‌ ହାରୁଛି ତେବେ ଆଇପିଏଲ୍‌ ଟପ୍‌-୪ରୁ ବିଦା ହେବା ନିଶ୍ଚିତ। ତେଣୁ ଆଜିର ମ୍ୟାଚ୍ ମୁମ୍ବାଇ ପାଇଁ କର ବା ମର୍‌ ମ୍ୟାଚ୍‌ କହିଲେ ଭୁଲ୍ ହେବନାହିଁ। ଅନ୍ୟପଟେ ଭଲ ସ୍ଥିତିରେ ରହିଥିବା ପଞ୍ଜାବ ଟିମ୍‌କୁ ପୁଣିଥରେ ଫେରିଛନ୍ତି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ତଥା ସିକ୍ସର କିଙ୍ଗ ଯୁବରାଜ ସିଂ। ଖରାପ ଫର୍ମ ପାଇଁ ଗତ ମ୍ୟାଚ୍‌ରେ ଯୁବରଜଙ୍କୁ ଦଳରୁ ବାଦ ଦିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story