ଟସ୍‌ ଜିତି ମୁମ୍ବାଇର ଫିଲ୍ଡିଂ ନିଷ୍ପତ୍ତି: ଉଭୟ ଦଳ ପାଇଁ ଜିତିବା ଜରୁରୀ

ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ ନିଷ୍ପତ୍ତି। ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ଆଇପିଏଲର ୩୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଆର୍‌ସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି।  ଏଭିନ୍ ଲୁଇସ୍‌ ଆହାତ କାରଣରୁ ତାଙ୍କ ସ୍ଥାନରେ ପୋଲାର୍ଡାଙ୍କୁ ଦଳରେ ସ୍ଥାନ ମିଳିଛି। ଅନ୍ୟପଟେ ଡିଭିଲିୟର୍ସ ମଧ୍ୟ ଅସୁସ୍ଥତା କାରଣରୁ ଆର୍‌ସିବି ଦଳରେ ସ୍ଥାନ ପାଇନାହାଁନ୍ତି। ଆର୍‌ସିବି ଆଜି ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ମୁରୁଗାନ […]

ViratKohli_RohitSharma_Large

ViratKohli_RohitSharma_Large

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 08:29 PM IST

Sports

Latest News

ମୁମ୍ବାଇ ଇଣ୍ଡିଆନ୍ସର ଫିଲ୍ଡିଂ ନିଷ୍ପତ୍ତି। ବେଙ୍ଗାଲୁରୁ ଠାରେ ଖେଳାଯାଇଥିବା ଆଇପିଏଲର ୩୧ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ଆର୍‌ସିବିକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି। ଆଜିର ମ୍ୟାଚ୍‌ରେ ମୁମ୍ବାଇ ପକ୍ଷରୁ ଗୋଟିଏ ପରିବର୍ତ୍ତନ କରାଯାଇଛି।  ଏଭିନ୍ ଲୁଇସ୍‌ ଆହାତ କାରଣରୁ ତାଙ୍କ ସ୍ଥାନରେ ପୋଲାର୍ଡାଙ୍କୁ ଦଳରେ ସ୍ଥାନ ମିଳିଛି। ଅନ୍ୟପଟେ ଡିଭିଲିୟର୍ସ ମଧ୍ୟ ଅସୁସ୍ଥତା କାରଣରୁ ଆର୍‌ସିବି ଦଳରେ ସ୍ଥାନ ପାଇନାହାଁନ୍ତି। ଆର୍‌ସିବି ଆଜି ଦଳରେ ଗୋଟିଏ ପରିବର୍ତ୍ତନ କରିଛି। ମୁରୁଗାନ ଅଶ୍ୱିନଙ୍କ ବଦଳରେ ୱାସିଂଟନ ସୁନ୍ଦରଙ୍କୁ ଦଳରେ ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos