ବିରାଟଙ୍କୁ ଏଯୁଗର ଶ୍ରେଷ୍ଠ ବ୍ୟାଟସମ୍ୟାନ କହିଲେ ଏହି କିମ୍ବଦନ୍ତୀ କ୍ରିକେଟର

ଲଣ୍ଡନ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମାଇକେଲ ଭନ୍‌। ଆଜି ବିରାଟ ପିଙ୍କ ବଲରେ ଭାରତ ପାଇଁ ପ୍ରଥମ ଶତକ ହାସଲ କରିବା ପରେ ଭନ୍‌ ତାଙ୍କୁ ଏଯୁଗର ଶ୍ରେଷ୍ଠ ବ୍ୟାଟସମ୍ୟାନ କରିବାକୁ ପଛାଇ ନାହାନ୍ତି। ଆଜି ବିରାଟ ବାଂଲାଦେଶ ବିପକ୍ଷ ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି। ଏହାପରେ ଭନ୍‌ […]

ci

ci

Hemant Lenka
  • Published: Saturday, 23 November 2019
  • Updated: 23 November 2019, 06:44 PM IST

ଲଣ୍ଡନ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ପୂର୍ବତନ ଇଂଲଣ୍ଡ ଅଧିନାୟକ ତଥା କିମ୍ବଦନ୍ତୀ କ୍ରିକେଟର ମାଇକେଲ ଭନ୍‌। ଆଜି ବିରାଟ ପିଙ୍କ ବଲରେ ଭାରତ ପାଇଁ ପ୍ରଥମ ଶତକ ହାସଲ କରିବା ପରେ ଭନ୍‌ ତାଙ୍କୁ ଏଯୁଗର ଶ୍ରେଷ୍ଠ ବ୍ୟାଟସମ୍ୟାନ କରିବାକୁ ପଛାଇ ନାହାନ୍ତି।

ଆଜି ବିରାଟ ବାଂଲାଦେଶ ବିପକ୍ଷ ପିଙ୍କ ବଲ ଟେଷ୍ଟର ଦ୍ୱିତୀୟ ଦିନରେ ନିଜ ଟେଷ୍ଟ କ୍ୟାରିୟରର ୨୭ତମ ଟେଷ୍ଟ ଶତକ ହାସଲ କରିଛନ୍ତି।

ଏହାପରେ ଭନ୍‌ କହିଛନ୍ତି, “ବିରାଟ କ୍ରିକେଟର ସବୁ ଫର୍ମାଟରେ ଚମତ୍କାର ବ୍ୟାଟିଂ କରୁଛନ୍ତି। ପ୍ରଥମେ ରେଡ, ପରେ ହ୍ୱାଇଟ୍‌ ଏବଂ ଏବେ ପିଙ୍କ ବଲରେ ସେ ଶତକ ହାସଲ କରିଛନ୍ତି। ଏହି ଯୁଗରେ ବିରାଟ ହେଉଛନ୍ତି ସବୁ ଫର୍ମାଟର ଶ୍ରେଷ୍ଠ ବ୍ୟାଟସମ୍ୟାନ୍‌। ”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos