ବିଶ୍ୱକପ୍-୨୦୧୯: ଧୱନ୍ ଆଉଟ୍, ବିରାଟଙ୍କ ୫୦ତମ ଅର୍ଦ୍ଧଶତକ

ଲଣ୍ଡନ: ଏଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଶତକ ମାରି ଆଉଟ୍ ହୋଇଛନ୍ତି । ଧୱନ୍ ଏହି ମ୍ୟାଚରେ ୧୧୭ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ ବଦଳ ଖେଳାଳି ନେଥନ୍ ଲାୟନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଛନ୍ତି । ଆଉଟ୍ ହେବା ପୂର୍ବରୁ ଧୱନ୍ ୧୦୯ ବଲରେ ୧୬ ଚୌକା ମାରିଥିଲେ । ଧୱନଙ୍କ ବ୍ୟତୀତ ଅନ୍ୟତମ ଓପ୍ନର ରୋହିତ୍ ଶର୍ମା ୫୭ ରନ୍ କରି […]

SHIK

SHIK

Hemant Lenka
  • Published: Sunday, 09 June 2019
  • Updated: 09 June 2019, 06:03 PM IST

Sports

Latest News

ଲଣ୍ଡନ: ଏଠାରେ ଚାଲିଥିବା ଭାରତ ଓ ଅଷ୍ଟ୍ରେଲିଆ ବିଶ୍ୱକପ୍ ମ୍ୟାଚରେ ଟିମ୍ ଇଣ୍ଡିଆ ଓପ୍ନର ଶିଖର ଧୱନ୍ ଶତକ ମାରି ଆଉଟ୍ ହୋଇଛନ୍ତି । ଧୱନ୍ ଏହି ମ୍ୟାଚରେ ୧୧୭ ରନ୍ କରି ମିଚେଲ୍ ଷ୍ଟାର୍କଙ୍କ ବଲରେ ବଦଳ ଖେଳାଳି ନେଥନ୍ ଲାୟନଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଛନ୍ତି । ଆଉଟ୍ ହେବା ପୂର୍ବରୁ ଧୱନ୍ ୧୦୯ ବଲରେ ୧୬ ଚୌକା ମାରିଥିଲେ ।

ଧୱନଙ୍କ ବ୍ୟତୀତ ଅନ୍ୟତମ ଓପ୍ନର ରୋହିତ୍ ଶର୍ମା ୫୭ ରନ୍ କରି ଆଉଟ୍ ହୋଇଥିଲେ । ଭାରତ ୪୧ ଓଭରରେ ୨ ୱିକେଟ୍ ହରାଇ ୨୪୬ ରନ୍ କରିଛି । ଅଧିନାୟକ ବିରାଟ କୋହଲି ଚଳିତ ବିଶ୍ୱକପରେ ନିଜର ପ୍ରଥମ ଏବଂ ଦିନିକିଆ କ୍ୟାରିୟରର ୫୦ତମ ଅର୍ଦ୍ଧଶତକ ମାରିଛନ୍ତି। ବିରାଟ୍‌ ୫୧ ଓ ହାର୍ଦ୍ଦିକ ପାଣ୍ଡ୍ୟା ୧୫ ରନ୍ କରି ବ୍ୟାଟିଂ କରୁଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos