ଆଇପିଏଲର ସ୍ରଷ୍ଟା ଏବେ କ୍ରିକେଟ୍‌କୁ କହିଲେ ଅଲ୍‌ବିଦା: ସମସ୍ତ କ୍ରିକେଟ୍‌ ସଂଘରୁ ଇସ୍ତଫା

ମୁମ୍ବାଇ: ଆଇପିଏଲର ସୃଷ୍ଟିକର୍ତ୍ତା ଲଲିତ ମୋଦି ଏବେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ରାଜସ୍ଥାନ ନାଗର ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଲଲିତଙ୍କ ଏହି ଇସ୍ତଫା ପରେ ରାଜସ୍ଥାନ କ୍ରିକେଟ୍‌ ସଂଘ ବିସିସିଆଇ ସହିତ ପୁଣିଥରେ ଜଡିତ ହେବା ପାଇଁ ପଥ ପରିସ୍କାର ହୋଇଛି। ସେ ଏକ ପତ୍ର ଲେଖି ରାଜସ୍ଥାନ କ୍ରିକେଟ୍‌ ସଂଘରୁ ବିଦାୟ ନେଇଥିବା ଜଣାପଡିଛି। ସେ ଏହି ପତ୍ରରେ ଲେଖିଛନ୍ତି […]

lalit1

lalit1

Rakesh Mallick
  • Published: Saturday, 12 August 2017
  • Updated: 12 August 2017, 08:37 PM IST

Sports

Latest News

ମୁମ୍ବାଇ: ଆଇପିଏଲର ସୃଷ୍ଟିକର୍ତ୍ତା ଲଲିତ ମୋଦି ଏବେ କ୍ରିକେଟ୍‌କୁ ଅଲବିଦା କହିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍‌ର ପୂର୍ବତନ ଅଧ୍ୟକ୍ଷ ଲଲିତ ମୋଦି ରାଜସ୍ଥାନ ନାଗର ଜିଲ୍ଲା କ୍ରିକେଟ୍ ସଂଘ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି। ଲଲିତଙ୍କ ଏହି ଇସ୍ତଫା ପରେ ରାଜସ୍ଥାନ କ୍ରିକେଟ୍‌ ସଂଘ ବିସିସିଆଇ ସହିତ ପୁଣିଥରେ ଜଡିତ ହେବା ପାଇଁ ପଥ ପରିସ୍କାର ହୋଇଛି। ସେ ଏକ ପତ୍ର ଲେଖି ରାଜସ୍ଥାନ କ୍ରିକେଟ୍‌ ସଂଘରୁ ବିଦାୟ ନେଇଥିବା ଜଣାପଡିଛି। ସେ ଏହି ପତ୍ରରେ ଲେଖିଛନ୍ତି ଯେ ଏବେ ସମୟ ଆସିଛି ରାଜସ୍ଥାନ କ୍ରିକେଟ୍‌ ସଂଘର ଦାୟିତ୍ୱ ଏବେ ନୂଆ ପିଢିର ଲୋକଙ୍କ ପାଇଁ। ଏଥିପାଇଁ ସେ ସମସ୍ତ କ୍ରିକେଟ୍‌ ସଂଘରୁ ବିଦାୟ ନେଉଛନ୍ତି। ଏହାସହ ଲଲିତଙ୍କୁ ସମର୍ଥନ ଦେଇଥିବା ଲୋକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ଆପଣଙ୍କୁ ଜଣାଦେବାକୁ ଚାହୁଁଛି ଯେ ଆଇପିଏଲରେ ଅର୍ଥ ଅନିୟମିତତା ଅଭିଯୋଗରେ ବିସିସିଆଇ ଲଲିତ ମୋଦିଙ୍କ ଉପରେ ଆଜୀବନ ପ୍ରତିବନ୍ଧକ ଲଗାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story