ପାକ୍ ଏକ୍ସପର୍ଟଙ୍କ ଅଜବ ଯୁକ୍ତି: ଶାମିଙ୍କ ବାଦ୍ ପଛରେ ବିଜେପିର ହାତ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନ ଟିମ୍ ଖରାପ ପ୍ରଦର୍ଶନ ଯୋଗୁ ସେମିଫାଇନାଲରେ ପହଞ୍ଚିପାରିଲାନି। ପାକିସ୍ତାନର ଖରାପ ପ୍ରଦର୍ଶନକୁ ନେଇ ତାଙ୍କ ଦେଶରେ କ୍ରିକେଟ୍ ଏକ୍ସପର୍ଟ ଅଜବ ପ୍ରକାରର ମନ୍ତବ୍ୟ ଦେଇଛନ୍ତି, ଯେଉଁକାରଣରୁ ପ୍ରଶଂସକ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନ ଟିମ୍ ଏବେ ସ୍ୱଦେଶ ଫେରିସାରିଛି, କିନ୍ତୁ ସେମାନଙ୍କ ଏକ୍ସପର୍ଟ ଚୁପ୍ ହେବାର ନାଁ ନେଉନାହାନ୍ତି। ପାକିସ୍ତାନ କ୍ରିକେଟ୍ ଏକ୍ସପର୍ଟ ଏବେ ଭାରତୀୟ ଟିମ୍ ଉପରେ କମେଣ୍ଟ୍ କରିବା ଆରମ୍ଭ କରିଦେଲେଣି। ରବିବାର ପାକିସ୍ତାନର ଜଣେ […]

shami

shami

Hemant Lenka
  • Published: Sunday, 07 July 2019
  • Updated: 07 July 2019, 08:50 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପରେ ପାକିସ୍ତାନ ଟିମ୍ ଖରାପ ପ୍ରଦର୍ଶନ ଯୋଗୁ ସେମିଫାଇନାଲରେ ପହଞ୍ଚିପାରିଲାନି। ପାକିସ୍ତାନର ଖରାପ ପ୍ରଦର୍ଶନକୁ ନେଇ ତାଙ୍କ ଦେଶରେ କ୍ରିକେଟ୍ ଏକ୍ସପର୍ଟ ଅଜବ ପ୍ରକାରର ମନ୍ତବ୍ୟ ଦେଇଛନ୍ତି, ଯେଉଁକାରଣରୁ ପ୍ରଶଂସକ ସେମାନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପାକିସ୍ତାନ ଟିମ୍ ଏବେ ସ୍ୱଦେଶ ଫେରିସାରିଛି, କିନ୍ତୁ ସେମାନଙ୍କ ଏକ୍ସପର୍ଟ ଚୁପ୍ ହେବାର ନାଁ ନେଉନାହାନ୍ତି।

ପାକିସ୍ତାନ କ୍ରିକେଟ୍ ଏକ୍ସପର୍ଟ ଏବେ ଭାରତୀୟ ଟିମ୍ ଉପରେ କମେଣ୍ଟ୍ କରିବା ଆରମ୍ଭ କରିଦେଲେଣି। ରବିବାର ପାକିସ୍ତାନର ଜଣେ କ୍ରିକେଟ୍ ଏକ୍ସପର୍ଟ ଏକ ଟିଭି ଶୋ'ରେ ଅଭିଯୋଗ କରିଛନ୍ତି ଯେ, ଶ୍ରୀଲଙ୍କା ବିପକ୍ଷ ମୁକାବିଲାରେ ମହମ୍ମଦ ଶାମିଙ୍କୁ ଜାଣିଶୁଣି ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଥିଲା।

ପାକିସ୍ତାନୀ ଏକ୍ସପର୍ଟ ଜଣକ ଅଭିଯୋଗ କରିଛନ୍ତି ଯେ, ମହମ୍ମଦ ଶାମି ଚଳିତ ବିଶ୍ୱକପରେ ଚମତ୍କାର ପ୍ରଦର୍ଶନ କରିଆସିଛନ୍ତି। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍ ପୂର୍ବରୁ ସେ ୧୫ ୱିକେଟ୍ ନେଇସାରିଥିଲେ, କିନ୍ତୁ ମୁସଲିମ୍ ହେବା ଯୋଗୁ ତାଙ୍କୁ ଟିମରୁ ବାହାର କରିଦିଆଯାଇଥିଲା। ଏହା ପଛରେ ବିଜେପିର ହାତ ଥିବା ସେ କହିଛନ୍ତି। ଯେହେତୁ ବିଜେପି ସର୍ବଦା ମୁସଲିମଙ୍କ ବିରୋଧୀ ରହିଆସିଛି, ଏହି କାରଣରୁ ଶାମି ଟିମରୁ ବାଦ୍ ପଡ଼ିଥିବା ପାକିସ୍ତାନୀ ଏକ୍ସପର୍ଟ ଜଣକ କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଟିମ୍ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଶାମିଙ୍କ ଆରାମ ଦେଇ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦେଇଥିଲା। ଭାରତୀୟ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଥିଲା। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story