ପାକ୍‌ ବିଶ୍ୱକପ୍‌ ଟିମ୍‌ରୁ ଆମୀର ଆଉଟ୍‌

ଇସ୍‌ଲାମାବାଦ: ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ଆଜି ପାକିସ୍ତାନ ତା’ର ୧୫ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି। ଏହି ୧୫ ଜଣିଆ ସ୍କ୍ୱାଡ୍‌ରେ ସମସ୍ତଙ୍କୁ ଚକିତ କରି ପାକ୍‌ କ୍ରିକେଟ୍‌ ବୋର୍ଡ ବାମହାତୀ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କୁ ବାଦ୍‌ ଦେଇଛି। ସେହିପରି ଅସିଫ୍‌ ଅଲୀଙ୍କୁ ମଧ୍ୟ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସ୍ଥାନ ମିଳିନାହିଁ। ତେବେ ଉଭୟ ଖେଳାଳିଙ୍କୁ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ […]

am

am

Hemant Lenka
  • Published: Thursday, 18 April 2019
  • Updated: 18 April 2019, 08:43 PM IST

Sports

Latest News

ଇସ୍‌ଲାମାବାଦ: ଆସନ୍ତା ମେ’ ୩୦ରୁ ଇଂଲଣ୍ଡରେ ଆରମ୍ଭ ହେବାକୁ ଥିବା କ୍ରିକେଟ୍‌ ବିଶ୍ୱକପ୍‌ ପାଇଁ ଆଜି ପାକିସ୍ତାନ ତା’ର ୧୫ ଜଣିଆ ଖେଳାଳି ତାଲିକା ଘୋଷଣା କରିଛି।

ଏହି ୧୫ ଜଣିଆ ସ୍କ୍ୱାଡ୍‌ରେ ସମସ୍ତଙ୍କୁ ଚକିତ କରି ପାକ୍‌ କ୍ରିକେଟ୍‌ ବୋର୍ଡ ବାମହାତୀ ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଆମୀରଙ୍କୁ ବାଦ୍‌ ଦେଇଛି। ସେହିପରି ଅସିଫ୍‌ ଅଲୀଙ୍କୁ ମଧ୍ୟ ବିଶ୍ୱକପ୍‌ ସ୍କ୍ୱାଡ୍‌ରେ ସ୍ଥାନ ମିଳିନାହିଁ। ତେବେ ଉଭୟ ଖେଳାଳିଙ୍କୁ ବିଶ୍ୱକପ୍‌ ପୂର୍ବରୁ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ପାଇଁ ସ୍କ୍ୱାଡ୍‌ରେ ରଖାଯାଇଛି।

ପାକିସ୍ତାନ କ୍ରିକେଟ୍‌ ବୋର୍ଡ ଘୋଷଣା କରିଥିବା ସୂଚନା ଅନୁଯାୟୀ, ବିଶ୍ୱକପ୍‌ରେ ପାକିସ୍ତାନର କମାଣ ସର୍ଫରାଜ ଅମହମ୍ମଦ ସମ୍ଭାଳିବେ। ସେହିପରି ଦଳରେ ଅଭିଜ୍ଞ ସୋଏବ ମାଲିକ ରହିଛନ୍ତି।

ଏହାବାଦ୍‌ ମହମ୍ମଦ ହାଫିଜ୍‌, ଫଖର ଜମାନ ଓ ଜୁନେଦ୍‌ ଖାନ୍‌ଙ୍କ ଭଳି ଶକ୍ତିଶାଳୀ ଖେଳାଳିଙ୍କୁ ସ୍ଥାନ ମିଳିଛି। ତେବେ ଆମୀରଙ୍କୁ ଦଳରେ ସାମିଲ ନ କରିବା କ୍ରିକେଟ୍‌ ପଣ୍ଡିତଙ୍କୁ ଆଶ୍ଚର୍ଯ୍ୟ କରିଛି। କାରଣ ୨୦୧୭ ଇଂଲଣ୍ଡରେ ଚାମ୍ପିୟନସ ଟ୍ରଫି ଜିତିବାରେ ଆମୀରଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ଏବର୍ଷ ବିଶ୍ୱକପ୍‌ ଇଂଲଣ୍ଡରେ ଖେଳାଯିବ। ତେଣୁ ଆମୀରଙ୍କ ଅନୁପସ୍ଥିତି ପାକିସ୍ତାନକୁ ଅନୁଭୂତ ହେବ ବୋଲି କୁହାଯାଉଛି।

ପାକ୍‌ ସ୍କ୍ୱାଡ୍‌: ସର୍ଫରାଜ ଅହମ୍ମଦ(ଅଧିନାୟକ), ଆବିଦ ଅଲୀ, ବାବର ଆଜମ, ଫହେମ ଅର୍ଶଫ, ଫଖର ଜମାନ, ହ୍ୟାରିସ୍‌ ସୋହାଲି, ହାସନ ଅଲୀ, ଇମାଦ ୱାସିମ, ଇମାମ-ଉଲ -ହକ, ଜୁନେଦ ଖାନ୍‌, ମହମ୍ମଦ ହାଫିଜ, ମହମ୍ମଦ ହସନାଇନ, ଶଦାବ ଖାନ୍‌, ଶେହେନ ଶାହା ଆଫ୍ରିଦି ଓ ସୋଏବ ମାଲିକ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story