ବୁମ୍ରା ସମାଲୋଚନାକାରୀଙ୍କୁ ଶାମିଙ୍କ ଦୃଢ଼ ଜବାବ

ହାମିଲଟନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟ ନେବାକୁ ଅକ୍ଷମ ହୋଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅନେକ କ୍ରିକେଟ ପଣ୍ଡିତ ଓ ଟିଭି ଉପସ୍ଥାପକମାନେ ସମାଲୋଚନା କରିଥିଲେ। ହେଲେ ସେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଦମଦାର ବୋଲିଂ କରିଛନ୍ତି। ତାଙ୍କ ସହ ମହମ୍ମଦ ଶାମି ମଧ୍ୟ ଭଲ ବୋଲିଂ କରିଛନ୍ତି। ତେବେ ଷ୍ଟମ୍ପ ଅପସାରଣ ପରେ ଶାମି ନିଜ ଶୈଳୀରେ ବୁମ୍ରାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଇଛନ୍ତି। ସେ […]

yu

yu

Hemant Lenka
  • Published: Saturday, 15 February 2020
  • Updated: 15 February 2020, 05:49 PM IST

Sports

Latest News

ହାମିଲଟନ: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ରେ ୱିକେଟ ନେବାକୁ ଅକ୍ଷମ ହୋଇଥିବା ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଅନେକ କ୍ରିକେଟ ପଣ୍ଡିତ ଓ ଟିଭି ଉପସ୍ଥାପକମାନେ ସମାଲୋଚନା କରିଥିଲେ। ହେଲେ ସେ ନ୍ୟୁଜିଲ୍ୟାଣ୍ଡ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଦମଦାର ବୋଲିଂ କରିଛନ୍ତି।

ତାଙ୍କ ସହ ମହମ୍ମଦ ଶାମି ମଧ୍ୟ ଭଲ ବୋଲିଂ କରିଛନ୍ତି। ତେବେ ଷ୍ଟମ୍ପ ଅପସାରଣ ପରେ ଶାମି ନିଜ ଶୈଳୀରେ ବୁମ୍ରାଙ୍କୁ ସମାଲୋଚନା କରୁଥିବା ଲୋକଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି, “ ଲୋକମାନେ କେମିତି ଯଶପ୍ରୀତ ବୁମ୍ରାଙ୍କ ମ୍ୟାଚ୍‌ ୱିନିଂ ପ୍ରଦର୍ଶନକୁ ଭୁଲି ଯାଉଛନ୍ତି? କ’ଣ ଗୋଟିଏ ଦୁଇଟି ଦିନିକିଆ ମ୍ୟାଚ୍‌  ପ୍ରଦର୍ଶନ ତାଙ୍କ ଦକ୍ଷତାକୁ ହ୍ରାସ କରିଦେବ କି?

ମୁଁ ବୁଝି ପାରୁଛି ଯେ ଆମେ ଗୋଟିଏ ବିଷୟରେ ଆଲୋଚନା କରିବାରେ ଲାଗିଛେ। ଦୁଇଟି ମ୍ୟାଚ୍‌ରେ ବୁମ୍ରା ଭଲ ପ୍ରଦର୍ଶନ କରିପାରିଲେ ନାହିଁ ବୋଲି ଆମେ ତାଙ୍କ ଦକ୍ଷତାକୁ କେମିତି ଭୁଲିଯିବା? ସେ ଏକାଧିକ ଥର ଏକାକୀ ମ୍ୟାଚ ଜିତାଇଛନ୍ତି। ଭାରତକୁ ବୁମ୍ରା ଯାହା ସବୁ ଦେଇଛନ୍ତି ଆମେ ସେକଥା କେମିତି ଭୁଲିବା ବା ଅଣଦେଖା କରିବା?

ଯଦି ଆପଣମାନେ ସବୁ କିଛି ସକାରାତ୍ମ ଭାବେ ବିଚାର କରିବେ, ତା’ହେଲେ ଏହା ଖେଳାଳିଙ୍କ ପାଇଁ ଭଲ ଓ ତାଙ୍କ ମନୋବଳ ବୃଦ୍ଧି କରିବ। ଜଣେ ଖେଳାଳି କଷ୍ଟ କରିଥାଏ। ହେଲେ ବାହାରେ ବସିଥିବା ଲୋକମାନେ ବେଶ ସହଜରେ ତାଙ୍କୁ କମେଣ୍ଟ କରିପାରନ୍ତି।

କିଛି ଲୋକଙ୍କ କାମ ହେଲା କମେଣ୍ଟ କରିବେ ଓ ଟଙ୍କା ରୋଜଗାର କରିବେ। ଜଣେ ଖେଳାଳି ଆହତ ହୋଇପାରନ୍ତି। ଏକଥା ସମସ୍ତଙ୍କୁ ବୁଝିବାକୁ ପଡ଼ିବ। ଏହାକୁ ସମସ୍ତେ ସକାରାତ୍ମକ ଭାବେ ନେବା ଦରକାର। ମୁଁ ୨୦୧୫ରେ ଆହତ ହୋଇଥିଲି। ହେଲେ ପୁଣି କମବ୍ୟାକ କରିଛି।

ବୁମ୍ରା ଯୁବକ। ତାଙ୍କ ପାଖରେ ପେସ, ଉଚ୍ଚତା ଓ ଦକ୍ଷତା ରହିଛି। ଏହା ଦଳ ପାଇଁ ଭଲ। ହେଲେ ଜଣେ କେହି ତାଙ୍କୁ ଗାଇଡ୍‌ କରିବ ଓ ସେ ଯେମିତି ଆଗକୁ ବଢ଼ିବେ, ତା’ର ଦାୟିତ୍ୱ ନେବା ଉଚିତ। ସେ ସହଯୋଗ ଚାହୁଁଛନ୍ତି। ହେଲେ ଅନେକ ସମୟରେ ତାଙ୍କୁ ସହଯୋଗ ମିଳୁନାହିଁ। ଆମର ଆଶା ଆଗକୁ ଆମ ଭଳି ବରିଷ୍ଠ ଖେଳାଳିମାନେ ତାଙ୍କୁ ଗାଇଡ କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story