ଗିରଫ ହେଲେ ଶାମିଙ୍କ ପତ୍ନୀ ହସିନ୍

ଲକ୍ଷ୍ନୌ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ୍ ଜାହାନ୍ ଗତ ରାତିରେ ଅଚାନକ୍ ନିଜ ପତିଙ୍କ ଘରେ ପହଞ୍ଚି ହଙ୍ଗାମା କରିଥିଲେ ଏବଂ ଏହି କାରଣରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଜାମିନ୍ ମଧ୍ୟ ମିଳିଥିଲା। ରବିବାର ବିଳମ୍ବିତ ରାତିରେ ହସିନ୍ ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ସହସପୁର ଗାଁରେ ନିଜ ପତି ଶାମିଙ୍କ ଘରେ ପହଞ୍ଚିଥିଲେ। ହସିନଙ୍କୁ ଯେତେବେଳେ ବାହାରକୁ ଯିବା ପାଇଁ କୁହାଗଲା, ସେତେବେଳେ ସେ […]

hasin

hasin

Hemant Lenka
  • Published: Monday, 29 April 2019
  • Updated: 29 April 2019, 05:03 PM IST

Sports

Latest News

ଲକ୍ଷ୍ନୌ: ଭାରତୀୟ କ୍ରିକେଟ୍ ଟିମର ପେସ୍ ବୋଲର ମହମ୍ମଦ ଶାମିଙ୍କ ପତ୍ନୀ ହସିନ୍ ଜାହାନ୍ ଗତ ରାତିରେ ଅଚାନକ୍ ନିଜ ପତିଙ୍କ ଘରେ ପହଞ୍ଚି ହଙ୍ଗାମା କରିଥିଲେ ଏବଂ ଏହି କାରଣରୁ ତାଙ୍କୁ ଗିରଫ କରାଯାଇଥିଲା। ତେବେ ପରେ ତାଙ୍କୁ ଜାମିନ୍ ମଧ୍ୟ ମିଳିଥିଲା।

ରବିବାର ବିଳମ୍ବିତ ରାତିରେ ହସିନ୍ ଉତ୍ତର ପ୍ରଦେଶର ଅମରୋହା ଜିଲ୍ଲାର ସହସପୁର ଗାଁରେ ନିଜ ପତି ଶାମିଙ୍କ ଘରେ ପହଞ୍ଚିଥିଲେ। ହସିନଙ୍କୁ ଯେତେବେଳେ ବାହାରକୁ ଯିବା ପାଇଁ କୁହାଗଲା, ସେତେବେଳେ ସେ ନିଜେ ଏବଂ ନିଜ ଝିଅକୁ ଏକ ରୁମରେ ବନ୍ଦ କରିଦେଇଥିଲେ।

ଏହା ପରେ ପୁଲିସ୍ ସେଠାରେ ପହଞ୍ଚିଥିଲା। ପୁଲିସ୍ ମାମଲାକୁ ସମାଧାନ କରିବାକୁ ପ୍ରୟାସ କରିଥିଲା, କିନ୍ତୁ ଏଥିରେ ବିଫଳ ହେବା ପରେ ପୁଲିସ୍ ହସିନଙ୍କୁ ଗିରଫ କରିବାକୁ ବାଧ୍ୟ ହୋଇଥିଲା। ତେବେ ପରେ ତାଙ୍କୁ ବେଲ୍ ମିଳିଯାଇଥିଲା।

ହସିନ୍ ଏହା ପରେ ଗଣାମାଧ୍ୟମକୁ କହିଥିଲେ ଯେ, 'ମୁଁ ଏଠାରେ ନିଜ ପତିଙ୍କ ଘରକୁ ଆସିଛି ଏବଂ ଏଠାରେ ରହିବାର ମୋର ପୂରା ଅଧିକାର ଅଛି। ମୋ ଶ୍ୱଶୁର ଘର ମୋ ସହ ଖରାପ ବ୍ୟବହାର କରୁଛନ୍ତି ଏବଂ ପୁଲିସ୍ ସେମାନଙ୍କୁ ସମର୍ଥନ କରୁଛି। ପୁଲିସ୍ ସେମାନଙ୍କ ବଦଳରେ ମୋତେ ଗିରଫ କରିଥିଲେ।'

ସୂଚନାଯୋଗ୍ୟ, ପେସ୍ ବୋଲର ଶାମି ବର୍ତ୍ତମାନ ଆଇପିଏଲରେ କିଙ୍ଗସ ଇଲେଭେନ୍ ପଞ୍ଜାବ ପକ୍ଷରୁ ଖେଳୁଛନ୍ତି। ୨୭ ବର୍ଷୀୟ ଶାମିଙ୍କ ଉପରେ ତାଙ୍କ ପତ୍ନୀ ଗୁରୁତର ଅଭିଯୋଗ ଲଗାଇଛନ୍ତି। ହସିନ୍ ଶାମିଙ୍କ ଉପରେ ଘରୋଇ ହିଂସା, ବିବାହ ପରେ ପରକୀୟା ପ୍ରୀତି ଏବଂ ମ୍ୟାଚ୍ ଫିକ୍ସିଂ ଭଳି ଅଭିଯୋଗ ଆଣିଥିଲେ।

ଏହାଛଡ଼ା ହସିନ୍ କହିଥିଲେ, ଶାମିଙ୍କର ଜଣେ ପାକିସ୍ତାନୀ ଝିଅ ସହ ସମ୍ପର୍କ ଅଛି ଏବଂ ସେ ତାଙ୍କୁ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି, କିନ୍ତୁ ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ବିସିସିଆଇ ଶାମିଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story