ବିରାଟ୍‌ଙ୍କ ୱିକେଟ୍‌ ନେବାକୁ ଚାହାନ୍ତି ମୋଇନ ଅଲ୍ଲୀ

ବର୍ମିଂହାମ: ଆସନ୍ତାକାଲି ବଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ହେବ। ଇଂଲଣ୍ଡ ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ୱିକେଟ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ଟିମ୍‌ର ଅଲରାଉଣ୍ଡର ମୋଇନ୍‌ ଅଲ୍ଲୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି। ଏଥିସହ ସେ ହିଁ ବିରାଟ୍‌ଙ୍କ ୱିକେଟ୍‌ ନେବେ ବୋଲି ଦୃଢ଼ୋକ୍ତି ମଧ୍ୟ କରିଛନ୍ତି। ଉଭୟ ମୋଇନ୍‌ ଏବଂ ବିରାଟ୍‌ ଆଇପିଏଲ୍‌ରେ ଆରସିବି ପକ୍ଷରୁ ଖେଳୁଥିଲେ। ଉଭୟ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ହେଲେ ବିଶ୍ୱକପ୍‌ […]

www

www

Hemant Lenka
  • Published: Saturday, 29 June 2019
  • Updated: 29 June 2019, 04:00 PM IST

Sports

Latest News

ବର୍ମିଂହାମ: ଆସନ୍ତାକାଲି ବଶ୍ୱକପ୍‌ରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କଡ଼ା ଟକ୍କର ହେବ। ଇଂଲଣ୍ଡ ପାଇଁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ୱିକେଟ୍‌ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଇଂଲଣ୍ଡ ଟିମ୍‌ର ଅଲରାଉଣ୍ଡର ମୋଇନ୍‌ ଅଲ୍ଲୀ ମଧ୍ୟ ଏକଥାକୁ ସ୍ୱୀକାର କରିଛନ୍ତି।

ଏଥିସହ ସେ ହିଁ ବିରାଟ୍‌ଙ୍କ ୱିକେଟ୍‌ ନେବେ ବୋଲି ଦୃଢ଼ୋକ୍ତି ମଧ୍ୟ କରିଛନ୍ତି। ଉଭୟ ମୋଇନ୍‌ ଏବଂ ବିରାଟ୍‌ ଆଇପିଏଲ୍‌ରେ ଆରସିବି ପକ୍ଷରୁ ଖେଳୁଥିଲେ। ଉଭୟ ଭଲ ବନ୍ଧୁ ବୋଲି ସମସ୍ତେ ଜାଣନ୍ତି। ହେଲେ ବିଶ୍ୱକପ୍‌ ଭଳି ଟୁର୍ଣ୍ଣାମେଣ୍ଟରେ ବନ୍ଧୁ ବିରାଟ୍‌ଙ୍କୁ ଶୀଘ୍ର ଆଉଟ୍ କରିବା ପାଇଁ ମୋଇନ୍‌ ଓ ପୂରା ଟିମ୍‌ ଇଂଲଣ୍ଡ ଚାହିଁ ବସିଛନ୍ତି।

ମୋଇନ୍‌ କହିଛନ୍ତି, “ବିରାଟ୍‌ ଭାରତ ପାଇଁ ରନ୍‌ କରିବାକୁ ଯେମିତି ପ୍ରତିଶ୍ରୁତିବଦ୍ଧ ମୁଁ ସେମିତି ଇଂଲଣ୍ଡ ଦଳ ପାଇଁ ୱିକେଟ୍‌ ନେବାକୁ ଓ ଯଥା ସମ୍ଭବ ଅଧିକ ରନ୍‌ କରିବାକୁ ଚାହୁଁଛି। ତେଣୁ ମୁଁ ତାଙ୍କୁ ଶୀଘ୍ର ଆଉଟ୍‌ କରିବାକୁ ଚେଷ୍ଟା କରିବି।

ଯାହା ବି ହେଲେ ଆମ ବନ୍ଧୁତା ପୂର୍ବ ପରି ଅକ୍ଷୁର୍ଣ୍ଣ ରହିବ। ଆମ ପାଇଁ ଆସନ୍ତାକାଲି ହେଉଛି ମଷ୍ଟ ୱିନ୍‌ ଗେମ୍‌। ଆମକୁ ରେସ୍‌ରେ ରହିବାକୁ ହେଲେ ଭାରତକୁ ହରାଇବାକୁ ପଡ଼ିବ।” ବର୍ତ୍ତମାନ ଟିମ୍‌ ଇଣ୍ଡିଆ ଦିନିକିଆ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ଥିବା ବେଳେ ଇଂଲଣ୍ଡ ୧୨୨ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story