ଏବେ ଇଂଲଣ୍ଡ ଟିମ୍‌ର କ’ଣ ହେବ, ଦୁଇ ପ୍ରମୁଖ ଖେଳାଳି ଆହତ

ଲଣ୍ଡନ୍‌: ବିଶ୍ୱକପ୍‌ ଜିତିବାର ପ୍ରମୁଖ ଦାବିଦାର ଇଂଲଣ୍ଡକୁ ଶକ୍ତ ଝଟ୍‌କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡର ଓପନର ଜେସନ ରୟ ଓ ଅଧିନାୟକ ଇଅନ ମୋର୍ଗାନ ଆହତ ହୋଇଛନ୍ତି। ଉଭୟଙ୍କର ଏକାଧିକ ସ୍କାନ କରାଯାଇଥିବା ବେଳେ ୨୪ରୁ ୪୮ ଘଣ୍ଟା ଏମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ମୋର୍ଗାନଙ୍କ ପୀଠିରେ ଯନ୍ତ୍ରଣା ରହିଥିବା ବେଳେ ଜେସନ ରୟଙ୍କ ମାଂସପେଶୀ ସମସ୍ୟା ସୃଷ୍ଟି ହୋଇଛି। ମ୍ୟାଚ୍‌ ପରେ ଜେସନ ରୟଙ୍କୁ ସ୍କାନ […]

w

w

Hemant Lenka
  • Published: Saturday, 15 June 2019
  • Updated: 15 June 2019, 04:12 PM IST

Sports

Latest News

ଲଣ୍ଡନ୍‌: ବିଶ୍ୱକପ୍‌ ଜିତିବାର ପ୍ରମୁଖ ଦାବିଦାର ଇଂଲଣ୍ଡକୁ ଶକ୍ତ ଝଟ୍‌କା ଲାଗିବାର ଆଶଙ୍କା ପ୍ରକାଶ ପାଇଛି। ଶୁକ୍ରବାର ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ଇଂଲଣ୍ଡର ଓପନର ଜେସନ ରୟ ଓ ଅଧିନାୟକ ଇଅନ ମୋର୍ଗାନ ଆହତ ହୋଇଛନ୍ତି। ଉଭୟଙ୍କର ଏକାଧିକ ସ୍କାନ କରାଯାଇଥିବା ବେଳେ ୨୪ରୁ ୪୮ ଘଣ୍ଟା ଏମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

ମୋର୍ଗାନଙ୍କ ପୀଠିରେ ଯନ୍ତ୍ରଣା ରହିଥିବା ବେଳେ ଜେସନ ରୟଙ୍କ ମାଂସପେଶୀ ସମସ୍ୟା ସୃଷ୍ଟି ହୋଇଛି। ମ୍ୟାଚ୍‌ ପରେ ଜେସନ ରୟଙ୍କୁ ସ୍କାନ ପାଇଁ ପଠା ଯାଇଥିଲା।  ଆଜି ମୋର୍ଗାନାଙ୍କର ସ୍କାନ କରାଯାଇଛି। ଇଂଲଣ୍ଡ ଏହି ଦୁଇ ପ୍ରମୁଖ ଖେଳାଳି ଆହତ ହେବ, ଇଂଲିଶ ଟିମ୍‌ର ଚିନ୍ତାକୁ ବଢ଼ାଇ ଦେଇଛି।

ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ ଆରମ୍ଭରୁ ଉଭୟ ଖେଳାଳି ପଡ଼ିଆକୁ ଆସିଥିଲେ। କିନ୍ତୁ ଆହତ ଯୋଗୁ ମ୍ୟାଚ୍‌ର ୮ମ ଓଭର୍‌ରେ ହିଁ ଜେସନ ରୟ ଓ ୪୦ ଓଭର୍‌ ବେଳେ ମୋର୍ଗାନ ପ୍ୟାଭିଲିୟନ ଫେରି ଯାଇଥିଲେ। ଅବଶ୍ୟ ଏହି ମ୍ୟାଚ୍‌ରେ ଇଂଲଣ୍ଡ ୱେଷ୍ଟଇଣ୍ଡିଜ୍‌କୁ ୮ ୱିକେଟ୍‌ରେ ପରାସ୍ତ କରିଛି। ହେଲେ ରୟ କିମ୍ବା ମୋର୍ଗାନ ବ୍ୟାଟିଂ କରିବାକୁ ଆସି ନଥିଲେ। ଜେସନ ରୟଙ୍କ ବଦଳରେ ଜୋ ରୁଟ୍‌ ଇନିଂସ ଓପନ କରିଥିଲେ। ସେହିପରି ୩ନଂରେ କ୍ରିସ୍‌ ୱକ୍ସ ବ୍ୟାଟିଂ କରିବାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story