IPLର ସବୁଠୁ ଦାମୀ ଖେଳାଳିଙ୍କ ଗୋଟିଏ ରନ୍‌ର ମୂଲ୍ୟ ୨.୫ କୋଟି: ୮ଟି ବଲ୍‌ରୁ କରିଥିଲେ ୫ରନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର ୪ର୍ଥ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଠାରୁ ରାଜସ୍ଥାନ ରୟାଲ୍ସ ଗତକାଲି ୯ ୱିକେଟ୍‌ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ରାଜସ୍ଥାନର ବ୍ୟାଟିଂ ବିଭାଗ ସୁମ୍ପୂର୍ଣ୍ଣ ଭାବେ ଫେଲ୍‌ ହୋଇଥିଲା। ଟିମ୍‌ରେ ସଂଜୁ ସାମସନ୍‌ଙ୍କ ବ୍ୟେତୀତ ଅନ୍ୟ କୌଣସି ଖେଳାଳି ହାଇଦ୍ରାବାଦ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ସାମସନ୍‌ ୪୨ଟି ବଲ ସାମ୍ନା କରି ୪୯ ରନର ପାଳି ଖେଳିଥିଲେ। ଆଇପିଏଲ ଚଳିତ ସଂସ୍କରଣର ସବୁଠୁ ଦାମୀ ଖେଳାଳି ବେନ୍‌ ଷ୍ଟୋକ୍ସ ମଧ୍ୟ […]

stokes

stokes

Rakesh Mallick
  • Published: Tuesday, 10 April 2018
  • Updated: 10 April 2018, 04:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଇପିଏଲର ୪ର୍ଥ ମ୍ୟାଚ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଠାରୁ ରାଜସ୍ଥାନ ରୟାଲ୍ସ ଗତକାଲି ୯ ୱିକେଟ୍‌ରେ ପରାସ୍ତ ହୋଇଛି। ଏହି ମ୍ୟାଚ୍‌ରେ ରାଜସ୍ଥାନର ବ୍ୟାଟିଂ ବିଭାଗ ସୁମ୍ପୂର୍ଣ୍ଣ ଭାବେ ଫେଲ୍‌ ହୋଇଥିଲା। ଟିମ୍‌ରେ ସଂଜୁ ସାମସନ୍‌ଙ୍କ ବ୍ୟେତୀତ ଅନ୍ୟ କୌଣସି ଖେଳାଳି ହାଇଦ୍ରାବାଦ ବୋଲରଙ୍କୁ ସାମ୍ନା କରିବାରେ ବିଫଳ ହୋଇଥିଲେ। ସାମସନ୍‌ ୪୨ଟି ବଲ ସାମ୍ନା କରି ୪୯ ରନର ପାଳି ଖେଳିଥିଲେ।

ଆଇପିଏଲ ଚଳିତ ସଂସ୍କରଣର ସବୁଠୁ ଦାମୀ ଖେଳାଳି ବେନ୍‌ ଷ୍ଟୋକ୍ସ ମଧ୍ୟ ଫେଲ୍ ମାରିଥିଲେ। ଦଳ ତାଙ୍କ ଉପରେ ଅନେକ ଭରସା ରଖିଥିବା ବେଳେ ସେ ନିରାଶ କରିଥିଲେ। ଷ୍ଟୋକ୍ସଙ୍କୁ ରାଜସ୍ଥାନ ନିଲାମୀରେ ୧୨.୫ କୋଟି ଟଙ୍କାରେ କିଣିଥିଲା। ୪ର୍ଥ ନମ୍ବରରେ ବ୍ୟାଟିଂ କରିବାକୁ ଓହ୍ଲାଇଥିବା ଷ୍ଟୋକ୍ସ ୮ଟି ବଲରେ ମାତ୍ର ୫ରନ କରି ଆଉଟ୍‌ ହୋଇଥିଲେ। ପ୍ରଥମ ମ୍ୟାଚ୍‌ର ରନକୁ ହିସାବ କଲେ ଗୋଟିଏ ରନ୍‌ର ମୁଲ୍ୟ ୨.୫ କୋଟି ଟଙ୍କା ହେଉଛି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍‌ ହରାଇ ୧୨୫ ରନ କରିଥିଲା। ଜବାବରେ ହାଇଦ୍ରାବାଦ ମାତ୍ର ଗୋଟିଏ ୱିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରିନେଇଥିଲା। ହାଇଦ୍ରାବାଦ ପକ୍ଷରୁ ଶିଖର ଧୱନ ୭୭ ରନର ବିସ୍ଫୋରକ ପାଳି ଖେଳି ଟିମ୍‌କୁ ବିଜୀୟ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story