ରଣଜୀରେ ପୁଣି ଫେଲ୍‌ ଓଡ଼ିଶା: ମଧ୍ୟପ୍ରଦେଶଠୁ ୭ ୱିକେଟରେ ପରାସ୍ତ

  ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜିନରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି। ପୁଣି ଥରେ ରଣଜୀ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଓଡ଼ିଶା। ମଧ୍ୟପ୍ରଦେଶ ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚରେ ହୋମ୍ ଟିମ୍ ମଧ୍ୟପ୍ରଦେଶଠୁ ୭ ୱିକେଟରେ ପରାସ୍ତ ହୋଇଛି ଟିମ୍ ଓଡ଼ିଶା। ଫଳରେ ମଧ୍ୟପ୍ରଦେଶକୁ ୬ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା କିଛି ପଏଣ୍ଟ ପାଇନାହିଁ। ଏହି ପରାଜୟ ସହ ଏପର୍ଯ୍ୟନ୍ତ ଓଡ଼ିଶା ଖେଳିଥିବା ୬ଟି ମ୍ୟାଚରୁ ମାତ୍ର ୬ ପଏଣ୍ଟ ପାଇଛି। ୨ଟି […]

odisha-ranji-3

odisha-ranji-3

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 06:16 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତ ରଣଜୀ ସିଜିନରେ ଓଡ଼ିଶାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି। ପୁଣି ଥରେ ରଣଜୀ ମ୍ୟାଚରେ ପରାଜୟର ସ୍ୱାଦ ଚାଖିଲା ଓଡ଼ିଶା। ମଧ୍ୟପ୍ରଦେଶ ଇନ୍ଦୋରରେ ଖେଳାଯାଇଥିବା ମ୍ୟାଚରେ ହୋମ୍ ଟିମ୍ ମଧ୍ୟପ୍ରଦେଶଠୁ ୭ ୱିକେଟରେ ପରାସ୍ତ ହୋଇଛି ଟିମ୍ ଓଡ଼ିଶା। ଫଳରେ ମଧ୍ୟପ୍ରଦେଶକୁ ୬ ପଏଣ୍ଟ ମିଳିଥିବା ବେଳେ ଓଡ଼ିଶା କିଛି ପଏଣ୍ଟ ପାଇନାହିଁ। ଏହି ପରାଜୟ ସହ ଏପର୍ଯ୍ୟନ୍ତ ଓଡ଼ିଶା ଖେଳିଥିବା ୬ଟି ମ୍ୟାଚରୁ ମାତ୍ର ୬ ପଏଣ୍ଟ ପାଇଛି। ୨ଟି ମ୍ୟାଚରେ ପରାସ୍ତ ହୋଇଥିବା ବେଳେ ୪ଟି ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଛି। ଚଳିତ ବର୍ଷ ଓଡ଼ିଶାର ପ୍ରଦର୍ଶନ ବେଶ ଖରାପ ରହିଛି। ସବୁ ବିଭାଗରେ ଦଳ ପଛରେ ପଡ଼ିଯାଇଛି। ବୋଲିଂ ବିଭାଗ ସମ୍ପୂର୍ଣ୍ଣ ଫେଲ୍‌ ହୋଇଥିବା ବେଳେ ବ୍ୟାଟିଂରେ ମଧ୍ୟ ଟିମ୍‌ ସେତେଟା ଭଲ ପ୍ରଦର୍ଶନ କରିପାରିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story