ଟେନିସ ଖେଳି ମ୍ୟାଚ୍‌ ଜିତିଲେ ଧୋନି, ଦେଖନ୍ତୁ ଭିଡିଓ

ରାଞ୍ଚି: ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଧୋନି ଏବେ ତାଙ୍କ ହୋମ ଟାଉନ୍‌ ରାଞ୍ଚିରେ ଆୟୋଜିତ ଏକ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଭିଡିଓ ସାମ୍ନାକୁ ଆସିଛି। ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓର ଶୀର୍ଷକ ଅନୁଯାୟୀ, ୩୭ ବର୍ଷୀୟ ଧୋନି ରାଞ୍ଚର ଜେଏସ୍‌ସିଏରଆ ଆୟୋଜିତ ଟେନିସ୍‌ ଚାମ୍ପିୟନଶିପର ଡବଲ୍ସ ଇଭେଣ୍ଟରେ ଭାଗ ନେଇଥିଲେ। ସୁମିତଙ୍କୁ ସାଥୀ କରି ଡବଲ୍ସ ଖେଳୁଥିବା […]

cx

cx

Hemant Lenka
  • Published: Sunday, 10 November 2019
  • Updated: 10 November 2019, 06:28 PM IST

ରାଞ୍ଚି: ବିଶ୍ୱକପ ପରେ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂହ ଧୋନି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ଧୋନି ଏବେ ତାଙ୍କ ହୋମ ଟାଉନ୍‌ ରାଞ୍ଚିରେ ଆୟୋଜିତ ଏକ ଟେନିସ୍‌ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିବା ଭିଡିଓ ସାମ୍ନାକୁ ଆସିଛି।

ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓର ଶୀର୍ଷକ ଅନୁଯାୟୀ, ୩୭ ବର୍ଷୀୟ ଧୋନି ରାଞ୍ଚର ଜେଏସ୍‌ସିଏରଆ ଆୟୋଜିତ ଟେନିସ୍‌ ଚାମ୍ପିୟନଶିପର ଡବଲ୍ସ ଇଭେଣ୍ଟରେ ଭାଗ ନେଇଥିଲେ। ସୁମିତଙ୍କୁ ସାଥୀ କରି ଡବଲ୍ସ ଖେଳୁଥିବା ଧୋନି ତାଙ୍କ ପ୍ରତିପକ୍ଷ ମାଇକେଲ ଓ ଚେସ୍‌ଙ୍କୁ ୬-୦ ଏବଂ ୬-୦ ସେଟ୍‌ରେ ପରାସ୍ତ କରିଛନ୍ତି। ଧୋନି ହେଉଛନ୍ତି ସବୁ ଖେଳର ମାଷ୍ଟର।”

ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସ ପକ୍ଷରୁ ଧୋନି ଖେଳୁଛନ୍ତି। ତେଣୁ ଚେନ୍ନାଇ ସୁପର କିଙ୍ଗସ ମଧ୍ୟ ଟ୍ୱିଟ ଯୋଗେ ଧୋନି ଟେନିସ୍ ଖେଳୁଥିବା ବେଳର ଏକ ଫଟୋକୁ ଶେୟାର କରିଛି। ଏଥିରେ ରାଜ ଆପଣଙ୍କ ସେବାରେ ବୋଲି ଶୀର୍ଷକ ଲେଖିଛି।

https://twitter.com/i/status/1192780798836891648

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story