ଅନ୍ତର୍ଜାତୀୟ ଦିନିକିଆରେ ଦ୍ୱିତୀୟଥର ଷ୍ଟମ୍ପ୍ ଆଉଟ୍ ହେଲେ ଧୋନି

ସାଉଥାମ୍ପଟନ୍: ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପାଖାପାଖି ୨୦୦ଥର ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ୍ ଆଉଟ୍ କରିଥିବା ମହେନ୍ଦ୍ର ସିଂହ ଧୋନି ଶନିବାର ନିଜେ ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି। ଚଳିତ ବିଶ୍ୱକପରେ ଭାରତୀୟ ଟିମର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଧୋନି ନିଜ କ୍ୟାରିୟରର ୩୪୫ତମ ମୁକାବିଲା ଖେଳୁଥିଲେ। ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୋନି ବ୍ୟକ୍ତିଗତ ୨୮ ରନରେ ବ୍ୟାଟିଂ କରୁଥିବା ରଶିଦ୍ ଖାନଙ୍କ ବଲରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ। ଅନ୍ତର୍ଜାତୀୟ ଦିନିକିଆରେ ଧୋନି ଦ୍ୱିତୀୟଥର ପାଇଁ ଷ୍ଟମ୍ପ୍ ଆଉଟ୍ […]

dhoni

dhoni

Hemant Lenka
  • Published: Saturday, 22 June 2019
  • Updated: 22 June 2019, 08:02 PM IST

Sports

Latest News

ସାଉଥାମ୍ପଟନ୍: ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ପାଖାପାଖି ୨୦୦ଥର ଅନ୍ୟ ବ୍ୟାଟ୍ସମ୍ୟାନଙ୍କୁ ଷ୍ଟମ୍ପ୍ ଆଉଟ୍ କରିଥିବା ମହେନ୍ଦ୍ର ସିଂହ ଧୋନି ଶନିବାର ନିଜେ ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି।

ଚଳିତ ବିଶ୍ୱକପରେ ଭାରତୀୟ ଟିମର ସବୁଠାରୁ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଧୋନି ନିଜ କ୍ୟାରିୟରର ୩୪୫ତମ ମୁକାବିଲା ଖେଳୁଥିଲେ। ସାଉଥାମ୍ପଟନରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଧୋନି ବ୍ୟକ୍ତିଗତ ୨୮ ରନରେ ବ୍ୟାଟିଂ କରୁଥିବା ରଶିଦ୍ ଖାନଙ୍କ ବଲରେ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ।

ଅନ୍ତର୍ଜାତୀୟ ଦିନିକିଆରେ ଧୋନି ଦ୍ୱିତୀୟଥର ପାଇଁ ଷ୍ଟମ୍ପ୍ ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ୨୦ ମାର୍ଚ୍ଚ, ୨୦୧୧ରେ ଚେନ୍ନାଇରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚରେ ଦେବେନ୍ଦ୍ର ବିଶୁଙ୍କ ବଲରେ ୱିକେଟକିପର ଡେଭନ୍ ଟମାସ ଧୋନିଙ୍କୁ ଷ୍ଟମ୍ପ୍ ଆଉଟ୍ ହୋଇଥିଲେ। ତେବେ ଭାରତର ଏହି ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନିଙ୍କୁ ଷ୍ଟମ୍ପ୍ ଆଉଟ୍ କରି କୌଣସି ୱିକେଟକିପରଙ୍କ ପକ୍ଷେ ସହଜ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story