ରାହୁଲ ଡ୍ରାଭିଡଙ୍କ ଏହି ରେକର୍ଡ ଭାଙ୍ଗିଲେ ଧୋନି

ମାଞ୍ଚେଷ୍ଟର: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ରବିବାର ନିଜ ନାମରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାରେ ସେ ରାହୁଲ୍ ଡ୍ରାଭିଡଙ୍କୁ ପଛରେ ପକାଇଛନ୍ତି। ଭାରତ ପକ୍ଷରୁ ଧୋନିଙ୍କର ଏହା ୩୪୧ତମ ଦିନିକିଆ ମ୍ୟାଚ୍ ଥିଲା। ରବିବାର ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରକେ ଧୋନି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ସେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ଅଛନ୍ତି। […]

dhoni

dhoni

Hemant Lenka
  • Published: Sunday, 16 June 2019
  • Updated: 16 June 2019, 07:38 PM IST

Sports

Latest News

ମାଞ୍ଚେଷ୍ଟର: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ମହେନ୍ଦ୍ର ସିଂହ ଧୋନି ରବିବାର ନିଜ ନାମରେ ଆଉ ଏକ ଉପଲବ୍ଧି ହାସଲ କରିଛନ୍ତି। ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାରେ ସେ ରାହୁଲ୍ ଡ୍ରାଭିଡଙ୍କୁ ପଛରେ ପକାଇଛନ୍ତି। ଭାରତ ପକ୍ଷରୁ ଧୋନିଙ୍କର ଏହା ୩୪୧ତମ ଦିନିକିଆ ମ୍ୟାଚ୍ ଥିଲା।

ରବିବାର ପାକିସ୍ତାନ ବିପକ୍ଷ ବିଶ୍ୱକପ୍ ମ୍ୟାଚ୍ ଖେଳିବା ପାଇଁ ମଇଦାନକୁ ଓହ୍ଲାଇବା ମାତ୍ରକେ ଧୋନି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ଏବେ ସେ କେବଳ ସଚିନ ତେନ୍ଦୁଲକରଙ୍କଠାରୁ ପଛରେ ଅଛନ୍ତି। ସଚିନ ୪୬୩ ମ୍ୟାଚ୍ ଖେଳି ଆଗରେ ଅଛନ୍ତି। ଡ୍ରାଭିଡ୍ ଭାରତ ପକ୍ଷରୁ ୩୪୦ ମ୍ୟାଚ୍ ଖେଳିଥିଲେ।

ତେବେ ଅନ୍ତର୍ଜାତୀୟ କ୍ରିକେଟରେ ଧୋନି ମୋଟ ୩୪୪ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି। ଏହି ସୂଚୀରେ ସେ ଡ୍ରାଭିଡଙ୍କ ସହ ଯୁଗ୍ମ ଭାବେ ଦଶମ ସ୍ଥାନରେ ଅଛନ୍ତି। ଭାରତ ପକ୍ଷରୁ ଖେଳିବା ବ୍ୟତୀତ ଧୋନି ତିନୋଟି ମ୍ୟାଚ୍ ଏସିଆ ଏକାଦଶ ପକ୍ଷରୁ ମଧ୍ୟ ଖେଳିଛନ୍ତି।

ଭାରତ ପକ୍ଷରୁ ସର୍ବାଧିକ ମ୍ୟାଚ୍ ଖେଳିବାର ମହମ୍ମଦ ଆଝାରୁଦ୍ଦିନ ଚତୁର୍ଥ ସ୍ଥାନରେ ଅଛନ୍ତି। ଆଝାର ଭାରତ ପକ୍ଷରୁ ୩୩୪ ମ୍ୟାଚ୍ ଖେଳିଛନ୍ତି। ସେହିପରି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତ ପକ୍ଷରୁ ୩୦୮ ମ୍ୟାଚ୍ ଖେଳିଛନ୍ତି। ନିକଟରେ ଅନ୍ତର୍ଜାତୀୟ କ୍ରିକେଟର ସନ୍ନ୍ୟାସ ନେଇଥିବା ଯୁବରାଜ ସିଂହ ୩୧୦ ଅନ୍ତର୍ଜାତୀୟ ଦିନିକିଆ ଖେଳିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story