ଇଂଲଣ୍ଡ ବିପକ୍ଷରେ ଧୋନି କରିଦେଲେ ଏହି ବଡ଼ ଭୁଲ୍

ବର୍ମିଂହାମ୍: ଡିଆରଏସ୍ ନିଷ୍ପତ୍ତି ନେବାର ସର୍ବଦା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଯଦି ସପକ୍ଷରେ ଗଲା, ତାହେଲେ ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। ନହେଲେ ଫଳାଫଳ ପଲଟିବା ପରେ ଟିମ୍ ପୁନର୍ବାର ଡିଆରଏସ୍ ନେବାର ସୁଯୋଗ ହରାଇଥାଏ। କିଛି କ୍ରିକେଟ୍ ବିଶେଷଜ୍ଞ ଡିଆରଏସର ନାମ ଡିସିସନ୍ ରିଭ୍ୟୁ ସିଷ୍ଟମ୍ ବଦଳରେ “ଧୋନି ରିଭ୍ୟୁ ସିଷ୍ଟମ’ ରଖିଛନ୍ତି। ଏଭଳି ସ୍ଥିତିରେ ଡିଆରଏସ୍ ନେବା ମାମଲାରେ ଧୋନି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସବୁଠାରୁ ବଡ଼ ଅସ୍ତ୍ର। ଧୋନି ଡିଆରଏସ୍ ନେବାରେ […]

dd

dd

Hemant Lenka
  • Published: Sunday, 30 June 2019
  • Updated: 30 June 2019, 05:46 PM IST

Sports

Latest News

ବର୍ମିଂହାମ୍: ଡିଆରଏସ୍ ନିଷ୍ପତ୍ତି ନେବାର ସର୍ବଦା ମହତ୍ତ୍ୱପୂର୍ଣ୍ଣ ହୋଇଥାଏ, କାରଣ ଏହା ଯଦି ସପକ୍ଷରେ ଗଲା, ତାହେଲେ ଏହାକୁ ପୁଣିଥରେ ବ୍ୟବହାର କରାଯାଇପାରିବ। ନହେଲେ ଫଳାଫଳ ପଲଟିବା ପରେ ଟିମ୍ ପୁନର୍ବାର ଡିଆରଏସ୍ ନେବାର ସୁଯୋଗ ହରାଇଥାଏ।

କିଛି କ୍ରିକେଟ୍ ବିଶେଷଜ୍ଞ ଡିଆରଏସର ନାମ ଡିସିସନ୍ ରିଭ୍ୟୁ ସିଷ୍ଟମ୍ ବଦଳରେ "ଧୋନି ରିଭ୍ୟୁ ସିଷ୍ଟମ' ରଖିଛନ୍ତି। ଏଭଳି ସ୍ଥିତିରେ ଡିଆରଏସ୍ ନେବା ମାମଲାରେ ଧୋନି କ୍ୟାପଟେନ୍ ବିରାଟ୍ କୋହଲିଙ୍କ ସବୁଠାରୁ ବଡ଼ ଅସ୍ତ୍ର।

ଧୋନି ଡିଆରଏସ୍ ନେବାରେ ଏକ୍ସପର୍ଟ, କିନ୍ତୁ ରବିବାର ଇଂଲଣ୍ଡ ବିପକ୍ଷ ବିଶ୍ୱକପ୍ ମ୍ୟାଚରେ ଡିଆରଏସ୍ ମାମଲାରେ ଫେଲ୍ ହୋଇଛନ୍ତି। ଭାରତ ପାଇଁ ଚିନ୍ତା ବଢ଼ାଇଥିବା ଜେସନ୍ ରୟ ଓ ଜନ୍ନି ବେୟାରଷ୍ଟୋଙ୍କ ଯୋଡ଼ିକୁ ଭାଙ୍ଗିବା ପାଇଁ କ୍ୟାପଟେନ୍ ବିରାଟ୍ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୧୧ତମ ଓଭରରେ ବୋଲିଂ କରିବାକୁ ଦେଇଥିଲେ।

ଏହି ଓଭରର ପଞ୍ଚମ ବଲରେ ଜେସନ୍ ରୟଙ୍କ ଗ୍ଲୋଭସ ସ୍ପର୍ଶ କରି ଧୋନିଙ୍କୁ ହାତକୁ ଚାଲିଯାଇଥିଲା। ଯାହା ପରେ ଧୋନି ଓ ପାଣ୍ଡ୍ୟା ଅପିଲ୍ କରିଥିଲେ, କିନ୍ତୁ ଅମ୍ପାୟାର ଏହାକୁ ନାକଚ କରି ୱାଇଡ୍ ଦେଇଥିଲେ। ଏହା ପରେ କୋହଲି ଧୋନିଙ୍କ ସହ ଆଲୋଚନା କରିଥିଲେ। ଧୋନିଙ୍କ ପରାମର୍ଶ ପରେ କୋହଲି ଡିଆରଏସ୍ ନେଇନଥିଲେ।

ତେବେ ପରେ ରିପ୍ଲେରେ ସ୍ପଷ୍ଟ ହୋଇଥିଲା ଯେ, ବଲ୍ ରୟଙ୍କ ଗ୍ଲୋଭସରେ ହାଲକା ସ୍ପର୍ଶ କରିଥିଲା। ସେତେବେଳେ ରୟ ମାତ୍ର ୨୧ ରନ କରିଥିଲେ। ଏହା ପରେ ପରବର୍ତ୍ତୀ ଦୁଇଟି ବଲରେ ରୟ ଛକା ଓ ଚୌକା ମାରିଥିଲେ। କୋହଲି ଯଦି ରିଭ୍ୟୁ ନେଇଥାନ୍ତେ, ତାହେଲେ ରୟଙ୍କୁ ପ୍ୟାଭିଲିୟନ୍ ଫେରିବାକୁ ପଡ଼ିଥାନ୍ତା। ଏହି ନିଷ୍ପତ୍ତି ପରେ ଓପନିଂ ବ୍ୟାଟ୍ସମ୍ୟାନ୍ ରୟ ଆହୁରି ଆକ୍ରମଣାତ୍ମକ ବ୍ୟାଟିଂ କରି ଅର୍ଦ୍ଧଶତକ ମାରିଥିଲେ। ସେ ୬୬ ରନ୍ କରି ଆଉଟ୍ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story