ପୁଣି ଟସ୍‌ ଜିତିଲେ ଧୋନି, ବ୍ୟାଟିଂ କରିବ ଦିଲ୍ଲୀ

ଦୁବାଇ: ପୂର୍ବ ଦୁଇଟି ମ୍ୟାଚ୍‌ ଭଳି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତୃତୀୟ ମ୍ୟାଚ୍‌ରେ ମଧ୍ୟ ଟସ୍‌ ଜିତିଛନ୍ତି। ଧୋନି ଟସ୍‌ ଜିତିବା ପରେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ କରିବାକୁ କହିଛନ୍ତି। ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଯୋଗୁ ଧୋନିଙ୍କ ଚେନ୍ନାଇର ମଙ୍ଗ ଭାରୀ ରହିଛି। ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚ୍‌କୁ ବେଶ ରୋମାଞ୍ଚକର ଭାବେ ସୁପର ଓଭରରେ ଜିତିଥିବାରୁ ଶ୍ରେୟସ ଆୟରଙ୍କ ଟିମ ଓଲଟ ପାଲଟ କରିବ […]

ccf

ccf

Hemant Lenka
  • Published: Friday, 25 September 2020
  • Updated: 25 September 2020, 07:15 PM IST

Sports

Latest News

ଦୁବାଇ: ପୂର୍ବ ଦୁଇଟି ମ୍ୟାଚ୍‌ ଭଳି ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତୃତୀୟ ମ୍ୟାଚ୍‌ରେ ମଧ୍ୟ ଟସ୍‌ ଜିତିଛନ୍ତି। ଧୋନି ଟସ୍‌ ଜିତିବା ପରେ ଶ୍ରେୟସ ଆୟରଙ୍କ ଦିଲ୍ଲୀ କ୍ୟାପିଟାଲ୍ସକୁ ବ୍ୟାଟିଂ କରିବାକୁ କହିଛନ୍ତି। ଅଭିଜ୍ଞ ଖେଳାଳିଙ୍କ ଉପସ୍ଥିତି ଯୋଗୁ ଧୋନିଙ୍କ ଚେନ୍ନାଇର ମଙ୍ଗ ଭାରୀ ରହିଛି।

ହେଲେ ଦିଲ୍ଲୀ କ୍ୟାପିଟାଲ୍ସ ନିଜର ପ୍ରଥମ ମ୍ୟାଚ୍‌କୁ ବେଶ ରୋମାଞ୍ଚକର ଭାବେ ସୁପର ଓଭରରେ ଜିତିଥିବାରୁ ଶ୍ରେୟସ ଆୟରଙ୍କ ଟିମ ଓଲଟ ପାଲଟ କରିବ ବୋଲି କ୍ରିକେଟ ପ୍ରେମୀ ଆଶା କରିଛନ୍ତି।

ଚେନ୍ନାଇ କ୍ୟାପଟେନ୍ ଧୋନି ମ୍ୟାଚରେ ଗୋଟିଏ ପରିବର୍ତ୍ତନ କରିଛନ୍ତି। ଦକ୍ଷିଣ ଆଫ୍ରିକୀୟ ପେସର୍ ଲୁଙ୍ଗି ଏନଗିଡିଙ୍କ ସ୍ଥାନରେ ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହେଜଲଉଡଙ୍କୁ ଆଜି ସୁଯୋଗ ମିଳିଛି।

ସେହିପରି ଦିଲ୍ଲୀ ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି। ପ୍ରଥମ ମ୍ୟାଚରେ ଆହତ ହୋଇଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳର ଷ୍ଟାର୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ଆଜିର ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଭେଟେରାନ୍ ସ୍ପିନର୍ ଅମିତ୍ ମିଶ୍ରଙ୍କୁ ସୁଯୋଗ ମିଳିଛି। ସେହିପରି ମୋହିତ ଶର୍ମାଙ୍କ ସ୍ଥାନରେ ଅଭେଶ ଖାନଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

https://twitter.com/i/status/1309486837753208834

ପୂର୍ବ ମ୍ୟାଚ୍‌ରେ ଚେନ୍ନାଇ ପ୍ରତିପକ୍ଷ ରାଜସ୍ଥାନ ରୟାଲ୍ସ ଠାରୁ ୧୬ ରନ୍‌ରେ ପରାସ୍ତ ହୋଇଥିଲା। ତେଣୁ ଦିଲ୍ଲୀ ବିପକ୍ଷରେ ଦଳ କମବ୍ୟାକ କରିବାକୁ ଲକ୍ଷ୍ୟ ରଖିଛି। ସେହିପରି ଚେନ୍ନାଇକୁ ହରାଇ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ବିଜୟ ଧାରାକୁ ଅବ୍ୟାହତ ରଖିବାକୁ ଚେଷ୍ଟା କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story