ଆଉ ଅନ୍ତର୍ଜାତୀୟ ଟି-୨୦ରେ ଦେଖା ଦେବେନି ଧୋନି!

ବେଙ୍ଗାଲୁରୁ: ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟରେ ପରିଚିତ ମହେନ୍ଦ୍ର ସିଂହ ଧୋନି ଆଉ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦେଖା ଦେବେନି । ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯିବାକୁ‍ଥିବା ଦ୍ୱିତୀୟ ଟି-୨୦ ହିଁ ତାଙ୍କ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ । ଏହା ଶୁଣିଲେ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ବାସ୍ତବରେ ଏହା ସତ୍ୟ । କାରଣ ମେ’ ମାସରେ ଇଂଲଣ୍ଡରେ ହେବାକୁଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା […]

dhoni

dhoni

Hemant Lenka
  • Published: Wednesday, 27 February 2019
  • Updated: 27 February 2019, 06:22 PM IST

ବେଙ୍ଗାଲୁରୁ: ଭାରତର ସର୍ବକାଳୀନ ମହାନ କ୍ରିକେଟରଙ୍କ ମଧ୍ୟରେ ପରିଚିତ ମହେନ୍ଦ୍ର ସିଂହ ଧୋନି ଆଉ ଅନ୍ତର୍ଜାତୀୟ ଟି-୨୦ କ୍ରିକେଟରେ ଦେଖା ଦେବେନି । ଅଷ୍ଟ୍ରେଲିଆ ବିପକ୍ଷ ବେଙ୍ଗାଲୁରୁରେ ଖେଳାଯିବାକୁ‍ଥିବା ଦ୍ୱିତୀୟ ଟି-୨୦ ହିଁ ତାଙ୍କ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ ।
ଏହା ଶୁଣିଲେ ସାମାନ୍ୟ ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ବାସ୍ତବରେ ଏହା ସତ୍ୟ । କାରଣ ମେ’ ମାସରେ ଇଂଲଣ୍ଡରେ ହେବାକୁଥିବା ଆଇସିସି ଦିନିକିଆ ବିଶ୍ୱକପ୍ ପରେ ଧୋନି ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିପାରନ୍ତି । ଏହା ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତର ଏହା ଶେଷ ଟି-୨୦ । ଏହା ପରେ ଭାରତ ପାଖାପାଖି ୬ମାସ ପର୍ଯ୍ୟନ୍ତ ଟି-୨୦ ମ୍ୟାଚ୍ ଖେଳିବ ନାହିଁ ।

ଯଦି ଧୋନି ବିଶ୍ୱକପ୍ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କୁହନ୍ତି, ତାହେଲେ ଫେବୃଆରୀ ୨୭, ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ଟି-୨୦ ମ୍ୟାଚ୍ ହେବ । ଯଦି ବି ଧୋନି ବିଶ୍ୱକପ୍ ପରେ ସନ୍ନ୍ୟାସ ନ ନିଅନ୍ତି । ତଥାପି ତାଙ୍କୁ ପୁଣିଥରେ ଟି-୨୦ ଦଳରେ ସାମିଲ କରାଯିବାର ସମ୍ଭାବନା କମ୍ ।

ଏହି ତର୍କକୁ ସ୍ୱୀକାର କରିବା ପାଇଁ ବିସିସିଆଇ ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ମନ୍ତବ୍ୟକୁ ଅପେକ୍ଷା କରିବାକୁ ପଡିବ । ଗତ ଅଷ୍ଟ୍ରେଲିଆ ଗସ୍ତରେ ଧୋନିଙ୍କୁ ଟି-୨୦ ଦଳରେ ସାମିଲ କରାଯାଇନଥିଲା । ସେତେବେଳେ ପ୍ରସାଦ ସଙ୍କେତ ଦେଇଥିଲେ ଯେ, ୨୦୨୦ରେ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପରେ ଧୋନିଙ୍କ ଖେଳିବା ସମ୍ଭାବନା କମ୍ । ଏଥିପାଇଁ ଟିମରେ ଦୁଇଜଣ ୱିକେଟକିପର (ରିଷଭ ପନ୍ତ ଓ ଦିନେଶ କାର୍ତ୍ତିକ)ଙ୍କୁ ଚୟନ କରାଯାଇଛି ।

ତେଣୁ ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ଧୋନିଙ୍କ ଟି-୨୦ କ୍ୟାରିୟର ସମ୍ଭବତଃ ଶେଷ ହୋଇଯାଇଛି । ଏହାଛଡ଼ା ଧୋନି ଆସନ୍ତା ଜୁଲାଇରେ ୩୮ ବର୍ଷରେ ପଦାର୍ପଣ କରିବେ । ଟି-୨୦ କ୍ରିକେଟରେ ତାଙ୍କ ବ୍ୟାଟିଂ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ଏଭଳି ସ୍ଥିତିରେ ଧୋନିଙ୍କୁ ବିଶ୍ୱକପ୍ ପରେ ଆଉ ଟି-୨୦ ଦଳରେ ସ୍ଥାନ ମିଳିବ ନାହିଁ ବୋଲି ମାନିନେବା ଦରକାର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story