ଧୋନି ଓ ରୋହିତ ଆଇପିଏଲର ଶ୍ରେଷ୍ଠ କ୍ୟାପ୍ଟେନ, ଡିଭିଲିୟର୍ସ ଶ୍ରେଷ୍ଠ ବ୍ୟାଟସମ୍ୟାନ

ମୁମ୍ବାଇ: ଫଟାଫଟ କ୍ରିକେଟ ଆଇପିଏଲର ସର୍ବଶ୍ରେଷ୍ଠ କ୍ୟାପ୍ଟେନ ଭାବେ ଚେନ୍ନାଇ ସୁପରକିଙ୍ଗସର ମହେନ୍ଦ୍ର ସିଂହ ଧୋନି ଓ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମାଙ୍କୁ ଚୟନ କରାଯାଇଛି। ସେହିପରି ଆଇପିଏଲ ଇତିହାସର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଜୁରି ସଦସ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏବି ଡିଭିଲିୟର୍ସଙ୍କୁ ଚୟନ କରିଛନ୍ତି। ଚୟନ ପାଇଁ ଗଠନ ହୋଇଥିବା ଜୁରିରେ ୨୦ ଜଣ ପୂର୍ବତନ କ୍ରିକେଟର, ୧୦ ଜଣ ବରିଷ୍ଟ କ୍ରୀଡ଼ା ସାମ୍ବାଦିକ, ୧୦ ଜଣ ଷ୍ଟାଟିଷ୍ଟିକିଆନ ଓ ୧୦ ଜଣ କ୍ରିକେଟ […]

dg

dg

Hemant Lenka
  • Published: Saturday, 18 April 2020
  • Updated: 18 April 2020, 10:12 PM IST

Sports

Latest News

ମୁମ୍ବାଇ: ଫଟାଫଟ କ୍ରିକେଟ ଆଇପିଏଲର ସର୍ବଶ୍ରେଷ୍ଠ କ୍ୟାପ୍ଟେନ ଭାବେ ଚେନ୍ନାଇ ସୁପରକିଙ୍ଗସର ମହେନ୍ଦ୍ର ସିଂହ ଧୋନି ଓ ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମାଙ୍କୁ ଚୟନ କରାଯାଇଛି। ସେହିପରି ଆଇପିଏଲ ଇତିହାସର ସର୍ବଶ୍ରେଷ୍ଠ ବ୍ୟାଟସମ୍ୟାନ ଭାବେ ଜୁରି ସଦସ୍ୟ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଏବି ଡିଭିଲିୟର୍ସଙ୍କୁ ଚୟନ କରିଛନ୍ତି।

ଚୟନ ପାଇଁ ଗଠନ ହୋଇଥିବା ଜୁରିରେ ୨୦ ଜଣ ପୂର୍ବତନ କ୍ରିକେଟର, ୧୦ ଜଣ ବରିଷ୍ଟ କ୍ରୀଡ଼ା ସାମ୍ବାଦିକ, ୧୦ ଜଣ ଷ୍ଟାଟିଷ୍ଟିକିଆନ ଓ ୧୦ ଜଣ କ୍ରିକେଟ ଆନାଲିଷ୍ଟ ସାମିଲ ଥିଲେ। ସର୍ବସମ୍ମତିକ୍ରମେ ଧୋନି ଓ ରୋହିତଙ୍କୁ ଯୁଗ୍ମ ଭାବେ ଆଇପିଏଲର ସର୍ବଶ୍ରଷ୍ଠ କ୍ୟାପ୍ଟେନ ଭାବେ ଚୟନ କରାଯାଇଛି।

ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ୩ଥର ଚାମ୍ପିୟନ ହୋଇଥିବା ବେଳେ ୧୦ ଥର ଫ୍ଲେ’ଅଫକୁ ଯାଇଛି। ସେହିପରି ରୋହିତଙ୍କ ନେତୃତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ୨୦୧୩ରୁ ୪ଥର ଚାମ୍ପିୟନ ହୋଇଛି।

ଆଇପିଏଲର ସର୍ବକାଳୀନ ଶ୍ରେଷ୍ଠ ବୋଲର ଭାବେ ଜୁରି ସଦସ୍ୟ ମୁମ୍ବାଇ ଇଣ୍ଡିଆନ୍ସର ଲସିଥ ମାଲିଙ୍ଗାଙ୍କୁ ଚୟନ କରିଛନ୍ତି। ଶ୍ରୀଲଙ୍କାର ଏହି ଦ୍ରୁତ ବୋଲର ଜଣଙ୍କ ଆଇପିଏଲ ଆରମ୍ଭରୁ ମୁମ୍ବାଇ ପାଇଁ ଖେଳି ଆସୁଛନ୍ତି। ଚେନ୍ନାଇର ବରିଷ୍ଠ ଖେଳାଳି ଶେନ ୱାଟସନଙ୍କୁ ଆଇପିଏଲର ଶ୍ରେଷ୍ଠ ଅଲରାଉଣ୍ଡ ଭାବେ ଚୟନ କରାଯାଇଛି।

ସେହିପରି ଆଇପିଏଲର ଶ୍ରେଷ୍ଠ କୋଚ ହେଉଛନ୍ତି ଷ୍ଟେଫେନ ଫ୍ଲେମିଂ। ସେ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗସର କୋଚିଂ ଦାୟିତ୍ୱ ନିର୍ବାହ କରୁଛନ୍ତି। କୋଲକାତା ନାଇଟ ରାଇଡର୍ସର ଟ୍ରେଭର ବେୟଲିସ୍‌ ତାଙ୍କୁ ଏହି କୋଚିଂ ଦାୟିତ୍ୱ ଚୟନରେ କଡ଼ା ଟକ୍କର ଦେଇଥିଲେ। ହେଲେ ଶେଷରେ ଜୁରି ସଦସ୍ୟ ଭୋଟିଂ ମାଧ୍ୟମରେ ଫ୍ଲେମିଂଙ୍କୁ ଶ୍ରେଷ୍ଠ କୋଚ ବୋଲି ନାମିତ କରିଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ବିରାଟ କୋହଲି ଆଇପିଏଲର ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳି ଭାବେ ବିଜୟୀ ହୋଇଛନ୍ତି। ବିରାଟ ଆଇପିଏଲରେ ସର୍ବାଧିକ ରନ ସ୍କୋର କରିବା ତାଲିକାରେ ୧ନଂ ସ୍ଥାନରେ ରହିଛନ୍ତି। ସେ ୧୭୭ଟି ମ୍ୟାଚ୍‌ରୁ ୫୪୧୨ ରନ କରିଛନ୍ତି।

ଚଳିତ ବର୍ଷ ଆଇପିଏଲ ମାର୍ଚ୍ଚ ୨୯ ତାରିଖରେ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ମହାମାରୀ ଯୋଗୁ ଏହାକୁ ପ୍ରଥମେ ଏପ୍ରିଲ ୧୪ ଯାଏ ସ୍ଥଗିତ ରଖାଯାଇଥିଲା। କିନ୍ତୁ କରୋନା ଭାଇରସ ବ୍ୟାପୁଥିବାରୁ ଭାରତ ସରକାର ଦେଶର ଲକଡାଉନ ଅବଧିକୁ ମେ’୩ ଯାଏ ବୃଦ୍ଧି କରିଥିଲେ। ଫଳରେ ଆଇପିଏଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story