କେବେ ଅବସର ନେବେ ଧୋନି? କହିଲେ ଗାଭାସ୍କର

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମିଇଦାନରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା। ହେଲେ କରୋନା ଭାଇରସ ଯୋଗୁ ଆଇପିଏଲ ମଧ୍ୟ ଏପ୍ରିଲ ୧୫ ଯାଏ ସ୍ଥଗିତ ହୋଇଯାଇଛି। ତେଣୁ କ’ଣ ଆଇପିଏଲ ପରେ ଧୋନି କ୍ରିକେଟରୁ ଅବସର ନେବେ ନା ଅକ୍ଟୋବରରେ ହେବାକୁ ଥିବା ଟି-୨୦ […]

ef

ef

Hemant Lenka
  • Published: Saturday, 21 March 2020
  • Updated: 21 March 2020, 06:20 PM IST

Sports

Latest News

ନୂଆଦିଲ୍ଲୀ: ୨୦୧୯ ବିଶ୍ୱକପ ପରେ ଆଉ କ୍ରିକେଟ ମିଇଦାନରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ ଦେଖିବାକୁ ମିଳିନାହିଁ। ଆସନ୍ତା ମାର୍ଚ୍ଚ ୨୯ରେ ଆରମ୍ଭ ହେବାକୁ ଥିବା ଆଇପିଏଲରେ ଧୋନିଙ୍କୁ ଚେନ୍ନାଇ ସୁପର କିଙ୍ଗସ ପକ୍ଷରୁ ଖେଳୁଥିବା ଦେଖିବାକୁ ମିଳିଥାଆନ୍ତା।

ହେଲେ କରୋନା ଭାଇରସ ଯୋଗୁ ଆଇପିଏଲ ମଧ୍ୟ ଏପ୍ରିଲ ୧୫ ଯାଏ ସ୍ଥଗିତ ହୋଇଯାଇଛି। ତେଣୁ କ’ଣ ଆଇପିଏଲ ପରେ ଧୋନି କ୍ରିକେଟରୁ ଅବସର ନେବେ ନା ଅକ୍ଟୋବରରେ ହେବାକୁ ଥିବା ଟି-୨୦ ବିଶ୍ୱକପ ଖେଳିବେ, ତା’କୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି।

ଏସବୁ ଭିତରେ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କର ଆଜି ଧୋନିଙ୍କ ଅବସର ନେଇ ବଡ଼ ବୟାନ ଦେଇଛନ୍ତି। ଗାଭାସ୍କର କହିଛନ୍ତି, “ଟିମ୍ ଇଣ୍ଡିଆର ଟି-୨୦ ସ୍କ୍ୱାଡ୍‌ରେ ମୁଁ ଧୋନିଙ୍କୁ ଦେଖିଲେ ବେଶ ଖୁସି ହେବି। କିନ୍ତୁ ବର୍ତ୍ତମାନ ସ୍ଥିତିରେ ଏପରି ଘଟିବା ବେଶ କଷ୍ଟକର। କାରଣ ଟିମ୍‌ ଇଣ୍ଡିଆ ଆଗକୁ ବଢ଼ିଛି। ଧୋନି ଜଣେ ଏମିତି ବ୍ୟକ୍ତି ଯିଏ ବଡ଼ ଘୋଷଣା କରନ୍ତି ନାହିଁ। ତେଣୁ ସେ ଚୁପଚାପ ଓ ଧୀରେଧୀରେ କ୍ରିକେଟରୁ ଅବସର ନେଇଯାଇ ପାରନ୍ତି।”

୩୮ ବର୍ଷୀୟ ଧୋନି ବିଶ୍ୱକପ ପରେ କ୍ରିକେଟ ଖେଳୁନାହାନ୍ତି। ତେଣୁ ଆଇପିଏଲରେ ସେ ଭଲ ପ୍ରଦର୍ଶନ କଲେ, ସେ ଟିମ୍‌ ଇଣ୍ଡିଆର ସ୍କ୍ୱାଡକୁ ଫେରିପାରିବେ ବୋଲି ଚୟନକର୍ତ୍ତା ସର୍ତ୍ତ ରଖିଥିଲେ। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ସମାନ କଥା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story