ଧୋନି ମାରିଲେ ବିଶାଳ ଛକା: ହ୍ୱିସିଲ ମାରି ସ୍ୱାଗତ କଲେ ରାଇନା, ଦେଖନ୍ତୁ ଭିଡିଓ

ଚେନ୍ନାଇ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ବିଶାଳ ଛକାର ଭିଡିଓ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟମାନେ ଚେନ୍ନାଇରେ ଅଭ୍ୟାସ କରିଥିଲେ। ଏବେ ସେମାନେ ଦୁବାଇ ଅଭିମୁଖେ ଯାଇଛନ୍ତି। ଟିମ୍‌ ୟୁଏଇ ଯିବା ପରେ ଚେନ୍ନାଇ ସୁପର କିଙ୍ଗସ ଅଭ୍ୟାସ ବେଳର କିଛି ଭିଡିଓ ତା’ର ଟ୍ୱିଟରରେ ପୋଷ୍ଟ କରିଛି। ଏଥିରେ ଦୀପକ ଚହର, ପୀୟୂଷ ଚାୱାଲା ଓ ସୁରେଶ […]

3

3

Hemant Lenka
  • Published: Friday, 21 August 2020
  • Updated: 21 August 2020, 08:27 PM IST

Sports

Latest News

ଚେନ୍ନାଇ: ନିକଟରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ମହେନ୍ଦ୍ର ସିଂହ ଧୋନିଙ୍କ ବିଶାଳ ଛକାର ଭିଡିଓ ସାମ୍ନାକୁ ଆସିଛି। ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁ ଥିବା ଆଇପିଏଲ ପାଇଁ ଚେନ୍ନାଇ ସୁପର କିଙ୍ଗସର ସଦସ୍ୟମାନେ ଚେନ୍ନାଇରେ ଅଭ୍ୟାସ କରିଥିଲେ।

ଏବେ ସେମାନେ ଦୁବାଇ ଅଭିମୁଖେ ଯାଇଛନ୍ତି। ଟିମ୍‌ ୟୁଏଇ ଯିବା ପରେ ଚେନ୍ନାଇ ସୁପର କିଙ୍ଗସ ଅଭ୍ୟାସ ବେଳର କିଛି ଭିଡିଓ ତା’ର ଟ୍ୱିଟରରେ ପୋଷ୍ଟ କରିଛି। ଏଥିରେ ଦୀପକ ଚହର, ପୀୟୂଷ ଚାୱାଲା ଓ ସୁରେଶ ରାଇନା ପ୍ରମୁଖ ଅଭ୍ୟାସ କରୁଛନ୍ତି। ହେଲେ ସମସ୍ତଙ୍କ ଫୋକସ ମହେନ୍ଦ୍ର ସିଂହ ଧୋନିଙ୍କ ଉପରେ ହିଁ ରହିଥିଲା।
https://twitter.com/i/status/1296748670067466240

ଧୋନି ନେଟ୍ସରେ ଜୋରଦାର ଅଭ୍ୟାସ କରିଛନ୍ତି। ଏଥିସହ ସେ ଅଭ୍ୟାସ ବେଳେ ବିରାଟ ଛକା ମାରୁଥିବା ଦେଖିବାକୁ ମିଳୁଛି। ଏହାକୁ ଟିମର ସଦସ୍ୟମାନେ ବେଶ ଉପଭୋଗ କରିଛନ୍ତି। କିନ୍ତୁ ଧୋନିଙ୍କ ବିଶାଳ ଛକାରେ ରାଇନା ହିଁ ସବୁଠାରୁ ବେଶୀ ଖୁସି ହୋଇଛନ୍ତି। ଧୋନି ଛକା ମାରିବା କ୍ଷଣି ରାଇନା ହ୍ୱିସିଲ ମାରି ଏହାକୁ ଜଣେ ଫ୍ୟାନଙ୍କ ଭଳି ଏହାକୁ ବେଶ ପ୍ରଶଂସା କରିଛନ୍ତି।

ଧୋନି ଓ ରାଇନା ଏକାଠି ଅଗଷ୍ଟ ୧୫ରେ ହିଁ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story