ଆଇପିଏଲ୍‌-୧୧ରେ ଛୋଟା ବମ୍‌, ବଡ଼ା ଧମାକା

ନୂଆଦିଲ୍ଲୀ: ଗତକାଲିଠାରୁ ଆଇପିଏଲ୍‌-୧୧ ଆରମ୍ଭ ହୋଇଛି। ଆଉ ଆରମ୍ଭ ହୋଇଯାଇଛି ରେକର୍ଡ ଭାଙ୍ଗିବା ଓ ରେକର୍ଡ କରିବା ପର୍ବ। ଆମ ଭାରତୀୟମାନେ ଏକ ଢଗ କହିଥାନ୍ତି, ‘ଛୋଟା ବମ୍‌, ବଡ଼ା ଧମାକା’। ଯାହାକୁ ପ୍ରମାଣିତ କରିଛନ୍ତି ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ମୁଜିବ ଜାଦରାନ। ଆଜି ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ନିଜ ଡେବ୍ୟୁ କରି ଇତିହାସ ରଚିଛନ୍ତି ଏହି ଖେଳାଳି। କାରଣ ମାତ୍ର ୧୭ ବର୍ଷ ୧୧ ଦିନ ବୟସରେ ସେ ଆଇପିଏଲ୍‌ ମ୍ୟାଚ୍‌ ଖେଳି ସର୍ବକନିଷ୍ଠ […]

ipl

ipl

Rakesh Mallick
  • Published: Sunday, 08 April 2018
  • Updated: 08 April 2018, 07:28 PM IST

ନୂଆଦିଲ୍ଲୀ: ଗତକାଲିଠାରୁ ଆଇପିଏଲ୍‌-୧୧ ଆରମ୍ଭ ହୋଇଛି। ଆଉ ଆରମ୍ଭ ହୋଇଯାଇଛି ରେକର୍ଡ ଭାଙ୍ଗିବା ଓ ରେକର୍ଡ କରିବା ପର୍ବ। ଆମ ଭାରତୀୟମାନେ ଏକ ଢଗ କହିଥାନ୍ତି, ‘ଛୋଟା ବମ୍‌, ବଡ଼ା ଧମାକା’। ଯାହାକୁ ପ୍ରମାଣିତ କରିଛନ୍ତି ଆଫଗାନିସ୍ତାନର ଯୁବ ଲେଗ ସ୍ପିନର ମୁଜିବ ଜାଦରାନ। ଆଜି ଦିଲ୍ଲୀ ଡେୟାରଡେଭିଲ୍ସ ବିପକ୍ଷରେ ନିଜ ଡେବ୍ୟୁ କରି ଇତିହାସ ରଚିଛନ୍ତି ଏହି ଖେଳାଳି। କାରଣ ମାତ୍ର ୧୭ ବର୍ଷ ୧୧ ଦିନ ବୟସରେ ସେ ଆଇପିଏଲ୍‌ ମ୍ୟାଚ୍‌ ଖେଳି ସର୍ବକନିଷ୍ଠ ଖେଳାଳି ହୋଇଛନ୍ତି। କେବଳ ଆଇପିଏଲ୍‌ ନୁହେଁ ଟି-ଟ୍ୱଣ୍ଟି ଇତିହାସରେ ସେ ସବୁଠାରୁ କମ ବୟସର ଖେଳାଳି ହୋଇଯାଇଛନ୍ତି।

ଗୁରୁତ୍ୱପୂର୍ଣ୍ଣ କଥା ହେଲା କମ ବୟସରେ ଟି-ଟ୍ୱଣ୍ଟି ଖେଳି ଇତିହାସ ରଚିବା ସହ ମୁଜିବ ପ୍ରଥମ ଓଭରରେ ୱିକେଟ ନେଇ ଆଉ ଏକ କିର୍ତ୍ତିମାନ ସ୍ଥାପନ କରିଛନ୍ତି। କିଙ୍ଗସ୍‌ ଇଲେଭେନ ପଞ୍ଚାବର ଏହି ଖେଳାଳି ନିଜ ପ୍ରଥମ ଓଭରର ତୃତୀୟ ବଲରେ କେ. ମୁନରୋଙ୍କୁ ଏଲ୍‌ବିଡବ୍ଲ୍ୟୁ କରି ଏହି ସଫଳତା ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story