ଆଇପିଏଲ ଦେଖିବ ହାଇଭୋଲଟେଜ୍‌ ମ୍ୟାଚ୍‌: ହାଇଦ୍ରାବାଦକୁ ଭେଟିବ ମୁମ୍ବାଇ

ମୁମ୍ବାଇ: ଆଜି ‌ଆଇପିଏଲରେ ହାଇଭୋଲଟେଜ୍‌ ମ୍ୟାଚ୍‌। ଗତବର୍ଷର ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ଓ ଆଇପିଏଲର ଦୁଇ ଦୁଇ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାତି ୮ଟାରୁ ଆରମ୍ଭ ହେବ। ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ହାଇଦ୍ରାବାଦ ୨ଟି ମ୍ୟାଚ୍‌ ଖେଳି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ମୁମ୍ବାଇ ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର […]

rohit-warner_1204bcci_875

rohit-warner_1204bcci_875

Rakesh Mallick
  • Published: Wednesday, 12 April 2017
  • Updated: 12 April 2017, 05:52 PM IST

ମୁମ୍ବାଇ: ଆଜି ‌ଆଇପିଏଲରେ ହାଇଭୋଲଟେଜ୍‌ ମ୍ୟାଚ୍‌। ଗତବର୍ଷର ଚାମ୍ପିୟନ ସନରାଇଜର୍ସ ହାଇଦ୍ରାବାଦ ଓ ଆଇପିଏଲର ଦୁଇ ଦୁଇ ଥର ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଆଜି ଟକ୍କର ଦେଖିବାକୁ ମିଳିବ। ଏହି ମ୍ୟାଚ୍‌ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ରାତି ୮ଟାରୁ ଆରମ୍ଭ ହେବ।

ଏପର୍ଯ୍ୟନ୍ତ ଖେଳାଯାଇଥିବା ମ୍ୟାଚ୍ ମଧ୍ୟରୁ ହାଇଦ୍ରାବାଦ ୨ଟି ମ୍ୟାଚ୍‌ ଖେଳି ପଏଣ୍ଟ ଟେବୁଲର ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ମୁମ୍ବାଇ ୨ଟି ମ୍ୟାଚ୍‌ରୁ ଗୋଟିଏ ମ୍ୟାଚ୍‌ରେ ବିଜୟୀ ହୋଇ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ମୁମ୍ବାଇ କୋଲକାତ ବିପକ୍ଷ ମ୍ୟାଚରେ ଆକର୍ଷଣୀୟ କମବ୍ୟାକ୍‌ କରି ଚଳିତ ଆଇପିଏଲର ବିଜୟ ଅଭିଯାନ ଆରମ୍ଭ କରିଥିବା ବେଳେ ଆଜିର ମ୍ୟାଚ୍‌ ଜିତିବା ପାଇଁ ସ୍ୱତନ୍ତ୍ର ରଣକୌଶଳ ତିଆରି କରି ପଡିଆକୁ ଓହ୍ଲାଇବ। ସେପଟେ ଡେଭିଡ୍‌ ୱାର୍ଣ୍ଣର ,ହେନରିକ୍ସ୍‌ ଓ ଯୁବରାଜଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ହାଇଦ୍ରାବାଦରେ ଥିବା ବେଳେ ବୋଲିଂ ସାଇଟ୍‌ ମଧ୍ୟ ବେଶ ମଜଭୁତ୍‌ ରହିଛି । ତେଣୁ ଆଜିର ମ୍ୟାଚ୍‌ କ୍ରିକେଟ୍‌ ପ୍ରେମୀଙ୍କ ପାଇଁ ବହୁତ ମନୋରଂଜନର ଖୋରାକ ଯୋଗାଇବ ଏଥିରେ ସନ୍ଦେହ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story