ଫାଇନାଲରେ ଚେନ୍ନାଇକୁ ୧୫୦ ରନର ଟାର୍ଗେଟ୍

ହାଇଦ୍ରାବାଦ: ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ଟାଇଟଲ୍ ଲଢ଼େଇରେ ଆଜି ସାମ୍ନାସାମ୍ନି ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍। ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଛି। ଫଳରେ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇକୁ ନିର୍ଦ୍ଧାରିତ ଓଭରରେ ୧୫୦ ରନ୍ କରିବାକୁ ପଡ଼ିବ। ମୁମ୍ବାଇ ପକ୍ଷରୁ କାଏରନ୍ ପୋଲାର୍ଡଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ […]

chh

chh

Hemant Lenka
  • Published: Sunday, 12 May 2019
  • Updated: 12 May 2019, 09:28 PM IST

Sports

Latest News

ହାଇଦ୍ରାବାଦ: ଆଇପିଏଲ୍ ଦ୍ୱାଦଶ ସଂସ୍କରଣର ଟାଇଟଲ୍ ଲଢ଼େଇରେ ଆଜି ସାମ୍ନାସାମ୍ନି ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗସ୍। ଏହି ମୁକାବିଲାରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୯ ରନ୍ କରିଛି। ଫଳରେ ଟାଇଟଲ୍ ଜିତିବା ପାଇଁ ଚେନ୍ନାଇକୁ ନିର୍ଦ୍ଧାରିତ ଓଭରରେ ୧୫୦ ରନ୍ କରିବାକୁ ପଡ଼ିବ।

ମୁମ୍ବାଇ ପକ୍ଷରୁ କାଏରନ୍ ପୋଲାର୍ଡଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ପୋଲାର୍ଡ ମାତ୍ର ୨୫ ବଲରେ ୩ ଚୌକା ଓ ୩ ଛକା ସହ ଅପରାଜିତ ୪୧ ରନ୍ କରିଛନ୍ତି। ଅନ୍ୟପକ୍ଷରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଟିମ୍ ପୂରା ମ୍ୟାଚରେ ପ୍ରଭାବୀ ପ୍ରଦର୍ଶନ କରି ମୁମ୍ବାଇ ବ୍ୟାଟ୍ସମ୍ୟାନଙ୍କୁ ରନ୍ କରିବାରୁ ରୋକିଥିଲେ।

ସ୍ଥାନୀୟ ରାଜୀବ ଗାନ୍ଧି ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ମୁମ୍ବାଇ ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦୁଇ ଓପ୍ନର କ୍ୱିଣ୍ଟନ୍ ଡି'କକ୍ ଓ ରୋହିତ୍ ଶର୍ମା ପ୍ରଥମ ୱିକେଟ୍ ପାଇଁ ୪୫ ରନ୍ ଯୋଡ଼ି ଟିମକୁ ଭଲ ଆରମ୍ଭ କରିଥିଲେ।

ଡି'କକ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ୧୭ ବଲରେ ୪ ଛକା ସହ ୨୯ ରନ୍ କରିଥିବା ବେଳେ ଶାର୍ଦ୍ଦୁଲ ଠାକୁରଙ୍କ ବଲରେ ଆଉଟ୍ ହୋଇଥିଲେ। ପରବର୍ତ୍ତୀ ଓଭରରେ ଦୀପକ ଚହର୍ କ୍ୟାପଟେନ୍ ରୋହିତ (୧୫)ଙ୍କୁ ପ୍ୟାଭିଲିୟନ୍ ପଠାଇ ଚେନ୍ନାଇକୁ ବଡ଼ ସଫଳତା ଦେଇଥିଲେ।

ଇନଫର୍ମ ବ୍ୟାଟ୍ସମ୍ୟାନ୍ ସୂର୍ଯ୍ୟକୁମାର ଯାଦବ (୧୫) ଓ ଇଶାନ୍ କିଷାନ (୨୩) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଉଭୟ ବ୍ୟାଟ୍ସମ୍ୟାନଙ୍କୁ ଚେନ୍ନାଇର ଭେଟେରାନ୍ ସ୍ପିନର ଇମ୍ରାନ୍ ତାହିର୍ ଆଉଟ୍ କରିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ୍ କୃନାଲ୍ ପାଣ୍ଡ୍ୟା (୭) ମଧ୍ୟ ନିରାଶ କରି ନିଜ ୱିକେଟ୍ ଦେଇ ବସିଥିଲେ। ତେବେ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ରନ୍ କରି ମୁମ୍ବାଇକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିଲେ।

ପାଣ୍ଡ୍ୟା ୧୦ ବଲରେ ୧ ଚୌକା ଓ ୧ ଛକା ସହ ୧୬ ରନ୍ କରି ଆଉଟ୍ ହୋଇଥିଲେ। ନିମ୍ନକ୍ରମରେ ବ୍ୟାଟିଂ କରିବାକୁ ଆସିଥିବା ରାହୁଲ୍ ଚହର୍ ଓ ମିଚେଲ୍ ମ୍ୟାକକ୍ଲିନାଘନ ଖାତା ଖୋଲିପାରି ନଥିଲେ। କିନ୍ତୁ ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଅପରାଜିତ ଟିମକୁ ଚ୍ୟାଲେଞ୍ଜିଂ ସ୍କୋର ଦେଇଥିଲେ। ଚେନ୍ନାଇ ପକ୍ଷରୁ ଦୀପକ ଚହର୍ ୨୬ ରନ୍ ଦେଇ ୩ଟି, ଠାକୁର ଓ ତାହିର୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story