ଫାଇନାଲରେ ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମେ ବୋଲିଂ କରିବ। ମୁମ୍ବାଇ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ସ୍ପିନର ଜୟନ୍ତ ଯାଦବଙ୍କ ସ୍ଥାନରେ ବାମହାତୀ ପେସ୍ ବୋଲର ମିଚେଲ୍ ମ୍ୟାକକ୍ଲିନାଘନଙ୍କୁ ସାମିଲ୍ କରାଯାଇଛି। ସେହିପରି ଚେନ୍ନାଇ ଟିମ୍ ଅପରିବର୍ତ୍ତିନ ରହିଛି। ସୂଚନାଯୋଗ୍ୟ, ଉଭୟ ମୁମ୍ବାଇ ଓ ଚେନ୍ନାଇ ଆଇପିଏଲରେ ତିନିଥର […]

mum

mum

Hemant Lenka
  • Published: Sunday, 12 May 2019
  • Updated: 12 May 2019, 09:55 PM IST

Sports

Latest News

ହାଇଦ୍ରାବାଦ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ଫାଇନାଲ୍ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍ସ କ୍ୟାପଟେନ୍ ରୋହିତ୍ ଶର୍ମା ଟସ୍ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଚେନ୍ନାଇ ସୁପର କିଙ୍ଗସ୍ ପ୍ରଥମେ ବୋଲିଂ କରିବ। ମୁମ୍ବାଇ ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି।

ସ୍ପିନର ଜୟନ୍ତ ଯାଦବଙ୍କ ସ୍ଥାନରେ ବାମହାତୀ ପେସ୍ ବୋଲର ମିଚେଲ୍ ମ୍ୟାକକ୍ଲିନାଘନଙ୍କୁ ସାମିଲ୍ କରାଯାଇଛି। ସେହିପରି ଚେନ୍ନାଇ ଟିମ୍ ଅପରିବର୍ତ୍ତିନ ରହିଛି। ସୂଚନାଯୋଗ୍ୟ, ଉଭୟ ମୁମ୍ବାଇ ଓ ଚେନ୍ନାଇ ଆଇପିଏଲରେ ତିନିଥର ଲେଖାଏ ଟାଇଟଲ୍ ଜିତିଛନ୍ତି। ଉଭୟ ଦଳ ରେକର୍ଡ ଚତୁର୍ଥ ଟାଇଟଲ୍ ଜିତିବା ଆଶାରେ ଅଛନ୍ତି । ମୁମ୍ବାଇ ୨୦୧୩, ୨୦୧୫, ୨୦୧୭ରେ ଟାଇଟଲ୍ ଜିତିଥିବା ବେଳେ ଚେନ୍ନାଇ ୨୦୧୦, ୨୦୧୧ ଓ ୨୦୧୮ରେ ଚାମ୍ପିଅନ୍ ହୋଇଥିଲା ।

ମୁମ୍ବାଇ ଏକାଦଶ: କ୍ୱିଣ୍ଟନ୍ ଡି'କକ୍, ରୋହିତ ଶର୍ମା (ଅଧିନାୟକ), ସୂର୍ଯ୍ୟକୁମାର ଯାଦବ, ଇଶାନ୍ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, କୃନାଲ୍ ପାଣ୍ଡ୍ୟା, କାଏରନ୍ ପୋଲାଡୟ, ମିଚେଲ୍ ମ୍ୟାକକ୍ଲିନାଘନ, ରାହୁଲ୍ ଚହର୍, ଲସିଥ୍ ମାଲିଙ୍ଗା, ଯଶପ୍ରୀତ ବୁମ୍ରା।

ଚେନ୍ନାଇ ଏକାଦଶ: ଶେନ୍ ୱାଟସନ୍, ଫାଫ୍ ଡୁପ୍ଲେସିସ୍, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, ଡ୍ୱେନ୍ ବ୍ରାଭୋ, ରବୀନ୍ଦ୍ର ଜାଡେଜା, ଦୀପକ ଚହର୍, ହରଭଜନ ସିଂହ, ଇମ୍ରାନ୍ ତାହିର୍, ଶାର୍ଦ୍ଦୁଲ ଠାକୁର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story