୧୪ତମ ମୁମ୍ବାଇ ମାରାଥନରେ ଦୌଡ଼ିବେ ୪୧,୦୦୦

ମୁମ୍ବାଇ: ଜାନୁଆରୀ ୧୪ ତାରିଖରେ ହେବାକୁ ଥିବା ୧୪ ତମ ମୁମ୍ବାଇ ମାରାଥନରେ ଚଳିତବର୍ଷ ୪୧,୦୦୦ ଜଣ ଭାଗ ନେବେ। ଏହାସହ ଇଥିଓପିଆର ଆୟେଲେ ଅବଶେରୋ ଏବଂ ଡିଙ୍କନେଶ ମେଖାଶ (୨ ଥର ମୁମ୍ବାଇ ମାରାଥନ ବିଜେତା ) ଏଥିରେ ଅଂଶଗ୍ରହଣ କରିବେ।

ଭାରତୀୟ ଅଲମ୍ପିଆନ ଖେତା ରାମ, ଏମ୍‌.ଡି. ୟୁନୁସ୍‌ ଏବଂ ଇଲାମ୍‌ ସିଂହଙ୍କ ସମେତ ଜ୍ୟୋତି ଗାୱେତ, ମୋନିକା ରାଉତ ଏବଂ ମୋନିକା ଆଥେରେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।