୧୪ତମ ମୁମ୍ବାଇ ମାରାଥନରେ ଦୌଡ଼ିବେ ୪୧,୦୦୦

ମୁମ୍ବାଇ: ଜାନୁଆରୀ ୧୪ ତାରିଖରେ ହେବାକୁ ଥିବା ୧୪ ତମ ମୁମ୍ବାଇ ମାରାଥନରେ ଚଳିତବର୍ଷ ୪୧,୦୦୦ ଜଣ ଭାଗ ନେବେ। ଏହାସହ ଇଥିଓପିଆର ଆୟେଲେ ଅବଶେରୋ ଏବଂ ଡିଙ୍କନେଶ ମେଖାଶ (୨ ଥର ମୁମ୍ବାଇ ମାରାଥନ ବିଜେତା ) ଏଥିରେ ଅଂଶଗ୍ରହଣ କରିବେ। ଭାରତୀୟ ଅଲମ୍ପିଆନ ଖେତା ରାମ, ଏମ୍‌.ଡି. ୟୁନୁସ୍‌ ଏବଂ ଇଲାମ୍‌ ସିଂହଙ୍କ ସମେତ ଜ୍ୟୋତି ଗାୱେତ, ମୋନିକା ରାଉତ ଏବଂ ମୋନିକା ଆଥେରେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

mumbai-marathan

mumbai-marathan

Rakesh Mallick
  • Published: Thursday, 05 January 2017
  • Updated: 05 January 2017, 11:04 PM IST

ମୁମ୍ବାଇ: ଜାନୁଆରୀ ୧୪ ତାରିଖରେ ହେବାକୁ ଥିବା ୧୪ ତମ ମୁମ୍ବାଇ ମାରାଥନରେ ଚଳିତବର୍ଷ ୪୧,୦୦୦ ଜଣ ଭାଗ ନେବେ। ଏହାସହ ଇଥିଓପିଆର ଆୟେଲେ ଅବଶେରୋ ଏବଂ ଡିଙ୍କନେଶ ମେଖାଶ (୨ ଥର ମୁମ୍ବାଇ ମାରାଥନ ବିଜେତା ) ଏଥିରେ ଅଂଶଗ୍ରହଣ କରିବେ।

ଭାରତୀୟ ଅଲମ୍ପିଆନ ଖେତା ରାମ, ଏମ୍‌.ଡି. ୟୁନୁସ୍‌ ଏବଂ ଇଲାମ୍‌ ସିଂହଙ୍କ ସମେତ ଜ୍ୟୋତି ଗାୱେତ, ମୋନିକା ରାଉତ ଏବଂ ମୋନିକା ଆଥେରେ ମଧ୍ୟ ଏଥିରେ ଅଂଶଗ୍ରହଣ କରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos