ଆଇପିଏଲ୍‌ର ସବୁଠୁ ସଫଳ ଟିମ୍‌ ଅଧାରୁ ହେଲା ବିଦା: ରାସ୍ତା ରୋକିଲା ଦିଲ୍ଲୀ

ରବିବାର ଆଇପିଏଲ୍‌ର ୨ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ଟି ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା। ଫିରାଜ ଶାହା କୋଟ୍‌ଲାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇକୁ ପ୍ଲେଅଫ୍‌ ଯିବାକୁ ଦେଇନଥିଲା ଦିଲ୍ଲୀ। ଦିଲ୍ଲୀ ଠାରୁ ୧୧ ରନ୍‌ରେ ହାରି  ମୁମ୍ବାଇର ପ୍ଲେଅଫ୍‌ ସ୍ୱପ୍ନ ଧୂଳିସାତ ହୋଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୭୪ ରନ୍‌। […]

rohit-sharma_ipl_m

rohit-sharma_ipl_m

Rakesh Mallick
  • Published: Monday, 21 May 2018
  • Updated: 21 May 2018, 01:21 AM IST

ରବିବାର ଆଇପିଏଲ୍‌ର ୨ଟି ମ୍ୟାଚ୍‌ ଖେଳାଯାଇଛି। ପ୍ରଥମ ମ୍ୟାଚ୍‌ଟି ମୁମ୍ବାଇ ଓ ଦିଲ୍ଲୀ ମଧ୍ୟରେ ଖେଳାଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ଟି ଚେନ୍ନାଇ ଓ ପଞ୍ଜାବ ମଧ୍ୟରେ ଖେଳାଯାଇଥିଲା। ଫିରାଜ ଶାହା କୋଟ୍‌ଲାରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମୁମ୍ବାଇକୁ ପ୍ଲେଅଫ୍‌ ଯିବାକୁ ଦେଇନଥିଲା ଦିଲ୍ଲୀ। ଦିଲ୍ଲୀ ଠାରୁ ୧୧ ରନ୍‌ରେ ହାରି  ମୁମ୍ବାଇର ପ୍ଲେଅଫ୍‌ ସ୍ୱପ୍ନ ଧୂଳିସାତ ହୋଇଥିଲା।

ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ୍‌ ହରାଇ ସଂଗ୍ରହ କରିଥିଲା ୧୭୪ ରନ୍‌। ଦଳ ପକ୍ଷରୁ ରିସବ ପନ୍ତ ପୁଣି ଥରେ ଆକର୍ଷଣୀୟ ଇଂନିସ ଖେଳିଥିଲେ। ସେ ମାତ୍ର ୪୪ ବଲ୍‌ରୁ ୬୪ ରନର ପାଳି ଖେଳିଥିଲେ।୧୭୫ ରନ୍‌ର ବିଜୟ ଲକ୍ଷ୍ୟକୁ ମୁମ୍ବାଇ ପିଛା କରି ମାତ୍ର ୧୬୩ ରନ୍‌ କରିବାରେ ସକ୍ଷମ ହୋଇପାରିଥିଲା। ମୁମ୍ବାଇ ପକ୍ଷରୁ ଇଭିନ ଲୁଇସ ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଦିଲ୍ଲୀର ବୋଲିଂକୁ ସାମ୍ନା କରିପାରିନଥିଲେ। ଫଳରେ ୧୯.୩ ଓଭର୍‌ରେ ୧୬୩ ରନ୍‌ କରି ମୁମ୍ବାଇ ଅଲ୍‌ ଆଉଟ୍‌ ହୋଇଯାଇଥିଲା।

[caption id="attachment_237897" align="aligncenter" width="670"] ଏହି ପରାଜୟ ସହ ମୁମ୍ବାଇର ସବୁ ସ୍ୱପ୍ନ ଅଧାର ରହିଗଲା। ଆଇପିଏଲରେ ସର୍ବାଧିକ ଥର ଚାମ୍ପିୟନ  ହୋଇଥିବା ମୁମ୍ବାଇ ପାଇଁ ଏହା ବଡ଼ ଧକ୍କା। ଚଳିତ ଆଇପିଏଲରେ ମୁମ୍ବାଇ ୧୪ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ଅଙ୍କ ସହ ୫ମ ସ୍ଥାନରେ ନିଜ ଅଭିଯାନ ଶେଷ କରିଛି। ସେହିପରି ଦିଲ୍ଲୀ ୧୪ଟି ମ୍ୟାଚ୍‌ରୁ ୫ଟିରେ ଜିତି ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ସବା ତଳେ ରହିଛି। ନୈରାଶ୍ୟଜନକ ପ୍ରଦର୍ଶନ ସହ ୮ମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଛି ଦିଲ୍ଲୀ।[/caption]

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story