ନିଦାହାସ ଟ୍ରଫିରେ ହିରୋ କାର୍ତ୍ତିକଙ୍କୁ ଶୁଭେଚ୍ଛା ନଜଣାଇ ଟ୍ରୋଲ୍‌ ହେଲେ ମୁରଲୀ ବିଜୟ: କାରଣ କ’ଣ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ହିରୋ ସାଜିଥିବା ଦିନେଶ କାର୍ତ୍ତିକ ବିସ୍ଫୋରକ ପାଳି ଭାରତୀୟ ଲୋକଙ୍କ ହୃଦୟ ଜିତିନେଇଥିଲା। ଫାଇନାଲ୍‌ ମ୍ୟାଚ୍‌ର ଶେଷ ବଲରେ ଛକା ମାରି ହାରୁଥିବା ମ୍ୟାଚ୍‌କୁ ଜିତାଇ ଦେଇଥିଲେ କାର୍ତ୍ତିକ। ଏହି ମ୍ୟାଚ୍‌ରେ କାର୍ତ୍ତକ ମାତ୍ର ୮ଟି ବଲ୍‌ ସାମ୍ନା କରି ୨୯ ରନର ପାଳି ଖେଳିଥିଲେ। ମ୍ୟାଚର ଶେଷ ବଲରେ ଭାରତକୁ ଜିତିବା ପାଇଁ ୫ ରନ ଥିବାବେଳେ ଏହା ଅସମ୍ଭବ ପରି ଲାଗୁଥିଲା। କିନ୍ତୁ ଶେଷ ବଲରେ […]

dinesh-karthik-murali-vijay_650x400_51521512028

Ordigital Desk
  • Published: Saturday, 24 March 2018
  • Updated: 24 March 2018, 03:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନିଦାହାସ ଟ୍ରଫିର ଫାଇନାଲ ମ୍ୟାଚ୍‌ରେ ହିରୋ ସାଜିଥିବା ଦିନେଶ କାର୍ତ୍ତିକ ବିସ୍ଫୋରକ ପାଳି ଭାରତୀୟ ଲୋକଙ୍କ ହୃଦୟ ଜିତିନେଇଥିଲା। ଫାଇନାଲ୍‌ ମ୍ୟାଚ୍‌ର ଶେଷ ବଲରେ ଛକା ମାରି ହାରୁଥିବା ମ୍ୟାଚ୍‌କୁ ଜିତାଇ ଦେଇଥିଲେ କାର୍ତ୍ତିକ। ଏହି ମ୍ୟାଚ୍‌ରେ କାର୍ତ୍ତକ ମାତ୍ର ୮ଟି ବଲ୍‌ ସାମ୍ନା କରି ୨୯ ରନର ପାଳି ଖେଳିଥିଲେ। ମ୍ୟାଚର ଶେଷ ବଲରେ ଭାରତକୁ ଜିତିବା ପାଇଁ ୫ ରନ ଥିବାବେଳେ ଏହା ଅସମ୍ଭବ ପରି ଲାଗୁଥିଲା। କିନ୍ତୁ ଶେଷ ବଲରେ ଛକା ମାରି ଅସମ୍ଭବକୁ ସମ୍ଭବରେ ପରିଣତ କରିଥିଲେ। କାର୍ତ୍ତିକଙ୍କ ଏହି ଖେଳ ପାଇଁ ସମସ୍ତ କ୍ରିକେଟର୍‌ କାର୍ତ୍ତିକଙ୍କୁ  ଶୁଭେଚ୍ଛା ଜଣାଇଥିଲେ। ଟିମ୍‌ ଇଣ୍ଡିଆର ଓପନର୍‌ ମୁରଲୀ ବିଜୟ କିନ୍ତୁ କାର୍ତ୍ତିକଙ୍କୁ ଶୁଭେଚ୍ଛା ଜଣାଇ ନଥିଲେ। ଦଳ ଚାମ୍ପିୟନ ହେବା ପରେ ସେ ଟିମ୍‌ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଥିବା ବେଳେ କାର୍ତ୍ତିକଙ୍କ ବିଷୟରେ ଚୁପ ରହିଥିଲେ। ଏହାପରେ ସୋସିଆଲ ମିଡ଼ିଆରେ ସମାଲୋଚନା ଶିକାର ହୋଇଛନ୍ତି ମୁରଲୀ ବିଜୟ।  

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ତାମିଲନାଡ଼ୁର ଏହି ଦୁଇ ଖେଳାଳି ଦିନେ ଭଲ ବନ୍ଧୁ ଥିଲେ। ବନ୍ଧୁତ୍ୱର ଫାଇଦା ଉଠାଇ ସେତେବେଳେ କାର୍ତ୍ତିକଙ୍କ ପତ୍ନୀ ଥିବା ନୀକିତାଙ୍କ ସହ ମୁରଲୀ ବିଜୟ ପ୍ରେମ କରି ବସିଥିଲେ ଏବଂ ପରେ ଏହି ଦୁଇଜଣ ବିବାହ କରିଥିଲେ। ଏଭଳି ଘଟଣା ପରେ କାର୍ତ୍ତିକ ଓ ମୁରଲୀ ବିଜୟଙ୍କ ମଧ୍ୟରେ ବନ୍ଧୁତ୍ୱ ଆଉ ରହି ନଥିଲା। ପୂର୍ବରୁ ନିକାତଙ୍କୁ ଦିନେଶ କାର୍ତ୍ତିକ ୨୦୦୭ରେ ବିବାହ କରିଥିଲେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story