ନଦୀମଙ୍କ ୧୦ ୱିକେଟ ବଳରେ ଇଣ୍ଡିଜ ଏ’କୁ ହରାଇଲା ଭାରତ ଏ’

ନୂଆଦିଲ୍ଲୀ: ବାମହାତୀ ସ୍ପିନର ଶେହବାଜ ନଦୀମଙ୍କ ୧୦ ୱିକେଟ ବଳରେ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟରେ ଭାରତୀୟ ଏ’ ଦଳ ଘରୋଇ ଟିମ୍‌ ୱେଷ୍ଟଇଣ୍ଡିଜ ଏ’କୁ ୬ ୱିକେଟ୍‌ରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ଏ’ ଟିମ୍‌ ପ୍ରଥମ ଇନିଂସ୍‌ରେ ୨୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ବ୍ଲାକଉଡ୍‌ ୫୩ ରନ୍‌ କରିଥିବା ବେଳେ ଆରଆରଏସ୍‌ କର୍ଣ୍ଣୱାଲ ୫୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଭାରତ ପକ୍ଷରୁ ନଦୀମ […]

hg

hg

Hemant Lenka
  • Published: Saturday, 27 July 2019
  • Updated: 27 July 2019, 09:42 PM IST

Sports

Latest News

ନୂଆଦିଲ୍ଲୀ: ବାମହାତୀ ସ୍ପିନର ଶେହବାଜ ନଦୀମଙ୍କ ୧୦ ୱିକେଟ ବଳରେ ପ୍ରଥମ ଅନ୍‌ ଅଫିସିଆଲ ଟେଷ୍ଟରେ ଭାରତୀୟ ଏ’ ଦଳ ଘରୋଇ ଟିମ୍‌ ୱେଷ୍ଟଇଣ୍ଡିଜ ଏ’କୁ ୬ ୱିକେଟ୍‌ରେ ପରାସ୍ତ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ୱେଷ୍ଟଇଣ୍ଡିଜ୍‌ ଏ’ ଟିମ୍‌ ପ୍ରଥମ ଇନିଂସ୍‌ରେ ୨୨୮ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ବ୍ଲାକଉଡ୍‌ ୫୩ ରନ୍‌ କରିଥିବା ବେଳେ ଆରଆରଏସ୍‌ କର୍ଣ୍ଣୱାଲ ୫୯ ରନ୍‌ର ଇନିଂସ୍‌ ଖେଳିଥିଲେ। ଭାରତ ପକ୍ଷରୁ ନଦୀମ ୫ଟି ୱିକେଟ୍‌ ନେଇଥିବା ବେଳେ ମହମ୍ମଦ ସିରାଜ ଓ ମୟଙ୍କ ମାର୍କଣ୍ଡେୟ ୨ଟି ଏବଂ ଶୁଭମ ଦୁବେ ଗୋଟିଏ ୱିକେଟ୍‌ ପାଇଥିଲେ।

ଭାରତ ତା’ର ପ୍ରଥମ ଇନିଂସ୍‌ରେ ରିଦ୍ଧିମାନ ଶାହଙ୍କ ୬୬ ଓ ଶୁଭମ ଦୁବେଙ୍କ ୭୧ ରନ୍‌ ବଳରେ ୩୧୨ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଏଥିସହ ଦଳ ପ୍ରଥମ ଇନିଂସ୍‌ରେ ୮୪ ରନ୍‌ର ଗୁରୁତ୍ଷପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲା।

ପ୍ରଥମ ଇନିଂସ୍‌ ପରି ଦ୍ୱିତୀୟ ଇନିଂସରେ ମଧ୍ୟ ୱେଷ୍ଟଇଣ୍ଡିଜ ଏ’ ଦଳ ଘୋର ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ବିଶେଷ କରି ନଦୀମ, ସିରାଜ ଓ ଦୁବେ ୱେଷ୍ଟଇଣ୍ଡିଜ ଏ’ ଟିମ୍‌ର ବ୍ୟାଟସ୍‌ମ୍ୟାନଙ୍କୁ ଅଡ଼ୁଆରେ ପକାଇଥିଲେ।

ନଦୀମ ଦ୍ୱିତୀୟ ଇନିଂସରେ ମଧ୍ୟ ୫ଟି ୱିକେଟ୍‌ ଦଖଲ କରିବାରୁ ଇଣ୍ଡିଜ୍ ଟିମ୍‌ ୧୮୦ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଭାରତକୁ ଏହି ଅନ ଅଫିସିଆଲ ମ୍ୟାଚ୍‌ଟିକୁ ଜିତିବା ପାଇଁ ୯୭ ରନ୍‌ର ଟାର୍ଗେଟ ମିଳିଥିଲା। ଏହି ଟାର୍ଗେଟକୁ ଭାରତୀୟ ଏ’ ଦଳ ମାତ୍ର ୩୦ ଓଭର୍‌ରେ ୪ ୱିକେଟ୍‌ ହରାଇ ହାସଲ କରି ନେଇଥିଲା।

ୱେଷ୍ଟଇଣ୍ଡିଜ୍‌ ଏ’ ଗସ୍ତରେ ଥିବା ଭାରତୀୟ ଦଳ ଏହି ୩ଟିକିଆ ଅନ୍‌ଅଫିସିଆଲ ଟେଷ୍ଟ ସିରିଜ୍‌ରେ ବର୍ତ୍ତମାନ ୧-୦ରେ ଆଗୁଆ ହୋଇଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story