ଅଷ୍ଟ୍ରେଲିଆକୁ ପ୍ରଥମ ସଫଳତା, ରୋହିତ୍ ଆଉଟ୍

ଲଣ୍ଡନ: ଲଗାତାର ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତ୍ କୁଲ୍ଟର-ନାଇଲଙ୍କ ବଲରେ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ବସିଥିଲେ । ରୋହିତ ଏହି ମ୍ୟାଚରେ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ । କିନ୍ତୁ ପରେ ସେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଅର୍ଦ୍ଧଶତକ ମାରିବା ପରେ […]

rohit

rohit

Hemant Lenka
  • Published: Sunday, 09 June 2019
  • Updated: 09 June 2019, 04:46 PM IST

Sports

Latest News

ଲଣ୍ଡନ: ଲଗାତାର ଭଲ ଫର୍ମରେ ଥିବା ରୋହିତ୍ ଶର୍ମା ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି । ଭାରତର ସ୍କୋର ୧୨୭ ଥିବା ବେଳେ ରୋହିତ୍ କୁଲ୍ଟର-ନାଇଲଙ୍କ ବଲରେ ୱିକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ ଦେଇ ବସିଥିଲେ । ରୋହିତ ଏହି ମ୍ୟାଚରେ ଆରମ୍ଭରୁ ଧିମା ବ୍ୟାଟିଂ କରିଥିଲେ ।

କିନ୍ତୁ ପରେ ସେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ଅର୍ଦ୍ଧଶତକ ମାରିବା ପରେ ରୋହିତ ଆକ୍ରମଣାତ୍ମକ ବ୍ୟାଟିଂ କରିବା ପ୍ରୟାସରେ ଆଉଟ୍ ହୋଇଥିଲେ । ଏହା ପୂର୍ବରୁ ରୋହିତ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚରେ ୧୨୨ ରନର ଶତକୀୟ ଇନିଂସ୍ ଖେଳି ଭାରତକୁ ଜିତାଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story