ସିନିୟର ଜାତୀୟ କରାଟେ ପ୍ରତିଯୋଗିତାରେ ଓଡିଶା ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ

ଗୋଆ: ଗେ।ଆରେ ଶେଷ ହେ।ଇଥିବା ସିନିୟର ପୁରୁଷ ଓ ମହିଳା କରଟେ ପ୍ରତିଯୋଗିତାରେ ଦଳଗତ ଭାବେ ଓଡିଶା ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେ।ଇଛି । ୨ଟି ସ୍ୱର୍ଣ୍ଣ ଓ ଗେ।ଟିଏ କାଂସ୍ୟ ପଦକ ସହ ଓଡିଶା ଏହି ସ୍ଥାନରେ ରହିଛି। ମଧ୍ୟପ୍ରଦେଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଷ୍ଟ୍ର ୨ୟ ଓ ଏସ.ଏସ.ସି.ବି. ୩ୟ ସ୍ଥାନ ଅଧିକାର କରିଛି । ରାଜ୍ୟରେ ମାର୍ସାଲ ଆର୍ଟର ଭିତ୍ତିଭୂମୀ ସୁଦୃଢ ନ ଥିବା ବେଳେ ପଦକ ‍କ୍ଷେତ୍ରରେ ଓଡିଶା […]

national marsalat

national marsalat

Rakesh Mallick
  • Published: Thursday, 02 March 2017
  • Updated: 03 March 2017, 11:19 AM IST

Sports

Latest News

ଗୋଆ: ଗେ।ଆରେ ଶେଷ ହେ।ଇଥିବା ସିନିୟର ପୁରୁଷ ଓ ମହିଳା କରଟେ ପ୍ରତିଯୋଗିତାରେ ଦଳଗତ ଭାବେ ଓଡିଶା ୪ର୍ଥ ସ୍ଥାନରେ ସନ୍ତୁଷ୍ଟ ହେ।ଇଛି । ୨ଟି ସ୍ୱର୍ଣ୍ଣ ଓ ଗେ।ଟିଏ କାଂସ୍ୟ ପଦକ ସହ ଓଡିଶା ଏହି ସ୍ଥାନରେ ରହିଛି।

ମଧ୍ୟପ୍ରଦେଶ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ମହାରାଷ୍ଟ୍ର ୨ୟ ଓ ଏସ.ଏସ.ସି.ବି. ୩ୟ ସ୍ଥାନ ଅଧିକାର କରିଛି । ରାଜ୍ୟରେ ମାର୍ସାଲ ଆର୍ଟର ଭିତ୍ତିଭୂମୀ ସୁଦୃଢ ନ ଥିବା ବେଳେ ପଦକ ‍କ୍ଷେତ୍ରରେ ଓଡିଶା ପଛରେ ପଡିଯାଉଛି। ଆସନ୍ତା ୨୦୨୦ ଅଲମ୍ପିକରେ କରାଟେକୁ  ସ୍ଥାନ ମିଳିଥିବାରୁ ରାଜ୍ୟରେ କ୍ରିଡାର ଉନ୍ନତି ପାଇଁ ରାଜ୍ୟ ସରକାର ଭୁବନେଶ୍ୱରରେ ଏକ ମାର୍ସାଲ ଆର୍ଟ ଏକାଡେମି ସ୍ଥାପନ କଲେ ରାଜ୍ୟରୁ ବହୁ ପ୍ରତିଭାବନ ଖେଳାଳି ବାହାରିବେ ବେ।ଲି ଓଡିଶା ରାଜ୍ୟ କରାଟେ ସଂଘର ସଂପାଦକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story