IPL-11: ଏହି ଖେଳାଳି ପ୍ରଥମ ବିଦେଶୀ ସ୍ପିନର୍‌ ଭାବେ ହାସଲ କଲେ ୧୦୦ ୱିକେଟ୍

ଆଇପିଏଲରେ ସୁନିଲ୍‌ ନାରେନ୍‌ଙ୍କ ନିଆରା ରେକର୍ଡ। ପ୍ରଥମ ବିଦେଶୀ ସ୍ପିନର୍‌ ଭାବେ ସେ ୧୦୦ଟି ୱିକେଟ୍‌ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଏହି ବୋଲର୍‌ ଏବେ କୋଲକାତା ଟିମ୍‌ରେ ଖେଳୁଛନ୍ତି। ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ନାରେନ୍‌ ନିଜର ଜଲ୍‌ୱା ଦେଖାଇଚାଲିଛନ୍ତି। ସୋମବାରା ଖେଳାଯାଇଥିବା ଦିଲ୍ଲୀ ଓ କୋଲକାତା ମ୍ୟାଚ୍‌ରେ ସୁନିଲ ନାରେନ୍‌ ୩ଟି ୱିକେଟ୍‌ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ନାରେନ୍ ମୋଟ୍ ୮୬ ମ୍ୟାଚ୍‌ ଖେଳି ୧୦୨ଟି ୱିକେଟ୍ ହାସଲ କରିଛନ୍ତି। […]

ssss

ssss

Rakesh Mallick
  • Published: Tuesday, 17 April 2018
  • Updated: 17 April 2018, 05:48 PM IST

ଆଇପିଏଲରେ ସୁନିଲ୍‌ ନାରେନ୍‌ଙ୍କ ନିଆରା ରେକର୍ଡ। ପ୍ରଥମ ବିଦେଶୀ ସ୍ପିନର୍‌ ଭାବେ ସେ ୧୦୦ଟି ୱିକେଟ୍‌ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ୍‌ର ଏହି ବୋଲର୍‌ ଏବେ କୋଲକାତା ଟିମ୍‌ରେ ଖେଳୁଛନ୍ତି। ବ୍ୟାଟିଂ ହେଉ ଅବା ବୋଲିଂ ସବୁଥିରେ ନାରେନ୍‌ ନିଜର ଜଲ୍‌ୱା ଦେଖାଇଚାଲିଛନ୍ତି। ସୋମବାରା ଖେଳାଯାଇଥିବା ଦିଲ୍ଲୀ ଓ କୋଲକାତା ମ୍ୟାଚ୍‌ରେ ସୁନିଲ ନାରେନ୍‌ ୩ଟି ୱିକେଟ୍‌ ହାସଲ କରି ଏହି ରେକର୍ଡର ଅଧିକାରୀ ହୋଇଛନ୍ତି। ନାରେନ୍ ମୋଟ୍ ୮୬ ମ୍ୟାଚ୍‌ ଖେଳି ୧୦୨ଟି ୱିକେଟ୍ ହାସଲ କରିଛନ୍ତି। ସର୍ବାଧିକ ୱିକେଟ୍‌ ନେଇଥିବା ବୋଲର୍‌ଙ୍କ ତାଲିକାରେ ସେ ୧୦ମ ସ୍ଥାନରେ ଅଛନ୍ତି।

ନାରେନ୍‌ଙ୍କ ପୂର୍ବରୁ ୪ଜଣ ଭାରତୀୟ ବୋଲର୍‌ ୧୦୦ଟି ୱିକେଟ୍‌ ହାସଲ କରିସାରିଛନ୍ତି। ଏହି ଚାରିଜଣ ହେଲେ ଅମିତ ମିଶ୍ରା ୧୩୪, ପିୟୁଷ ଚାୱଲା-୧୩୦, ହରଭଜନ ସିଂ-୧୨୯ ଓ ଆର୍‌ ଅଶ୍ୱିନ-୧୦୪ଟି ୱିକେଟ୍ ହାସଲ କରିଛନ୍ତି। ଆଇପିଏଲରେ ସବୁଠୁ ଅଧିକ ୱିକେଟ୍ ନେବାର ରେକର୍ଡ ଶ୍ରୀଲଙ୍କା ବୋଲର୍‌ ମାଲିଙ୍ଗାଙ୍କ ନାଁରେ ରହିଛି। ସେ ମୁମ୍ବାଇ ପକ୍ଷରୁ ୧୦୪ଟି ମ୍ୟାଚ୍‌ ଖେଳି ୧୫୪ ୱିକେଟ୍‌ ହାସଲ କରିଛନ୍ତି। ନିଲାମୀରେ ମାଲିଙ୍ଗାଙ୍କୁ କୌଣସି ଟିମ୍‌ କିଣିନଥିବା ବେଳେ ସେ ଏଥର ଆଇପିଏଲ୍‌ ଖେଳିବାରୁ ବଞ୍ଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story