ଟିମ୍‌ ଇଣ୍ଡିଆର ନୂଆ ଷ୍ଟ୍ରାଟେଜି: ୟଙ୍ଗ୍ ଓ ଅଭିଜ୍ଞ କମ୍ବିନେସନକୁ ନେଇ ହେବ ଏକ୍ସପେରିମେଣ୍ଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱ ଲିଗ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି। ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ। ଗତକାଲି ରିଓ ଅଲିମ୍ପିକ୍ସ ଚାମ୍ପିୟନ ତଥା ବିଶ୍ୱର ଶୀର୍ଷ ରାଙ୍କ ଟିମ୍ ଆର୍ଜେଣ୍ଟିନାକୁ ଘରୋଇ ଦଳ ୨-୦ରେ ହରାଇଥିବା ବେଳେ ଆଜି ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଡ୍ର ରହିଛି। ଡିଫେଣ୍ଡର ରୁପିନ୍ଦରପାଲ ସିଂ ଏବଂ ବୀରେନ୍ଦ୍ର ଲାକ୍ରାଙ୍କ କମବ୍ୟାକ ଟିମକୁ ଶକ୍ତିଶାଳୀ କରିଛି। ୧୮ଜଣିଆ ଭାରତୀୟ ଦଳରେ ୮ଜଣ ସିନିୟର ଓ ୧୦ଜଣ […]

hockey

hockey

Rakesh Mallick
  • Published: Tuesday, 28 November 2017
  • Updated: 28 November 2017, 08:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ବିଶ୍ୱ ଲିଗ୍ ଆରମ୍ଭ ପୂର୍ବରୁ ଟିମ୍ ଇଣ୍ଡିଆର ମନୋବଳ ବୃଦ୍ଧି। ଅଭ୍ୟାସ ମ୍ୟାଚରେ ଦମଦାର ପ୍ରଦର୍ଶନ। ଗତକାଲି ରିଓ ଅଲିମ୍ପିକ୍ସ ଚାମ୍ପିୟନ ତଥା ବିଶ୍ୱର ଶୀର୍ଷ ରାଙ୍କ ଟିମ୍ ଆର୍ଜେଣ୍ଟିନାକୁ ଘରୋଇ ଦଳ ୨-୦ରେ ହରାଇଥିବା ବେଳେ ଆଜି ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଡ୍ର ରହିଛି। ଡିଫେଣ୍ଡର ରୁପିନ୍ଦରପାଲ ସିଂ ଏବଂ ବୀରେନ୍ଦ୍ର ଲାକ୍ରାଙ୍କ କମବ୍ୟାକ ଟିମକୁ ଶକ୍ତିଶାଳୀ କରିଛି। ୧୮ଜଣିଆ ଭାରତୀୟ ଦଳରେ ୮ଜଣ ସିନିୟର ଓ ୧୦ଜଣ ଜୁନିୟର ଖେଳାଳି ରହିଛନ୍ତି। ସିନିୟର ଖେଳାଳିଙ୍କ ପାଖରେ ଶହେରୁ ୨ଶହ ପର୍ଯ୍ୟନ୍ତ ଆନ୍ତର୍ଜାତିକ ମ୍ୟାଚରେ ଅଭିଜ୍ଞତା ରହିଛି। ଅନ୍ୟପକ୍ଷରେ ଯୁବ ଖେଳାଳିଙ୍କ ମଧ୍ୟରୁ ଅଧିକାଂଶ, ଗତବର୍ଷ ଜୁନିୟର ବିଶ୍ୱ ଚାମ୍ପିୟନସିପ ଟାଇଟଲ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ଥିଲେ। ତେଣୁ ୟଙ୍ଗ୍ ଓ ଅଭିଜ୍ଞ କମ୍ବିନେସନ ଟିମକୁ ବଡ଼ ଫାଇଦା ଦେବ ବୋଲି କ୍ୟାପଟେନ୍ ଆଶା ରଖିଛନ୍ତି।

ପ୍ରତି ମ୍ୟାଚରେ ଚାଲେଞ୍ଜ ଅନୁଯାୟୀ ଟିମ୍ ଇଣ୍ଡିଆ ପ୍ରସ୍ତୁତ କରିବ ଷ୍ଟ୍ରାଟେଜି। ପୁଲ୍-ବିରେ ସ୍ଥାନ ପାଇଥିବା ଅଷ୍ଟ୍ରେଲିଆ, ଇଂଲଣ୍ଡ ଓ ଜର୍ମାନୀ ଟିମରେ ଭିଡିଓ ଆନାଲିସିସ୍ କରିବ ଟିମ୍ ଇଣ୍ଡିଆ। ପ୍ରଥମ ମ୍ୟାଚରେ ମୁକାବିଲା ହେବ ଡିଫେଣ୍ଡିଙ୍ଗ ଚାମ୍ପିୟନ ଅଷ୍ଟ୍ରେଲିଆ ସହ। ୨ ତାରିଖରେ ଇଂଲଣ୍ଡ ଓ ୪ ତାରିଖରେ ଜର୍ମାନୀ ସହ ହେବ ମୁକାବିଲା। ସେପଟେ ଘରୋଇ ଦଳକୁ ଘରୋଇ ମାଟିରେ କଡା ଟକ୍କର ଦେବା ପାଇଁ ଭୁବନେଶ୍ୱରରେ ପହଞ୍ଚି ଜୋରଦାର ଅଭ୍ୟାସ କରୁଛନ୍ତି ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଜର୍ମାନୀ ଟିମ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story