କଳିଙ୍ଗ ଷ୍ଟାଡ଼ିୟମରେ ନୂଆ ସୁଇମିଂପୁଲ କମ୍ପ୍ଲେକ୍ସ : ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ଏବେ ସମ୍ଭବ

ବହୁ ବାଦ ବିବାଦ ପରେ ଶେଷରେ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ସୁଇମିଙ୍ଗପୁଲ କମ୍ପ୍ଲେକ୍ସ। ପୁରୁଣା ସୁଇମିଂ ପୁଲକୁ ଭାଙ୍ଗି ନୂତନ ଭାବେ ଏହି ସୁଇମିଂ ପୁଲ ତିଆରି କରାଯାଇଥିବାବେଳେ ଏବେ ଖାଲି ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନକୁ। ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫କୋଟି ଟଙ୍କା। ଏବେ ଏହାର ରୂପ ରେଖ ଏବେ ବଦଳି ଯାଇଛି। ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ହେଲା ଭଳି ଏଠାରେ […]

swiming poll

swiming poll

Rakesh Mallick
  • Published: Tuesday, 01 May 2018
  • Updated: 01 May 2018, 07:58 PM IST

ବହୁ ବାଦ ବିବାଦ ପରେ ଶେଷରେ ନିର୍ଦ୍ଧାରିତ ସମୟରେ ଶେଷ ହୋଇଛି ଭୁବନେଶ୍ୱର କଳିଙ୍ଗ ଷ୍ଟାଡ଼ିୟମ ପରିସରରେ ଥିବା ବିଜୁ ପଟ୍ଟନାୟକ ସୁଇମିଙ୍ଗପୁଲ କମ୍ପ୍ଲେକ୍ସ। ପୁରୁଣା ସୁଇମିଂ ପୁଲକୁ ଭାଙ୍ଗି ନୂତନ ଭାବେ ଏହି ସୁଇମିଂ ପୁଲ ତିଆରି କରାଯାଇଥିବାବେଳେ ଏବେ ଖାଲି ଅପେକ୍ଷା ମୁଖ୍ୟମନ୍ତ୍ରୀଙ୍କ ଉଦଘାଟନକୁ। ଏଥିପାଇଁ ଖର୍ଚ୍ଚ ହୋଇଛି ପ୍ରାୟ ୫କୋଟି ଟଙ୍କା। ଏବେ ଏହାର ରୂପ ରେଖ ଏବେ ବଦଳି ଯାଇଛି। ଜାତୀୟ ଏବଂ ଆନ୍ତର୍ଜାତିକ ସ୍ତରର ପ୍ରତିଯୋଗିତା ହେଲା ଭଳି ଏଠାରେ ରହିଛି ସମସ୍ତ ସୁବିଧା। ପୂର୍ବରୁ ଏଠାରେ ୮ଲେନ୍ ରହିଥିବାବେଳେ, ବର୍ତ୍ତମାନ ଏହାକୁ ବଢାଯାଇ ୧୦ ଲେନ ବିଶିଷ୍ଟ ସୁଇମିଙ୍ଗପୁଲ କରାଯାଇଛି।

୨୦୦୭- ୮ ମସିହାରେ ପ୍ରାୟ ୫କୋଟି ବ୍ୟୟରେ ନିର୍ମାଣ ହୋଇଥିଲା ଡାଇଭିଂ ପୁଲ ଏବଂ ସୁଇମିଙ୍ଗପୁଲ।  ଡାଇଭିଂ ପୁଲ ପ୍ରତି ସନ୍ତରଣକାରୀ ମାନଙ୍କ ଆଗ୍ରହ ନଥିବା କାରଣରୁ  ନିର୍ମାଣ ହେବାଦିନ ଠାରୁ ଅଦରକାରୀ ଭାବେ ପଡିରହିଥିଲା। ନଭେମ୍ବର ମାସରେ ହେବାକୁ ଥିବା ବିଶ୍ୱକପ ହକି ପାଇଁ ଆବଶ୍ୟକ ୨୦ହଜାର ବିଶିଷ୍ଟ ଦର୍ଶକ ଗ୍ୟାଲେରୀ ନିର୍ମାଣ ଲାଗି ପୁରୁଣା ସୁଇମିଙ୍ଗପୁଲର କିଛି ଅଂଶ ଭଂଗା ଯାଇଥିଲା। ଏହାପରେ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ୫୦ ମିଟର ଦୂରତା ବିଶିଷ୍ଟ ସୁଇମିଙ୍ଗପୁଲ ନିର୍ମାଣ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story