ଇତିହାସ ରଚିଲା ନ୍ୟୁଜିଲ୍ୟାଣ୍ଡ: ପ୍ରଥମଥର ୧ନଂ ସ୍ଥାନରେ ପହଞ୍ଚିଲା

ଅକଲାଣ୍ଡ: କେନ୍‌ ୱିଲିୟମସନଙ୍କ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିବାର କୀର୍ତ୍ତିମାନ ସ୍ଥାପନ କରିଛି। ପାକିସ୍ତାନକୁ ଗୋଟିଏ ଇନିଂସ୍‌ ଓ ୧୭୬ ରନ୍‌ରେ ପରାସ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି। ଏବେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଓ ଭାରତ ତୃତୀୟ ସ୍ଥାନକୁ ଖସି ଆସିଛି। ନ୍ୟୁଜିଲ୍ୟାଣ୍ଡ ପାଖରେ ୧୧୮ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ […]

y

y

Hemant Lenka
  • Published: Wednesday, 06 January 2021
  • Updated: 06 January 2021, 05:20 PM IST

Sports

Latest News

ଅକଲାଣ୍ଡ: କେନ୍‌ ୱିଲିୟମସନଙ୍କ ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ କ୍ରିକେଟରେ ଇତିହାସ ସୃଷ୍ଟି କରିଛି। ପ୍ରଥମଥର ପାଇଁ ନ୍ୟୁଜିଲ୍ୟାଣ୍ଡ ଆଇସିସି ଟେଷ୍ଟ ରାଙ୍କିଙ୍ଗର ଏକ ନମ୍ବର ସ୍ଥାନରେ ପହଞ୍ଚିବାର କୀର୍ତ୍ତିମାନ ସ୍ଥାପନ କରିଛି। ପାକିସ୍ତାନକୁ ଗୋଟିଏ ଇନିଂସ୍‌ ଓ ୧୭୬ ରନ୍‌ରେ ପରାସ୍ତ କରିବା ପରେ ନ୍ୟୁଜିଲ୍ୟାଣ୍ଡ ନାଁରେ ଏହି ରେକର୍ଡ ଯୋଡ଼ି ହୋଇଯାଇଛି।

ଏବେ ଅଷ୍ଟ୍ରେଲିଆ ଦ୍ୱିତୀୟ ସ୍ଥାନରେ ଓ ଭାରତ ତୃତୀୟ ସ୍ଥାନକୁ ଖସି ଆସିଛି। ନ୍ୟୁଜିଲ୍ୟାଣ୍ଡ ପାଖରେ ୧୧୮ ପଏଣ୍ଟ ଥିବା ବେଳେ ଅଷ୍ଟ୍ରେଲିଆ ପାଖରେ ୧୧୬ ଓ ଭାରତ ପାଖରେ ୧୧୪ ପଏଣ୍ଟ ରହିଛି।

କିଛି ଦିନ ତଳେ ଦଳର ଅଧିନାୟକ କେନ୍‌ ୱିଲିୟମସନ ଟେଷ୍ଟ ବ୍ୟାଟସମ୍ୟାନ ରାଙ୍କର ୧ନଂ ସ୍ଥାନରେ ପହଞ୍ଚିଥିଲେ। ଏବେ ପାକିସ୍ତାନ ବିପକ୍ଷ ଟେଷ୍ଟ ସିରିଜ୍‌କୁ ୨-୦ରେ ମୂଳପୋଛ କରି କ୍ୱିୱି ଟିମ୍‌ ମଧ୍ୟ ଆଇସିସି ଟେଷ୍ଟ ଟିମ୍‌ ରାଙ୍କିଙ୍ଗର ୧ନଂରେ ପହଞ୍ଚି ଯାଇଛି। ପାକିସ୍ତାନ ବିପକ୍ଷ ଦୁଇଟି ଯାକ ଟେଷ୍ଟରେ ୱିଲିୟମସନ ଦୁଇ ଶତକ ହାସଲ କରିଛନ୍ତି।

ନ୍ୟୁଜିଲ୍ୟାଣ୍ଡ ଟେଷ୍ଟ ରାଙ୍କିଙ୍ଗର ୧ନଂ ସ୍ଥାନରେ ପହଞ୍ଚିବା ପଛରେ ୱିଲିୟମସନ ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଯଥେଷ୍ଟ ଅବଦାନ ରହିଥିବା କହିଛନ୍ତି। ଆଜି ମ୍ୟାଚ୍‌ ଜିତିବା ପରେ ମ୍ୟାକକୁଲମ ହିଁ ତାଙ୍କୁ ବିଜୟର ଟ୍ରଫି ଦେଇଥିଲେ। ୱିଲିୟମସନ କହିଛନ୍ତି, ମ୍ୟାକକୁମଲମଙ୍କ ଅଧିନାୟକ ବେଳରୁ ହିଁ ନ୍ୟୁଜିଲ୍ୟାଣ୍ଡ ଟିମ୍‌ ସଂସ୍କୃତିରେ ପରିବର୍ତ୍ତନ ଆସିଥିଲା।

ଏହାକୁ ଆଗକୁ ନେବା ପାଇଁ ଆମେ ଚେଷ୍ଟା ଜାରି ରଖିଥିଲୁ। ୧ନଂ ସ୍ଥାନରେ ପହଞ୍ଚିବା ପାଇଁ ଅନେକ କଠିନ ପରିଶ୍ରମ କରିବାକୁ ପଡ଼ିଛି। ଏହା ଆମ ପାଇଁ ସ୍ୱତନ୍ତ୍ର ମୁହୂର୍ତ୍ତ। ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିବା ନିଶ୍ଚିତ ଭାବେ ଭଲ ଖବର। ବ୍ରେଣ୍ଡନଙ୍କ ଅଧିନାୟକତ୍ୱ ସମୟରେ ଦଳରେ ଆଶ୍ଚର୍ଯ୍ୟ ଚକିତ କରିବା ଭଳି ପରିବର୍ତ୍ତନ ହୋଇଥିଲା।

ଭବିଷ୍ୟତକୁ ଦୃଷ୍ଟିରେ ରଖି ପରିବର୍ତ୍ତନ ଆରମ୍ଭ ହୋଇଥିଲା। ଆମେ କେବଳ ସେହି ଧାରାକୁ ଆଗକୁ ନେଇଥିଲୁ। ସମସ୍ତଙ୍କ ଯୋଗଦାନ ବଳରେ ଏହି ସଫଳତା ମିଳିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story