ୱିଲିୟମସନଙ୍କ କ୍ରମାଗତ ଦ୍ୱିତୀୟ ଶତକ, ନ୍ୟୁଜିଲ୍ୟାଣ୍ଡ୍ ୨୯୧/୮

ମ୍ୟାଞ୍ଚେଷ୍ଟର୍: ଚଳିତ ବିଶ୍ୱକପର ୨୯ତମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ କମ୍ରାଗତ ଦ୍ୱିତୀୟ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୧ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ୱେଷ୍ଟଇଣ୍ଡିଜକୁ ୨୯୨ ରନ୍ କରିବାକୁ ପଡ଼ିବ। ୱିଲିୟମସନ୍ ୧୫୪ ବଲରେ ୧୪ ଚୌକା ଓ ୧ ଛକା ରନ୍ କରିଛନ୍ତି। ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ […]

KANE

KANE

Hemant Lenka
  • Published: Saturday, 22 June 2019
  • Updated: 22 June 2019, 10:01 PM IST

Sports

Latest News

ମ୍ୟାଞ୍ଚେଷ୍ଟର୍: ଚଳିତ ବିଶ୍ୱକପର ୨୯ତମ ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ୍ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ କ୍ୟାପଟେନ୍ କେନ୍ ୱିଲିୟମସନଙ୍କ କମ୍ରାଗତ ଦ୍ୱିତୀୟ ଶତକ ବଳରେ ନ୍ୟୁଜିଲ୍ୟାଣ୍ଡ୍ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୯୧ ରନ୍ କରିଛି। ଫଳରେ ଏହି ମ୍ୟାଚକୁ ଜିତିବା ପାଇଁ ୱେଷ୍ଟଇଣ୍ଡିଜକୁ ୨୯୨ ରନ୍ କରିବାକୁ ପଡ଼ିବ। ୱିଲିୟମସନ୍ ୧୫୪ ବଲରେ ୧୪ ଚୌକା ଓ ୧ ଛକା ରନ୍ କରିଛନ୍ତି।

ଓଲ୍ଡ ଟ୍ରାଫର୍ଡରେ ଖେଳାଯାଇଥିବା ଏହି ମ୍ୟାଚରେ ୱେଷ୍ଟଇଣ୍ଡିଜ୍ କ୍ୟାପଟେନ୍ ଜେସନ୍ ହୋଲ୍ଡର ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ୱେଷ୍ଟଇଣ୍ଡିଜର ଷ୍ଟ୍ରାଇକ୍ ବୋଲର ଶେଲଡନ୍ କଟ୍ଟରେଲ୍ ମ୍ୟାଚର ପ୍ରଥମ ଓଭରରେ ନ୍ୟୁଜିଲ୍ୟାଣ୍ଡର ଦୁଇ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ଓ କଲିନ୍ ମୁନରୋଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ।

ତେବେ ନ୍ୟୁଜିଲ୍ୟାଣ୍ଡକୁ ଏହି ସଙ୍କଟରୁ ରକ୍ଷା କରିଥିଲେ ୱିଲିୟମସନ୍ ଓ ରସ୍ ଟେଲର। ଦୁହେଁ ଧୈର୍ଯ୍ୟର ସହ ବ୍ୟାଟିଂ କରି ଟିମ୍ ସ୍କୋରକୁ ଆଗକୁ ବଢ଼ାଇଥିଲେ। ୱିଲିୟମସନ୍ ୭୫ ବଲରେ ଏବଂ ଟେଲର ୬୮ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ତୃତୀୟ ୱିକେଟ୍ ପାଇଁ ଏହି ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ୧୬୦ ରନର ଶତକୀୟ ଭାଗୀଦାରୀ କରିଥିଲେ।

ଟେଲର୍ ୬୯ (୯୫ ବଲ୍, ୭ ଚୌକା) ରନ୍ କରିଥିବା ବେଳେ କ୍ରିସ୍ ଗେଲଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଟମ୍ ଲାଥାମ (୧୨) ନିରାଶ କରିଥିଲେ। ତେବେ ଏହା ମଧ୍ୟରେ ୱିଲିୟମସନ୍ ଜବରଦସ୍ତ ବ୍ୟାଟିଂ କରି କ୍ୟାରିୟରର ୧୩ତମ ଶତକ ପୂରଣ କରିଥିଲେ। ଶତକ ପରେ ୱିଲିୟମସନ୍ ଆକ୍ରମଣାତ୍ମକ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ତାଙ୍କୁ ଜେମ୍ସ ନିଶାମ ଭରପୂର ସହଯୋଗ କରିଥିଲେ।

ଟିମ୍ ସ୍କୋର ୨୫୧ ଥିବା ବେଳେ ୱିଲିୟମସନଙ୍କୁ କଟ୍ଟରେଲ୍ ଆଉଟ୍ କରିଥିଲେ। ନିଶାମ, କଲିନ୍ ଡି'ଗ୍ରାଣ୍ଡହୋମ୍ (୧୬) ଓ ମିଚେଲ୍ ସାଣ୍ଟନର (୧୦) ଦ୍ରୁତ ରନ୍ କରି ନ୍ୟୁଜିଲ୍ୟାଣ୍ଡ୍ ସ୍କୋରକୁ ୨୯୧ ରନରେ ପହଞ୍ଚାଇଥିଲେ । ତେବେ ସାଣ୍ଟନର ୨୮ (୨୩ ବଲ୍, ୧ ଚୌକା, ୧ ଛକା) ରନ୍ କରି ଆଉଟ୍ ହୋଇଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କଟ୍ଟରେଲ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story