ଭାରତର ବ୍ୟାଟିଂ, ଉଭୟ ଦଳରେ ଏକାଧିକ ପରିବର୍ତ୍ତନ

ୱେଲଙ୍ଗିଟନ: ଆଗୁଆ ସିରିଜ୍‌ ଜିତି ସାରିଥିବା ଟିମ ଇଣ୍ଡିଆ ଆଜି ୪ର୍ଥ ଟି-୨୦ ଖେଳିବାକୁ ୱେଲଙ୍ଗିଟନ ମିଇଦାନକୁ ଓହ୍ଲାଇଛି। ଆଜି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦଳର ନିୟମିତ କ୍ୟାପ୍ଟେନ କେନ୍‌ ୱିଲିୟମସନ ଶେଷ ମୁହୂର୍ତ୍ତରେ ଦଳରୁ ବାଦ ପଡ଼ିଛନ୍ତି। ଅଭ୍ୟାସ ବେଳେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଛି। ୱିଲିୟମସନଙ୍କ ବଦଳରେ ଟିମ ସାଉଦି ଦଳର ନେତୃତ୍ୱ ନେଉଛନ୍ତି। ସାଉଦି ଟସ ଜିତି ବିରାଟ ବାହୀନଙ୍କୁ ବ୍ୟାଟିଂ […]

en

en

Hemant Lenka
  • Published: Friday, 31 January 2020
  • Updated: 31 January 2020, 12:17 PM IST

Sports

Latest News

ୱେଲଙ୍ଗିଟନ: ଆଗୁଆ ସିରିଜ୍‌ ଜିତି ସାରିଥିବା ଟିମ ଇଣ୍ଡିଆ ଆଜି ୪ର୍ଥ ଟି-୨୦ ଖେଳିବାକୁ ୱେଲଙ୍ଗିଟନ ମିଇଦାନକୁ ଓହ୍ଲାଇଛି। ଆଜି ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଦଳର ନିୟମିତ କ୍ୟାପ୍ଟେନ କେନ୍‌ ୱିଲିୟମସନ ଶେଷ ମୁହୂର୍ତ୍ତରେ ଦଳରୁ ବାଦ ପଡ଼ିଛନ୍ତି।

ଅଭ୍ୟାସ ବେଳେ ତାଙ୍କ ବାମ କାନ୍ଧରେ ଆଘାତ ଲାଗିଛି। ୱିଲିୟମସନଙ୍କ ବଦଳରେ ଟିମ ସାଉଦି ଦଳର ନେତୃତ୍ୱ ନେଉଛନ୍ତି। ସାଉଦି ଟସ ଜିତି ବିରାଟ ବାହୀନଙ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛନ୍ତି।

ଭାରତୀୟ ଦଳରେ ଆଜି ଏକାଧିକ ପରିବର୍ତ୍ତନ ହୋଇଛି। ଟପ ଫର୍ମରେ ଥିବା ରୋହିତ ଶର୍ମା, ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କୁ ଆଜି ଟିମ ମ୍ୟାନେଜମେଣ୍ଟ ବିଶ୍ରାମ ଦେଇଛି। ସେହିପରି ସଞ୍ଜୁ ସାମସନ ଅଭିଜ୍ଞ ରାହୁଲଙ୍କ ସହ ଇନିଂସ ଆରମ୍ଭ କରିବେ।

ଶାମିଙ୍କ ବଦଳରେ ନଭଦୀପ ସୈନି ଓ ଜାଡେଜାଙ୍କ ବଦଳରେ ୱାଶିଂଟନ ସୁନ୍ଦରଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି। ଭାରତ ସିରିଜ୍‌ ଜିତି ସାରିଥିବାରୁ ଦଳରେ ଏଭଳି ପରିବର୍ତ୍ତନ କରିଛି। ସାମସନଙ୍କୁ ସୁଯୋଗ ମିଳିଥିଲେ ହେଁ ରିଷଭ ପନ୍ତଙ୍କୁ ବେଞ୍ଚରେ ବସିବାକୁ ପଡ଼ିଛି।

ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ ଟିମ୍‌ରେ ୱିଲିୟମସନଙ୍କ ବଦଳରେ ଡାର୍ଲି ମିଚେଲ ଓ ଗ୍ରାଣ୍ଡହୋମଙ୍କ ବଦଳରେ ଟମ ବ୍ରୁସଙ୍କୁ ସୁଯୋଗ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story