ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ନ୍ୟୁଜିଲ୍ୟାଣ୍ଡ୍, ସାଉଦି ବାଦ୍

କାର୍ଡିଫ୍: ଚଳିତ ବିଶ୍ୱକପର ଶନିବାର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗତ ସଂସ୍କରଣର ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡ ଏବଂ ୧୯୯୬ର ବିଜେତା ଶ୍ରୀଲଙ୍କା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ତା’ର ମୁଖ୍ୟ ପେସ୍ ବୋଲର ଟିମ୍ ସାଉଦିଙ୍କ ବିନା ଓହ୍ଲାଇଛି। ସାଉଦି ଅନଫିଟ୍ ଥିବାରୁ ଏହି ମ୍ୟାଚ୍ ଖେଳିପାରି ନାହାନ୍ତି। ସେହିପରି ହେନରୀ ନିକୋଲ୍ସ […]

wc-3

wc-3

Hemant Lenka
  • Published: Saturday, 01 June 2019
  • Updated: 01 June 2019, 03:01 PM IST

Sports

Latest News

କାର୍ଡିଫ୍: ଚଳିତ ବିଶ୍ୱକପର ଶନିବାର ତୃତୀୟ ମ୍ୟାଚରେ ମୁହାଁମୁହିଁ ହୋଇଛନ୍ତି ଗତ ସଂସ୍କରଣର ରନର୍ସଅପ୍ ନ୍ୟୁଜିଲ୍ୟାଣ୍ଡ ଏବଂ ୧୯୯୬ର ବିଜେତା ଶ୍ରୀଲଙ୍କା। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରିବ।

ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ତା'ର ମୁଖ୍ୟ ପେସ୍ ବୋଲର ଟିମ୍ ସାଉଦିଙ୍କ ବିନା ଓହ୍ଲାଇଛି। ସାଉଦି ଅନଫିଟ୍ ଥିବାରୁ ଏହି ମ୍ୟାଚ୍ ଖେଳିପାରି ନାହାନ୍ତି। ସେହିପରି ହେନରୀ ନିକୋଲ୍ସ ମଧ୍ୟ ଆହତ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ପଡ଼ିଛନ୍ତି। ଟିମରେ ଏକମାତ୍ର ସ୍ପିନର୍ ଭାବେ ମିଚେଲ୍ ସାଣ୍ଟନରଜ ସ୍ଥାନ ପାଇଛନ୍ତି। ସାଉଦିଙ୍କ ସ୍ଥାନରେ ମ୍ୟାଟ୍ ହେନରୀ ଖେଳୁଛନ୍ତି।

ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମରେ ସେଭଳି ଖାସ୍ ପରିବର୍ତ୍ତନ ହୋଇନାହିଁ। ଶ୍ରୀଲଙ୍କା ଟିମରେ ଚାରିଜଣ ପେସର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଭେଟେରାନ୍ ଲସିଥ୍ ମାଲିଙ୍ଗା, ସୁରଙ୍ଗା ଲାକମଲ, ଇସୁରୁ ଉଦାନା ଏବଂ ଥିସାରା ପରେରା। ଶ୍ରୀଲଙ୍କା ଟିମ୍ କ୍ୟାପଟେନ୍ ଦିମୁତ କରୁଣାରତ୍ନେଙ୍କ ସହ ଲାହିରୁ ଥିରିମାନେ ଇନିଂସ୍ ଓପନ୍ କରିବେ।

ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ: ମାର୍ଟିନ୍ ଗପ୍ଟିଲ୍, କଲିନ୍ ମୁନରୋ, କେନ୍ ୱିଲିୟମସନ୍ (ଅଧିନାୟକ), ରସ୍ ଟେଲର, ଟମ୍ ଲାଥାମ (ୱିକେଟକିପର), ଜେମ୍ସ ନିଶାମ, କଲିନ୍ ଡି'ଗ୍ରାଣ୍ଡହୋମ୍, ମିଚେଲ୍ ସାଣ୍ଟନର, ମ୍ୟାଟ୍ ହେନରୀ, ଲକି ଫର୍ଗୁସନ୍, ଟ୍ରେଣ୍ଟ ବୋଲ୍ଟ।

ଶ୍ରୀଲଙ୍କା ଏକାଦଶ: ଦିମୁତ କରୁଣାରତ୍ନେ (ଅଧିନାୟକ), ଲାହିରୁ ଥିରିମାନେ, କୁଶଲ ପରେରା (ୱିକେଟକିପର), କୁଶଲ ମେଣ୍ଡିସ୍, ଆଞ୍ଜେଲୋ ମାଥ୍ୟୁସ୍, ଧନଞ୍ଜନ ଡି'ସିଲଭା, ଜୀବନ ମେଣ୍ଡିସ, ଥିସାରା ପରେରା, ଇସୁରୁ ଉଦାନା, ସୁରଙ୍ଗା ଲାକମଲ, ଲସିଥ୍ ମାଲିଙ୍ଗା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story