୨୦୨୩ ଆଇସିସି ବିଶ୍ୱକପ୍‌ କେଉଁଠି ଏବଂ କେବେ, ଜାଣନ୍ତୁ

ନୂଆଦିଲ୍ଲୀ: ୨୦୧୯ ଆଇସିସି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଆସନ୍ତାକାଲି ଐତିହାସିକ ଲର୍ଡସରେ ଖେଳାଯିବ। ଏହାପରେ କ୍ରିକେଟପ୍ରେମୀ ୪ ବର୍ଷ ପାଇଁ ପରବର୍ତ୍ତୀ ବିଶ୍ୱକପକୁ ଅପେକ୍ଷା କରିବେ। ଚଳିତ ବର୍ଷ ଭାରତ ଇଂଲଣ୍ଡ ମାଟିରେ ଖେଳାଯାଉଥିବା ବିଶ୍ୱକପ୍‌ର ୧୨ତମ ସଂସ୍କରଣରେ ଚାମ୍ପିୟନ ହେବ ବୋଲି ସମସ୍ତେ ଆଶା ରଖିଥିଲେ। ହେଲେ ଏହି ଆଶା ସେମିଫାଇନାଲ୍‌ରେ ହିଁ ଧୂଳିସାତ ହୋଇଗଲା। ତେବେ ୨୦୨୩ରେ ବିଶ୍ୱକପ୍‌ ଜିତିବାକୁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ୨୦୧୧ ପରି ୨୦୨୩ରେ ଭାରତ […]

sa

sa

Hemant Lenka
  • Published: Saturday, 13 July 2019
  • Updated: 13 July 2019, 03:53 PM IST

ନୂଆଦିଲ୍ଲୀ: ୨୦୧୯ ଆଇସିସି ବିଶ୍ୱକପ୍‌ର ଫାଇନାଲ ମ୍ୟାଚ ଆସନ୍ତାକାଲି ଐତିହାସିକ ଲର୍ଡସରେ ଖେଳାଯିବ। ଏହାପରେ କ୍ରିକେଟପ୍ରେମୀ ୪ ବର୍ଷ ପାଇଁ ପରବର୍ତ୍ତୀ ବିଶ୍ୱକପକୁ ଅପେକ୍ଷା କରିବେ। ଚଳିତ ବର୍ଷ ଭାରତ ଇଂଲଣ୍ଡ ମାଟିରେ ଖେଳାଯାଉଥିବା ବିଶ୍ୱକପ୍‌ର ୧୨ତମ ସଂସ୍କରଣରେ ଚାମ୍ପିୟନ ହେବ ବୋଲି ସମସ୍ତେ ଆଶା ରଖିଥିଲେ।

ହେଲେ ଏହି ଆଶା ସେମିଫାଇନାଲ୍‌ରେ ହିଁ ଧୂଳିସାତ ହୋଇଗଲା। ତେବେ ୨୦୨୩ରେ ବିଶ୍ୱକପ୍‌ ଜିତିବାକୁ ଭାରତ ପାଖରେ ସୁବର୍ଣ୍ଣ ସୁଯୋଗ ରହିଛି। କାରଣ ୨୦୧୧ ପରି ୨୦୨୩ରେ ଭାରତ ହିଁ ବିଶ୍ୱକପ୍‌ ଆୟୋଜନ କରିବ। ବିଶ୍ୱକପ୍‌ ୨୦୨୩ ଫେବୃଆରୀ ୯ରୁ ମାର୍ଚ୍ଚ ୨୬ ଯାଏ ଭାରତରେ ଖେଳାଯିବ। ୨୦୧୯ ପରି ୨୦୨୩ରେ ମଧ୍ୟ ଆଇସିସି ବିଶ୍ୱକପ୍‌ରେ ରାଉଣ୍ଡ ରବିନ ଫର୍ମାଟରେ ଟୁର୍ଣ୍ଣାମେଣ୍ଟ କରିବ। ୧୦ଟି ଟିମ୍‌ ଏଥିରେ ଭାଗ ନେବେ।

ଏହାପୂର୍ବରୁ ଭାରତ ୧୯୮୭, ୧୯୯୬ ଓ ୨୦୧୧ରେ ବେଶ ସଫଳତାର ସହ ବିଶ୍ୱକପ୍‌ ଆୟୋଜନ କରିଥିଲା। ତେବେ ଏହି ୩ଟି ଯାକ ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଭାରତ ଏସିଆ ମହାଦେଶର ଅନ୍ୟ ରାଷ୍ଟ୍ରଗୁଡ଼ିକ ସହ ମିଶି ଆୟୋଜନ କରିଥିଲା। ହେଲେ ୨୦୨୩ରେ ବିଶ୍ୱକପ୍‌ର ସବୁ ମ୍ୟାଚ୍‌ ଭାରତ ଏକାକୀ ଆୟୋଜନ କରିବ।

ଇଂଲଣ୍ଡ ସର୍ବାଧିକ ୫ଥର(୧୯୭୫, ୧୯୭୯, ୧୯୮୩, ୧୯୯୯ ଓ ୨୦୧୯) ବିଶ୍ୱକପ୍‌ ଆୟୋଜନ କରିଛି। ଏହା ମଧ୍ୟରୁ ଇଂଲଣ୍ଡ କେବଳ ୧୯୭୫ ଓ ୧୯୭୯ ଏକାକୀ ବିଶ୍ୱକପ୍‌ ହୋଷ୍ଟ କରିଥିଲା। ବାକି ବିଶ୍ୱକପ୍‌ ଟୁର୍ଣ୍ଣାମେଣ୍ଟ ଗୁଡ଼ିକ ଆୟର୍ଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନେଦରଲ୍ୟାଣ୍ଡସ୍‌ ଓ ୱେଲଶ୍ ସହ ମିଶି ଇଂଲଣ୍ଡ ଆୟୋଜନ କରିଥିଲା।

୧୯୮୭ରେ ଭାରତ ଓ ପାକିସ୍ତାନ ମିଳିତ ଭାବେ ବିଶ୍ୱକପ୍‌ ଆୟୋଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story