ନେମାରଙ୍କ ତୁଳନାରେ ବିରାଟ ଗରିବ: ଜାଣନ୍ତୁ ରହିବା ପାଇଁ କେତେ ଟଙ୍କା ଖର୍ଚ୍ଚ କରନ୍ତି ଏହି ଦୁଇ ଷ୍ଟାର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠୁ ଲୋକପ୍ରିୟ ସଫଳ କ୍ରିକେଟର୍ ଏଥିରେ ସନ୍ଦେହ ନାହିଁ। କ୍ରିକେଟ୍‌ ଠାରୁ ଆରମ୍ଭ କରି ବିଜ୍ଞାପନ କ୍ଲବରେ ମଧ୍ୟ ବିରାଟ ପ୍ରଥମ ପସନ୍ଦ। ୨୯ ବର୍ଷ ବିୟସର ବିରାଟ ୩୯୦ କୋଟି ଟଙ୍କାର ମାଲିକ ହୋଇସାରିଲେଣି।ଏତେ କମ୍‌ ବୟସରେ ସେ ସବୁଠୁ ଧନି କ୍ରିକେଟର୍‌ ହୋଇପାରିଛନ୍ତି। ଅନ୍ୟପଟେ ଦୁନିଆର ସବୁଠୁ ଧନୀ ଫୁଟବଲରଙ୍କ ମଧ୍ୟରୁ ବ୍ରାଜିଲର ନେମାର୍‌ ବେଶ ଚର୍ଚ୍ଚିତ। ନେମାରଙ୍କୁ ଯେତେବେଳେ ୨୫ ବର୍ଷ […]

neymar-home-3_1518872319

neymar-home-3_1518872319

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 03:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ସବୁଠୁ ଲୋକପ୍ରିୟ ସଫଳ କ୍ରିକେଟର୍ ଏଥିରେ ସନ୍ଦେହ ନାହିଁ। କ୍ରିକେଟ୍‌ ଠାରୁ ଆରମ୍ଭ କରି ବିଜ୍ଞାପନ କ୍ଲବରେ ମଧ୍ୟ ବିରାଟ ପ୍ରଥମ ପସନ୍ଦ। ୨୯ ବର୍ଷ ବିୟସର ବିରାଟ ୩୯୦ କୋଟି ଟଙ୍କାର ମାଲିକ ହୋଇସାରିଲେଣି।ଏତେ କମ୍‌ ବୟସରେ ସେ ସବୁଠୁ ଧନି କ୍ରିକେଟର୍‌ ହୋଇପାରିଛନ୍ତି।

ଅନ୍ୟପଟେ ଦୁନିଆର ସବୁଠୁ ଧନୀ ଫୁଟବଲରଙ୍କ ମଧ୍ୟରୁ ବ୍ରାଜିଲର ନେମାର୍‌ ବେଶ ଚର୍ଚ୍ଚିତ। ନେମାରଙ୍କୁ ଯେତେବେଳେ ୨୫ ବର୍ଷ ହୋଇଥିଲା ସେ ସେତେବେଳେ ୨୫ ବର୍ଷରୁ କମ ବୟସର ଖେଳାଳିଙ୍କ ମଧ୍ୟରେ ସବୁଠୁ ଅଧିକ ଆୟ କରୁଥୁଲେ। ୨୦୧୭ ବର୍ଷରେ ନେମାର୍‌ ୨୩୮କୋଟି ଟଙ୍କା କମାଇଥିଲେ। ୨୦୧୭ରେ ସେ ଏକ ବିଳାସପୂର୍ଣ୍ଣ ଭଡ଼ା ଘରକୁ ସିପ୍ଟ ହୋଇଥିଲେ। ଏହି ଘର ପାଇଁ ନେମାରଙ୍କୁ ମାସକୁ ୧୧ ଲକ୍ଷ ଟଙ୍କା ଘରଭଡ଼ା ଦେବାକୁ ପଡୁଛି। ଏହି ଘର ପାଇଁ ବର୍ଷକୁ ସେ ୧.୩ କୋଟି ଟଙ୍କା ଖର୍ଚ୍ଚ କରନ୍ତି। ଅନ୍ୟପଟେ ବିବାହ ପରେ ବିରାଟ ମୁମ୍ବାଇ ଏକ ଫ୍ଲାଟକୁ ସିପ୍ଟ ହୋଇଥିଲେ। ବିରାଟ ୩୪ କୋଟି ଟଙ୍କାରେ ଫ୍ଲାଟକୁ କିଣିଥିବା ଜଣାପଡ଼ିଛି।team-india

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos