ତୃତୀୟ ଦିନିକିଆରେ ମନୀଷ ପାଣ୍ଡେଙ୍କ ଆକର୍ଷଣୀୟ ଫିଲ୍ଡିଂ: ସୀମାରେଖା ନିକଟରେ ଡାଇଭ୍‌ ମାରି ଧରିଲେ କ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ମନୀଷ ପାଣ୍ଡେ ତାଙ୍କ ଆକର୍ଷଣୀୟ ଫିଲ୍ଡିଂ ମାଧ୍ୟମରେ ଚର୍ଚ୍ଚାକୁ ଆସିଛନ୍ତି। ଚଳିତ ସିରିଜରେ ବ୍ୟାଟିଂରେ କିଛି କରିସ୍ମା କରିପାରିନଥିବା ମନୀଷ ଫିଲ୍ଡିଂରେ ତାଙ୍କ ଯାଦୁ ଦେଖାଇଥିଲେ। ମ୍ୟାଚ୍‌ର ୪୮ ତମ ଓଭରରେ ସୀମାରେଖା ନିକଟରେ ଡାଇଭ୍‌ ଲଗାଇ ଏକ ଆକର୍ଷଣୀୟ କ୍ୟାଚ୍ ନେଇ ଅଷ୍ଟ୍ରେଲିଆର ପେଟର ହ୍ୟାଣ୍ଡ୍ସକମ୍ବଙ୍କୁ ଆଉଟ୍‌ କରିଥିଲେ। ବୁମ୍‌ରା ଏହି ଓଭର ବୋଲିଂ କରୁଥିଲେ। ଏହି କ୍ୟାଚ୍‌ ଉପସ୍ଥିତି ଦର୍ଶକଙ୍କୁ ବେଶ୍‌ ଛୁଇଁପାରିଥିଲା।

ଆହୁରି ପଢ଼ନ୍ତୁ

ସମଲିଙ୍ଗୀ ସମ୍ପର୍କକୁ ନେଇ ସାଂଘାତିକ୍‌ ଅଭିଯୋଗ ଆଣିଲେ ଦୂତୀ

ଫେସବୁକରୁ ବିଏମଡବ୍ଲୁ ପୋଷ୍ଟ ଡିଲିଟ୍ କଲେ ଦୂତୀ

ପ୍ରଥମ ଟେଷ୍ଟ: ୩୧୮ରେ ଇଣ୍ଡିଜ୍‌ ଅଲଆଉଟ, ୯୯ ରନ୍‌ ପଛରେ ଇଂଲଣ୍ଡ

ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବାକୁ ଚାହୁଁଛନ୍ତି ଦୂତୀ ଚାନ୍ଦ, ଜାଣନ୍ତୁ କାହିଁକି?

ଯଦି ସୁନୀଲ ଗାଭାସ୍କରଙ୍କ ବାମ କାନରେ ନଥା’ନ୍ତା ସେହି ଛୋଟ ଜାଇ…

ଗାବ୍ରିଏଲ ଓ ହୋଲ୍ଡରଙ୍କ ଚମକ, ବ୍ୟାକଫୁଟ୍‌ରେ ଇଂଲଣ୍ଡ

ଏସିଆ କପ୍ ସ୍ଥଗିତ

ଭୂତ ଦେଖିଥିଲେ ସୌରଭ ଗାଙ୍ଗୁଲି!

କାହିଁକି ୫ ବର୍ଷ ପାଇଁ ଦାଦାଙ୍କୁ ଟିମ୍‌ରୁ ବାଦ ଦେଇଥିଲା ବିସିସିଆଇ

ଧୋନିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏମିତି ଟ୍ୱିଟ୍ କଲେ ସେହୱାଗ୍ ଓ କୈଫ

ସଚିନ ଓପନ କରନ୍ତି, ହେଲେ କାହିଁକି ପ୍ରଥମ ବଲ୍‌ ଷ୍ଟ୍ରାଇକ୍‌ କରନ୍ତି ନାହିଁ? ଗୁମର ଖୋଲିଲେ ଦାଦା

‘ଜଣେ କାହା ସହିତ କୌଣସି ସମୟରେ ପ୍ରେମରେ ପଡ଼ିପାରେ’