ବିଶ୍ୱକପ୍ ଫାଇନାଲକୁ ନେଇ ଏମିତି କହିଲେ ୱିଲିୟମସନ୍

ୱେଲିଂଟନ୍: ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ବିଶ୍ୱକପ୍ ଫାଇନାଲରେ କିୱି ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ମୁକାବିଲା ଏତେ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ, ନ୍ୟୁଜିଲ୍ୟାଣ୍ଡ ପ୍ରଶଂସକ ନିଜ ଟିମର ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି। ଅନ୍ୟପକ୍ଷରେ ଫାଇନାଲରେ ନାଟକୀୟ ଢ଼ଙ୍ଗରେ ମିଳିଥିବା ପରାଜୟରୁ ବାହାରିବାକୁ ପ୍ରୟାସ କରୁଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ କହିଛନ୍ତି, ଫାଇନାଲରେ କେହି ହାରିନାହାନ୍ତି। କିଛି ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପ୍ରତି […]

willi

willi

Hemant Lenka
  • Published: Tuesday, 16 July 2019
  • Updated: 16 July 2019, 07:34 PM IST

Sports

Latest News

ୱେଲିଂଟନ୍: ନ୍ୟୁଜିଲ୍ୟାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ହୋଇଥିବା ବିଶ୍ୱକପ୍ ଫାଇନାଲରେ କିୱି ଟିମକୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ତେବେ ମୁକାବିଲା ଏତେ ରୋମାଞ୍ଚକର ଏବଂ ସଂଘର୍ଷପୂର୍ଣ୍ଣ ହୋଇଥିଲା ଯେ, ନ୍ୟୁଜିଲ୍ୟାଣ୍ଡ ପ୍ରଶଂସକ ନିଜ ଟିମର ପରାଜୟକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାନ୍ତି।

ଅନ୍ୟପକ୍ଷରେ ଫାଇନାଲରେ ନାଟକୀୟ ଢ଼ଙ୍ଗରେ ମିଳିଥିବା ପରାଜୟରୁ ବାହାରିବାକୁ ପ୍ରୟାସ କରୁଥିବା କ୍ୟାପଟେନ୍ କେନ୍ ୱିଲିୟମସନ୍ କହିଛନ୍ତି, ଫାଇନାଲରେ କେହି ହାରିନାହାନ୍ତି। କିଛି ପୂର୍ବତନ ଓ ବର୍ତ୍ତମାନ କ୍ରିକେଟର ମଧ୍ୟ ନ୍ୟୁଜିଲ୍ୟାଣ୍ଡ ପ୍ରତି ସହାନୁଭୂତି ଦେଖାଇଛନ୍ତି।

ନିର୍ଦ୍ଧାରିତ ସମୟ ଏବଂ ସୁପରରେ ସ୍କୋର ବରାବର ରହିବା ପରେ ଚୌକା ଓ ଛକା ସଂଖ୍ୟା ଗଣନା ଆଧାରରେ ଇଂଲଣ୍ଡକୁ ବିଜେତା ଘୋଷଣା କରାଯାଇଥିଲା। ଏହା ପରେ କ୍ରିକେଟ୍ ଜଗତ ‘ହାସ୍ୟାସ୍ପଦ’ ନିୟମର ସମୀକ୍ଷା କରିବାକୁ ଦାବି କରିଛନ୍ତି।

ସ୍ୱଦେଶ ଫେରିବା ପରେ ୱିଲିୟମସନ୍ କହିଛନ୍ତି, ଶେଷରେ କେହି ବି ଫାଇନାଲରେ ହାରିନାହାନ୍ତି, କିନ୍ତୁ ଟାଇଟଲ୍ ତ ଗୋଟିଏ ଟିମକୁ ଦେବାର ଥିଲା। ଦୁଇଟି ପ୍ରୟାସ ପରେ ବି ବିଜେତା ନିର୍ଦ୍ଧାରିତ ହୋଇପାରିଲା ନାହିଁ। ଏହା ପରେ ଯାହା ହେଲା, ତାହା କେହିବି ଚାହିଁବେ ନାହିଁ। ନିୟମ ତ ନିୟମ ଏବଂ ଏହା ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ହିଁ ରହିଆସିଛି। ଏମିତି ମ୍ୟାଚ୍ ହେବ ବୋଲି କେହି ବି ଭାବିନଥିଲେ। ବାସ୍ତବରେ ଏହା ଅଦ୍ଭୁତ ମ୍ୟାଚ୍ ଥିଲା ଏବଂ ସମସ୍ତେ ଏହାର ଭରପୂର ମଜା ଉଠାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story