ଚାମ୍ପିୟନ୍‌ସ ଟ୍ରଫିରେ ନାହାଁନ୍ତି ଚାମ୍ପିୟନ ଖେଳାଳି: ତାଲିକା ଦେଖି ଫ୍ୟାନ୍‌ ଖପ୍ପା

କୋଲକାତା: ଇଂଲଣ୍ଡରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହେଲେ ଏଥିରେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଅସିଛି। ବିଶେଷ କରି ବିଶ୍ୱର ସର୍ବଶ୍ରେଷ୍ଠ ପ୍ରିମିୟର ଲିଗ୍ ଆଇପିଏଲରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କୁ ବିସ୍ମିତ କରିଥିବା ଖେଳାଳିଙ୍କୁ ମଧ୍ୟ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନି। ଏହି ଲିଷ୍ଟରେ ରିଷଭ ପନ୍ତ, କୁଲଦୀପ ଯାଦବ, ସୁରେଶ ରାଇନା,ଏସ.ଭି ସାମସନ, ନୀତିଶ ରାଣାଙ୍କ ପରି ଖେଳାଳିଙ୍କୁ ସାମିଲ କରାଯାଇନି। ଏହାସହ […]

gautam

gautam

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 06:37 PM IST

Sports

Latest News

କୋଲକାତା: ଇଂଲଣ୍ଡରେ ହେବାକୁ ଥିବା ଚାମ୍ପିୟନ୍ସ ଟ୍ରଫି ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି। ହେଲେ ଏଥିରେ ଅନେକ ଖେଳାଳିଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ଅସିଛି। ବିଶେଷ କରି ବିଶ୍ୱର ସର୍ବଶ୍ରେଷ୍ଠ ପ୍ରିମିୟର ଲିଗ୍ ଆଇପିଏଲରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ସମସ୍ତଙ୍କୁ ବିସ୍ମିତ କରିଥିବା ଖେଳାଳିଙ୍କୁ ମଧ୍ୟ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନି। ଏହି ଲିଷ୍ଟରେ ରିଷଭ ପନ୍ତ, କୁଲଦୀପ ଯାଦବ, ସୁରେଶ ରାଇନା,ଏସ.ଭି ସାମସନ, ନୀତିଶ ରାଣାଙ୍କ ପରି ଖେଳାଳିଙ୍କୁ ସାମିଲ କରାଯାଇନି। ଏହାସହ ଚଳିତ ଆଇପିଏଲରେ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଗୈତମ ଗମ୍ଭୀର KKRକୁ ପ୍ଲେ ଅଫ୍ସୁକୁ ନେଇଥିଲେ ମଧ୍ୟ ତାଙ୍କୁ ମଧ୍ୟ ଟିମ୍‌ ଇଣ୍ଡିଆରେ ସ୍ଥାନ ମିଳିନାହିଁ। ଗମ୍ଭୀର ଏ ପର୍ଯ୍ୟନ୍ତ ୧୨ଟି ମ୍ୟାଚ୍‌ ଖେଳି ୪୨୫ ରନ କରିଛନ୍ତି। ଏପରି ସ୍ଥଳେ ଗମ୍ଭୀରଙ୍କୁ ଟିମ୍‌ରେ ସ୍ଥାନ ନ ମିଳିବା ଘଟଣା ଗମ୍ଭୀର ଓ KKR ଟିମ୍‌ର ଫ୍ୟାନ୍‌ ଗ୍ରହଣ କରି ପାରୁନାହାଁନ୍ତି। ଏଥିପାଇଁ ବିସିସିଆଇ ଓ ଅଧିନାୟକ କୋହଲିଙ୍କ ଉପରେ ଦୋଷ ଲଦିଛନ୍ତି। ଅନେକ ଦିନ ପୂର୍ବରୁ ଆଇପିଏଲରେ ଗମ୍ଭୀର ଓ କୋହଲିଙ୍କ ମଧ୍ୟରେ ଝଗଡ଼ା ହୋଇଥିବାରୁ ଏହି ରାଗରେ କୋହଲି ଗମ୍ଭୀରଙ୍କୁ ତାଙ୍କ ଦଳରେ ସ୍ଥାନ ଦେଉ ନାହାନ୍ତି ବୋଲି ଗମ୍ଭୀରଙ୍କ ଫ୍ୟାନ୍‌ମାନେ ଅଭିଯୋଗ କରିଛନ୍ତି।

News and Picture Courtesy- gulte.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story