ଆଇପିଏଲରୁ ବି ସନ୍ନ୍ୟାସ ନେଲେ ଯୁବରାଜ

ମୁମ୍ବାଇ: ଅଲରାଉଣ୍ଡର ଯୁବରାଜ ସିଂହ ସୋମବାର କେବଳ ଅନ୍ତର୍ଜାତୀୟ କ୍ରିକେଟରୁ ନୁହେଁ, ବରଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ମଧ୍ୟ ଅଲବିଦା କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ସତ୍ତ୍ୱେ ଖେଳାଳିମାନେ ଆଇପିଏଲରେ ଖେଳିବା ଜାରି ରଖନ୍ତି। କିନ୍ତୁ ଯୁବି ଏହି ପରମ୍ପରାକୁ ଭାଙ୍ଗିଛନ୍ତି ଏବଂ ଅନ୍ତର୍ଜାତୀୟ ସହ ଆଇପିଏଲରୁ ମଧ୍ୟ ବିଦାୟ ନେଇଛନ୍ତି। ଏ ନେଇ ଯୁବରାଜ କହିଛନ୍ତି, ଚଳିତ ବର୍ଷର ଆଇପିଏଲର ମୋର କ୍ୟାରିୟରର ଅନ୍ତିମ ସଂସ୍କରଣ ହେବ ବୋଲି ମୁଁ ଗତବର୍ଷ ଭାବି ନେଇଥିଲି। ଆସନ୍ତାବର୍ଷ […]

YUVI IPL

YUVI IPL

Hemant Lenka
  • Published: Monday, 10 June 2019
  • Updated: 10 June 2019, 06:55 PM IST

ମୁମ୍ବାଇ: ଅଲରାଉଣ୍ଡର ଯୁବରାଜ ସିଂହ ସୋମବାର କେବଳ ଅନ୍ତର୍ଜାତୀୟ କ୍ରିକେଟରୁ ନୁହେଁ, ବରଂ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)କୁ ମଧ୍ୟ ଅଲବିଦା କହିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେବା ସତ୍ତ୍ୱେ ଖେଳାଳିମାନେ ଆଇପିଏଲରେ ଖେଳିବା ଜାରି ରଖନ୍ତି। କିନ୍ତୁ ଯୁବି ଏହି ପରମ୍ପରାକୁ ଭାଙ୍ଗିଛନ୍ତି ଏବଂ ଅନ୍ତର୍ଜାତୀୟ ସହ ଆଇପିଏଲରୁ ମଧ୍ୟ ବିଦାୟ ନେଇଛନ୍ତି।

ଏ ନେଇ ଯୁବରାଜ କହିଛନ୍ତି, ଚଳିତ ବର୍ଷର ଆଇପିଏଲର ମୋର କ୍ୟାରିୟରର ଅନ୍ତିମ ସଂସ୍କରଣ ହେବ ବୋଲି ମୁଁ ଗତବର୍ଷ ଭାବି ନେଇଥିଲି। ଆସନ୍ତାବର୍ଷ ଆଇପିଏଲ୍ ପାଇଁ ମୁଁ ଉପଲବ୍ଧ ହେବି ନାହିଁ। ମୁଁ ବିସିସିଆଇ ଓ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ନେଇଛି। ମୁଁ ଭାରତ ବାହାରେ ଖେଳିବା ପାଇଁ ଆଗ୍ରହୀ ଅଛି। ମୁଁ ଟି-୨୦ କ୍ରିକେଟ୍ ଖେଳିବାକୁ ଚାହେଁ। କ୍ରିକେଟ୍ ମୋ ପାଇଁ ସବୁକିଛି। ତେଣୁ ବିଦେଶରେ ହେଉଥିବା କ୍ରିକେଟ୍ ଲିଗ୍ ଖେଳିବା ପାଇଁ ବିସିସିଆଇକୁ ଅନୁମତି ମାଗିଛି।

ସୂଚନାଯୋଗ୍ୟ, ୨୦୧୫ ଆଇପିଏଲରେ ସବୁଠାରୁ ମହଙ୍ଗା ଖେଳାଳି ଭାବେ ଯୁବରାଜଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ ଟିମ ୧୬ କୋଟି ଟଙ୍କାରେ କିଣିଥିଲା। ଚଳିତ ବର୍ଷ ତାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ୧ କୋଟି ଟଙ୍କାର ବେସ୍ ପ୍ରାଇସରେ କିଣିଥିଲା। ଦ୍ୱାଦଶ ସଂସ୍କରଣରେ ଯୁବରାଜ ୪ ମ୍ୟାଚରେ ୨୪.୫୦ ହାରରେ ୯୮ ରନ୍ କରିଥିଲେ, ଯେଉଁଥିରେ ଗୋଟିଏ ଅର୍ଦ୍ଧଶତକ ସାମିଲ୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story