ଏସୀୟ ଦୌଡ଼କୁଦରେ ପାକ୍ ଟିମ୍‌ର ଅଂଶଗ୍ରହଣ ନେଇ ଅନିଶ୍ଚିତତା: କାଲି ସୁଦ୍ଧା ଭିସା ନମିଳିଲେ ବାଦ ପଡିବ ପାକିସ୍ତାନ

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ପାକିସ୍ତାନ ଦଳ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଆଥଲେଟିକ୍‌ ଫେଡେରେସନ୍ ଅଫ୍ ପାକିସ୍ତାନର ସଭାପତି ‘ଆକ୍ରମ ସାହି’ଙ୍କ ସୂଚନା ଅନୁଯାୟୀ, ଭିସା ସମସ୍ୟା ଫଳରେ ସେମାନେ ଓଡ଼ିଶା ଆସିବା ନେଇ ସମସ୍ୟା ଦେଖାଦେଇଛି। ସେମାନେ ଏସିଆନ୍ ଆଥଲେଟିକ ଚାମ୍ପିୟନସିପରେ ଭାଗ ନେବାକୁ ଆଗ୍ରହୀ, କିନ୍ତୁ ଖେଳାଳି ଓ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଭିସା ମିଳି ନ ଥିବାରୁ ସେମାନେ ଆସିପାରିବେ କି ନାହିଁ ନିଶ୍ଚିତ ହୋଇନାହିଁ। ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଭିସା […]

kalinga stadium

kalinga stadium

Rakesh Mallick
  • Published: Thursday, 29 June 2017
  • Updated: 29 June 2017, 09:46 PM IST

Sports

Latest News

ଭୁବନେଶ୍ୱର: ଏସିଆନ୍ ଆଥଲେଟିକ୍‌ ଚାମ୍ପିୟନସିପ୍‌ରେ ପାକିସ୍ତାନ ଦଳ ଅଂଶଗ୍ରହଣ କରିବା ନେଇ ଅନିଶ୍ଚିତତା ଦେଖାଦେଇଛି। ଆଥଲେଟିକ୍‌ ଫେଡେରେସନ୍ ଅଫ୍ ପାକିସ୍ତାନର ସଭାପତି ‘ଆକ୍ରମ ସାହି’ଙ୍କ ସୂଚନା ଅନୁଯାୟୀ, ଭିସା ସମସ୍ୟା ଫଳରେ ସେମାନେ ଓଡ଼ିଶା ଆସିବା ନେଇ ସମସ୍ୟା ଦେଖାଦେଇଛି। ସେମାନେ ଏସିଆନ୍ ଆଥଲେଟିକ ଚାମ୍ପିୟନସିପରେ ଭାଗ ନେବାକୁ ଆଗ୍ରହୀ, କିନ୍ତୁ ଖେଳାଳି ଓ ଅଧିକାରୀଙ୍କୁ ଏପର୍ଯ୍ୟନ୍ତ ଭିସା ମିଳି ନ ଥିବାରୁ ସେମାନେ ଆସିପାରିବେ କି ନାହିଁ ନିଶ୍ଚିତ ହୋଇନାହିଁ। ଆସନ୍ତାକାଲି ସୁଦ୍ଧା ସେମାନଙ୍କୁ ଭିସା ନ ମିଳିଲେ ଚାମ୍ପିୟନସିପରେ ପାକିସ୍ତାନ ଦଳ ଭାଗ ନେବା ଅସମ୍ଭବ ହେବ। ତେବେ ଭାରତୀୟ ଆଥଲେଟିକ୍‌ ଆଣ୍ଡ୍ ଅର୍ଗାନାଇଜିଂ କମିଟି ଭିସା ସମସ୍ୟାର ସମାଧାନ ପାଇଁ ଯଥା ସମ୍ଭବ ଚେଷ୍ଟା କରୁଥିବାରୁ ଧନ୍ୟବାଦ ଜଣାଇଛନ୍ତି ଆକ୍ରମ ସାହି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story