ନୂଆ ଫର୍ମାଟରେ ଖେଳାଯିବ ହକି ଇଣ୍ଡିଆ ଲିଗ୍

ଭୁବନେଶ୍ୱର: ଚଳିତବର୍ଷ ନୂଆ ଫର୍ମାଟରେ ଖେଳାଯିବ ହକି ଇଣ୍ଡିଆ ଲିଗ୍। ଗୋଲ୍ ନୁହେଁ ବରଂ ପଏଣ୍ଟ ବ୍ୟବଧାନରେ ମ୍ୟାଚ୍ ଜିତିବ ଦଳ। ଯେଉଁ ଦଳ ଯେତେ ଅଧିକ ଫିଲ୍ଡ ଗୋଲ୍ ଦେବ ସେ ହିଁ ହେବ ବିଜେତା। ଫିଲ୍ଡ ଗୋଲ୍ ପାଇଁ ୨ ପଏଣ୍ଟ ଥିବା ବେଳେ ପେନାଲ୍ଟି କର୍ଣ୍ଣର ଗୋଲ୍ ପାଇଁ ୧ ପଏଣ୍ଟ ପାଇବେ। ୧୮ ତାରିଖରୁ ଆରମ୍ଭ ହେବାକୁ ଥିବା ହକି ଇଣ୍ଡିଆ ଲିଗରେ ଏମିତି ନୂଆ ନିୟମ ଲାଗୁ ହେବ। ହକିକୁ ଅଧିକ ଆକର୍ଷଣୀୟ କରିବା ସହ ଫିଲ୍ଡ ଗୋଲକୁ ଗୁରୁତ୍ୱ ଦେବା ପାଇଁ ଏହି ନୂଆ ନିୟମ ଲାଗୁ କରାଯାଇଛି।

ମ୍ୟାଚରେ କିପରି ଅଧିକରୁ ଅଧିକ ଫିଲଡ୍ ଗୋଲ୍ ହେବ ତା ଉପରେ ଧ୍ୟାନ ଦେଉଛନ୍ତି କଳିଙ୍ଗ ଲାନସର୍ସର ମୁଖ୍ୟ କୋଚ୍ ମାର୍କ ହାଗର। ଏଥିସହିତ ପେନାଲିଟ୍ କର୍ଣ୍ଣରକୁ କିପରି ଫିଲଡ୍ ଗୋଲରେ ରୁପାନ୍ତରିତ କରାଯାଇପାରିବ ସେନେଇ ଖେଳାଳିଙ୍କୁ ନୂଆ ଟେକନିକ୍ ମଧ୍ୟ ଶିଖାଉଛନ୍ତି ବୋଲି କହିଛନ୍ତି ଦଳର ଖେଳାଳି ଏସ.କେ. ଉଥାପ୍ପା।

ଏବେ ଦେଖିବାର କଥା ହେଉଛି ହକି ଇଣ୍ଡିଆ ଲିଗରେ ଫିଲଡ୍ ଗୋଲ୍ ଦେବାରେ କେଉଁ ଦଳ କେତେ ସଫଳ ହେଉଛି।

ଆହୁରି ପଢ଼ନ୍ତୁ

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ