ବୟସ ଜାଲିଆତି: ଓଡ଼ିଶାର ୫ ମହିଳା କ୍ରିକେଟରଙ୍କୁ ବିଦା କଲା ବିସିସିଆଇ

ମୁମ୍ବାଇ: ବୟସ ଜାଲିଆତିକୁ ନେଇ ଓସିଏକୁ ପୁଣି ଏକ ଝଟକା ଲାଗିଛି। ୧୯ ବର୍ଷରୁ କମ୍‌ ପୁରୁଷ ଦଳର ୬ ଜଣ ଖେଳାଳିଙ୍କୁ ବିସିସିଆଇ ବିଦା କରିବାର ୬ ଦିନ ପରେ ପୁଣି ଓସିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥର ବୟସ ଜାଲିଆତିରେ ପଡିଛନ୍ତି ଓଡ଼ିଶାର ମହିଳା କ୍ରିକେଟର ମାନେ। ବିସିସିଆଇ ଆଜି ୫ ଜଣ ମହିଳା କ୍ରିକେଟରଙ୍କୁ ବୟସ ଜାଲିଆତି ଅଭିଯୋଗରେ ବାଦ ଦେଇଛି। ଏହି ମହିଳା କ୍ରିକେଟରମାନେ ହେଲେ ବନଲତା ମଲ୍ଲିକ, ସସ୍ମିତା […]

bcci

bcci

Rakesh Mallick
  • Published: Thursday, 06 October 2016
  • Updated: 06 October 2016, 11:13 PM IST

Sports

Latest News

ମୁମ୍ବାଇ: ବୟସ ଜାଲିଆତିକୁ ନେଇ ଓସିଏକୁ ପୁଣି ଏକ ଝଟକା ଲାଗିଛି। ୧୯ ବର୍ଷରୁ କମ୍‌ ପୁରୁଷ ଦଳର ୬ ଜଣ ଖେଳାଳିଙ୍କୁ ବିସିସିଆଇ ବିଦା କରିବାର ୬ ଦିନ ପରେ ପୁଣି ଓସିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥର ବୟସ ଜାଲିଆତିରେ ପଡିଛନ୍ତି ଓଡ଼ିଶାର ମହିଳା କ୍ରିକେଟର ମାନେ। ବିସିସିଆଇ ଆଜି ୫ ଜଣ ମହିଳା କ୍ରିକେଟରଙ୍କୁ ବୟସ ଜାଲିଆତି ଅଭିଯୋଗରେ ବାଦ ଦେଇଛି।

ଏହି ମହିଳା କ୍ରିକେଟରମାନେ ହେଲେ ବନଲତା ମଲ୍ଲିକ, ସସ୍ମିତା ମହାଳିକ, ପ୍ରଜ୍ଞା ପରମିତା ମହାନ୍ତି, ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ ବି. ଜାନକୀ ରେଡ୍ଡି।

ଜୁନିୟର ଟିମ୍‌ ଓ ସିନିୟର ମିଟ୍‌ ପାଇଁ ଏହି କ୍ରିକେଟ୍‌ର ମାନେ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ରହୁ ନ ଥିବାରୁ ବିସିସିଆଇ ଏମାନଙ୍କୁ ବାଦ୍‌ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story