ବୟସ ଜାଲିଆତି: ଓଡ଼ିଶାର ୫ ମହିଳା କ୍ରିକେଟରଙ୍କୁ ବିଦା କଲା ବିସିସିଆଇ

ମୁମ୍ବାଇ: ବୟସ ଜାଲିଆତିକୁ ନେଇ ଓସିଏକୁ ପୁଣି ଏକ ଝଟକା ଲାଗିଛି। ୧୯ ବର୍ଷରୁ କମ୍‌ ପୁରୁଷ ଦଳର ୬ ଜଣ ଖେଳାଳିଙ୍କୁ ବିସିସିଆଇ ବିଦା କରିବାର ୬ ଦିନ ପରେ ପୁଣି ଓସିଏ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏଥର ବୟସ ଜାଲିଆତିରେ ପଡିଛନ୍ତି ଓଡ଼ିଶାର ମହିଳା କ୍ରିକେଟର ମାନେ। ବିସିସିଆଇ ଆଜି ୫ ଜଣ ମହିଳା କ୍ରିକେଟରଙ୍କୁ ବୟସ ଜାଲିଆତି ଅଭିଯୋଗରେ ବାଦ ଦେଇଛି।

ଏହି ମହିଳା କ୍ରିକେଟରମାନେ ହେଲେ ବନଲତା ମଲ୍ଲିକ, ସସ୍ମିତା ମହାଳିକ, ପ୍ରଜ୍ଞା ପରମିତା ମହାନ୍ତି, ସୁଶ୍ରୀ ଦିବ୍ୟଦର୍ଶିନୀ ଏବଂ ବି. ଜାନକୀ ରେଡ୍ଡି।

ଜୁନିୟର ଟିମ୍‌ ଓ ସିନିୟର ମିଟ୍‌ ପାଇଁ ଏହି କ୍ରିକେଟ୍‌ର ମାନେ ଦେଇଥିବା ବୟସ ପ୍ରମାଣପତ୍ରରେ ତାଳମେଳ ରହୁ ନ ଥିବାରୁ ବିସିସିଆଇ ଏମାନଙ୍କୁ ବାଦ୍‌ ଦେଇଛି।

ଆହୁରି ପଢ଼ନ୍ତୁ

ଧୋନିଙ୍କ ଭଳି ହେଲିକପ୍ଟର ଶଟ୍ ମାରି ଚର୍ଚ୍ଚାରେ ୭ ବର୍ଷର ପରୀ

ଦ୍ୱିତୀୟ ଟେଷ୍ଟ: ବର୍ଷା ଯୋଗୁ ଅଟକିଲା ଖେଳ, ପାକିସ୍ତାନ ୮୫/୨

ଧୋନିଙ୍କର ହେଲା କରୋନା ଟେଷ୍ଟ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ