ଖୁବଶୀଘ୍ର ଦିନିକିଆ ଦଳର ଅଧିନାୟକ ହୋଇପାରନ୍ତି କୋହଲି

ମୁମ୍ବାଇ: ଭାରତୀୟ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଖୁବଶୀଘ୍ର ବିରାଟ କୋହଲିଙ୍କୁ ଦିଆଯିବା ନେଇ ଦଳର ପୂର୍ବତନ ଓପ୍ନର ଆକାଶ ଚୋପ୍ରା ଆଶା ପ୍ରକାଶ କରିଛନ୍ତି। ସେ କହିଛନ୍ତି,“ବର୍ତ୍ତମାନ ଦିନିକିଆ ଦଳରର ନେତୃତ୍ୱ ମହେନ୍ଦ୍ର ସିଂହ ଧୋନୀଙ୍କ ହାତରେ ଅଛି। ସେ ନିଶ୍ଚିତ ଭାବେ ଜଣେ ମହାନ ବ୍ୟାଟ୍ସମ୍ୟାନ ଓ ଦକ୍ଷ ଅଧିନାୟକ। ହେଲେ ଧୋନୀ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ଖେଳିବା ନେଇ ଯଦି ସିନିୟର ଚୟନକର୍ତ୍ତା ଶଙ୍କାରେ ଅଛନ୍ତି ତେବେ ଶୀଘ୍ର କୋହଲିଙ୍କୁ ଏହି ଦାୟିତ୍ୱ […]

Aakash Chopra during Duleep Trophy Semifinal between South and North Zone at Rajkot

Rakesh Mallick
  • Published: Monday, 19 December 2016
  • Updated: 19 December 2016, 04:12 PM IST

ମୁମ୍ବାଇ: ଭାରତୀୟ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ଖୁବଶୀଘ୍ର ବିରାଟ କୋହଲିଙ୍କୁ ଦିଆଯିବା ନେଇ ଦଳର ପୂର୍ବତନ ଓପ୍ନର ଆକାଶ ଚୋପ୍ରା ଆଶା ପ୍ରକାଶ କରିଛନ୍ତି।

ସେ କହିଛନ୍ତି,“ବର୍ତ୍ତମାନ ଦିନିକିଆ ଦଳରର ନେତୃତ୍ୱ ମହେନ୍ଦ୍ର ସିଂହ ଧୋନୀଙ୍କ ହାତରେ ଅଛି। ସେ ନିଶ୍ଚିତ ଭାବେ ଜଣେ ମହାନ ବ୍ୟାଟ୍ସମ୍ୟାନ ଓ ଦକ୍ଷ ଅଧିନାୟକ। ହେଲେ ଧୋନୀ ୨୦୧୯ ବିଶ୍ୱକପ୍‌ ପର୍ଯ୍ୟନ୍ତ ଖେଳିବା ନେଇ ଯଦି ସିନିୟର ଚୟନକର୍ତ୍ତା ଶଙ୍କାରେ ଅଛନ୍ତି ତେବେ ଶୀଘ୍ର କୋହଲିଙ୍କୁ ଏହି ଦାୟିତ୍ୱ ଦିଆଯିବା ଉଚିତ।”

ସେ କହିଛନ୍ତି,“ମୁଁ ଭାବୁଛି, ୨୦୧୭ ଚାମ୍ପିଅନ୍ସ ଟ୍ରଫି ପରେ ସିନିୟର ଚୟନକର୍ତ୍ତାଙ୍କୁ ଧୋନୀଙ୍କ ଭବିଷ୍ୟତ ନେଇ ଚିନ୍ତା କରିବା ଦରକାର। ମୁଁ ଭାବୁଛି ଏହା ଉପଯୁକ୍ତ ସମୟ ହେବ, କାରଣ ୨୦୧୯ ବିଶ୍ୱକପ୍‌ ପ୍ରସ୍ତୁତି ପାଇଁ ବିରାଟଙ୍କୁ ଦୁଇବର୍ଷ ସମୟ ମିଳିବ।”

ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ୍ ଷ୍ଟାଡିୟମ୍‌ରେ ଚାଲିଥିବା ୫ମ ଟେଷ୍ଟରେ କମେଣ୍ଟ୍ରି ବେଳେ ଆକାଶ ଚୋପ୍ରା ଏହା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story