ନୂଆ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛନ୍ତି ଓଡ଼ିଆ ପୁଅ ଉଦୀପ୍ତ

ଭୁବନେଶ୍ୱର: ଓଡିଆ ପୁଅ ଉଦୀପ୍ତ ରଥ ମଟୋର ସାଇକେଲ ରେସଲର ଭାବେ ନୂତନ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ପେସାଦାର ମଟେ।ର ସାଇକେଲ୍ ରେସର ଭାବେ ଉଦୀପ୍ତ ମାଲେସିଆରେ ଅନୁଷ୍ଠିତ ସୁପର ବାଇକ୍ ଚମ୍ପିୟାନସିପରେ ଭାଗ ନେଇବାକୁ ଯାଇ ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି। ମାତ୍ର ୨୧ ବର୍ଷ ବୟସରେ ଏହି କିର୍ତ୍ତିମାନ ହାସଲ କରିବାକୁଯାଉଥିବା ଉଦୀପ୍ତ କେବଳ ରାଜ୍ୟ ନୁହେଁ ଦେଶର ଯୁବବର୍ଗଙ୍କ ପାଇଁ ଏକ ପରିଚିତ ଚେହେରାରେ ପରିଣତ ହୋଇ […]

odia racer

odia racer

Rakesh Mallick
  • Published: Monday, 06 March 2017
  • Updated: 06 March 2017, 10:28 PM IST

Sports

Latest News

ଭୁବନେଶ୍ୱର: ଓଡିଆ ପୁଅ ଉଦୀପ୍ତ ରଥ ମଟୋର ସାଇକେଲ ରେସଲର ଭାବେ ନୂତନ କିର୍ତ୍ତୀମାନ ସ୍ଥାପନ କରିବାକୁ ଯାଉଛନ୍ତି। ରାଜ୍ୟର ପ୍ରଥମ ପେସାଦାର ମଟେ।ର ସାଇକେଲ୍ ରେସର ଭାବେ ଉଦୀପ୍ତ ମାଲେସିଆରେ ଅନୁଷ୍ଠିତ ସୁପର ବାଇକ୍ ଚମ୍ପିୟାନସିପରେ ଭାଗ ନେଇବାକୁ ଯାଇ ରାଜ୍ୟ ପାଇଁ ଏହି ଗୌରବ ଆଣିଛନ୍ତି। ମାତ୍ର ୨୧ ବର୍ଷ ବୟସରେ ଏହି କିର୍ତ୍ତିମାନ ହାସଲ କରିବାକୁଯାଉଥିବା ଉଦୀପ୍ତ କେବଳ ରାଜ୍ୟ ନୁହେଁ ଦେଶର ଯୁବବର୍ଗଙ୍କ ପାଇଁ ଏକ ପରିଚିତ ଚେହେରାରେ ପରିଣତ ହୋଇ ଯାଇଛନ୍ତି। ଉଦୀପ୍ତ ତାଙ୍କ ରେସିଙ୍ଗ ବାଇକ୍‌ ସୁଜ୍‌କି ଜିଏସ୍‌ଏକ୍ସ ଆର୍ ୬୦୦ ସହ ଏଥିରେ ଆଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ୩ଟି କ୍ୟାଟାଗୋରୀ ଥିବା ବେଳେ ସେ ୬୦୦ ସିସି ସୁପର ସ୍ପେ।ର୍ଟ୍ସ କ୍ୟାଟେଗୋରୀରେ ଭାଗ ନେବେ। ମାଲେସିଆରର ସିପାଙ୍ଗ ଆନ୍ତର୍ଜାତିକ ସର୍କିଟରେ ଏହି ପ୍ରତିଯୋଗିତା ୫.୫୪୩ କି.ମି. ପରିଧି ଭିତରେ ହେବ। ମାର୍ଚ୍ଚ ୭ ତାରିଖରେ ପ୍ରଥମେ ବାଇକ ଟେଷ୍ଟ ହେବାକୁ ଥିବା ବେଳେ ୧୭ ତାରିଖରୁ ଚମ୍ପିୟନସିପ୍‌ର ପ୍ରଥମ ରାଉଣ୍ଡ ଆରମ୍ଭ ହେବ। ଉଦୀପ୍ତ କହିଛନ୍ତି,“ପ୍ରଥମ ଥର ପାଇଁ ଏଭଳି ଏକ ବିଶ୍ୱସ୍ତରୀୟ ପ୍ରତିଯୋଗୀତାରେ ଅଂଶଗ୍ରହଣ କରୁଛି। ସବୁକିଛି ନୂଆ ଲାଗୁଛି। ଏଠିକାର ପରିବେଶ ସହ ଖ।ପ  ଖୁଆଇବା ପାଇଁ ପ୍ରି-ରେସିଙ୍ଗ ଟେଷ୍ଟ ସମୟରେ ମୋତେ ଦୀର୍ଘ ୪ ଘଣ୍ଟା ଅକ୍ଲାନ୍ତ ପରିଶ୍ରମ କରିବାକୁ ପଡିଥିଲା। ଏହି ଚାମ୍ପିୟନସିପ୍‌କୁ ନେଇ ମୁଁ ବହୁତ ଆଶାବାଦୀ ଅଛି।” ସେ ଅରହୁରି କହିଛନ୍ତି,“ଚଳିତବର୍ଷ ହେବାକୁ ଥିବା ୪୦୦ ସିସି କ୍ୟାଟେଗୋରୀ ଜାତୀୟ ପ୍ରତିଯୋଗିତା ଓ ଗିସର କପ୍‌ ଓପନ କ୍ଲାସ୍‌ ପ୍ରତିଯୋଗିତା ଉପରେ ମୋର ନଜର ରହିଛି। ଏଥିରେ ଭଲ କରିବା ପାଇଁ ଏବେ ଠାରୁ ଅଭ୍ୟାସ ଆରମ୍ଭ କରିଦେଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story